Below header
Browsing Category

ଲାଇଫ୍ ଷ୍ଟାଇଲ୍

ବର୍ଷାଦିନେ ଏହି ୧୦ଟି ସ୍ନାକ୍ସର ମଜା ନିଅନ୍ତୁ

ବର୍ଷାଦିନେ ଗରମାଗରମ ଓ ଚଟପଟା ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଉ ଏହାର ମଜା ବି କିଛି ଅଲଗା ହୋଇଥାଏ। ଆମେ କହୁଛୁ ଏହି ୧୦ଟି ସ୍ନାକ୍ସ ବିଷୟରେ, ଯାହାକୁ ଆପଣ ବର୍ଷା ସମୟରେ ଘରେ ସହଜରେ ତିଆରି କରିପାରିବେ। ଚା’ ବର୍ଷାରେ ଅଦା ଓ ମସଲା ପକା ଚା’ ପିଇବାର ଅଲଗା ମଜା ଥାଏ। ଆପଣ ଘରେ ଚା’…

ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଅଗ୍ନିଶକ୍ତି ମୁଦ୍ରା, ନିଶ୍ଚୟ ଆପଣେଇ ଦେଖନ୍ତୁ

ଲୋ-ବ୍ଲଡ ପ୍ରେସର କାରଣରୁ ଶରୀରରେ ରକ୍ତର ଚାପ କମ୍‌ ହେବାରେ ଲାଗିଥାଏ। ଯେଉଁ କାରଣରୁ ଶରୀରର ଆବଶ୍ୟକ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ପହଁଚିପାରିନଥାଏ। ଏହାସହିତ ଏହା ଶରୀରର ଅଙ୍ଗକୁ ଠିକ ଭାବରେ କାମ କରିବାକୁ ବାଧା ପହଁଚାଇଥାଏ। ଯେଉଁ କାରଣରୁ ହୃଦୟ, କିଡନୀ, ଫୁସଫୁସ ଏବଂ ମସ୍ତିଷ୍କ ଆଶିଂକ ରୂପରେ…

ଡିପ୍ରେସନ ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ଏହି ସବୁ ଫଳର ଚୋପା ଦେଇଥାଏ ଫାଇଦା

ଫଳ କିମ୍ବା ପନିପରିବା ସବୁକିଛି ଆମ ସ୍ୱାସ୍ଥ୍ୟ ପାଇଁ ହିତକର। କିନ୍ତୁ ଫଳ ସହିତ ଏହାର ଚୋପା ମଧ୍ୟ ଆପଣଙ୍କ ପାଇଁ ହିତକର, ତାହା ବହୁତ କମ୍‌ ଲୋକ ଜାଣିଥିବେ। କେତେକ ଫଳ ଚୋପା ଦ୍ୱାରା ମଧ୍ୟ ଶରୀରକୁ ସୁସ୍ଥ ରଖାଯାଇପାରିବ। ଏକ ଅଧ୍ୟୟନରୁ ଜଣାପଡିଛି, କେବଳ ଫଳ ଏବଂ ପନିପରିବା ନୁହେଁ ବରଂ…

ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍‌ କଥା

ଯୋଗ ହୃଦୟ ଏବଂ ମସ୍ତିଷ୍କକୁ ଜଡିତ ଅନେକ ରୋଗ ଏବଂ ବିକାରକୁ ଦୂର କରି ଜୀବନୁ ସରସ ସୁନ୍ଦର କରିଦିଏ। ଏହା ମଣିଷକୁ ସବୁ ପ୍ରକାର ଶୁଦ୍ଧିକୁ ସହଜ କରାଇଦିଏ। ଯୋଗ ଭାରତୀୟ ଜ୍ଞାନବର ବହୁ ପୁରାତନ ଅଟେ। ଏହା ଧର୍ମ, ଆସ୍ଥା ଏବଂ ଅନ୍ଧବିଶ୍ୱାସରୁ ସମ୍ପୂର୍ଣ୍ଣ ଭିନ୍ନ। ଯୋଗ ଦ୍ୱାରା ଆମେ ସୁସ୍ଥ ଜୀବନ…

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ବର୍ଷାଦିନେ ବାଇଗଣ, ଜାଣନ୍ତୁ କଣ ହେବ ସମସ୍ୟା ..

ବର୍ଷା ଋତୁରେ ସମସ୍ତଙ୍କୁ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଉଚିତ । ଏହି ଋତୁରେ ସୂର୍ଯ୍ୟତାପ ଖୁବ କମ ହେବା କାରଣରୁ କୀଟାଣୁମାନେ ଅତିଶୀଘ୍ର ନିଜର ବଂଶବୃଦ୍ଧି କରିଥାନ୍ତି । କାରଣ ସୂର୍ଯ୍ୟଙ୍କ କିରଣ କୀଟାଣୁମାନଙ୍କୁ ନିଜ ବଂଶବୃଦ୍ଧି କରିବାରୁ ରୋକିଥାଏ । ତେଣୁ ଏପରିସ୍ଥଳେ ଆପଣଙ୍କୁ କେବଳ…

ଆଜି ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌

ଯଦି ଆପଣଙ୍କୁ ଟେଷ୍ଟି ଫୁଡ୍‌ ଖାଇବା ପସନ୍ଦ ତେବେ ଏହି ରେସିପିକୁ ଆପଣ ନିଶ୍ଚୟ ଟ୍ରାଏ କରିବା ଉଚିତ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଆପଣ ଏହାକୁ ଥରେ ଖାଇଲେ ଏହାର ସ୍ୱାଦ ଭୁଲିପାରିବେ ନାହିଁ। ତେବେ ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବେ କିପରି।…

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ

କୌଣସି ପ୍ରକାରର ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ନିଜର ସାଥୀଙ୍କୁ ଉଚିତ ସମ୍ମାନ ଏବଂ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ସମ୍ପର୍କ ବେଶ ନିବିଡ ହେବ। କିନ୍ତୁ ଅନେକ ରାଶିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର ସାଥୀ…

ନିଶା ଠାରୁ ନିଜକୁ ଦୂରେଇ ପାରୁ ନାହାନ୍ତି ? ତେବେ ଏହି କାଳେଶ୍ୱର ମୁଦ୍ରାକୁ ଆପଣେଇ ଦେଖନ୍ତୁ . . .

ନିଶା ଏକ ଅଭ୍ୟାସ। ଏହା କେତେବେଳେ ଯେ ଆମକୁ ତାର ଅଭ୍ୟାସରେ ପକାଇଦିଏ ତାହା ଜାଣି ହୁଏ ନାହିଁ। ଆଉ ଅଭ୍ୟାସକୁ ନିଜ ଠାରୁ ଦୂରେଇବାକୁ ବହୁତ ସମସ୍ୟା ହୋଇଥାଏ। ଅଧିକ ମାତ୍ରାରେ ବହୁ ଦିନ ଧରି ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଲିଭର ସିରୋସେସ୍‌, କାମ କରିବାରେ ଅକ୍ଷମତା, ନକାରାତ୍ମକ ବ୍ୟବହାର…

ଜାଣନ୍ତୁ କଣ ପାଇଁ ଅଫିସରେ ମହିଳାମାନଙ୍କୁ ହୁଏ ଏସି ପାଇଁ ପ୍ରୋବ୍ଲେମ

ଯଦି ଆପଣ ଅଫିସରେ କାମ କରୁଛନ୍ତି ତାହେଲେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଖରାଦିନେ ମଧ୍ୟ ଏସିର ଟେମ୍ପରେଚରକୁ ନେଇ ଅଫିସରେ ଗୁଞ୍ଜରଣ ସୃଷ୍ଟି ହୋଇଥାଏ । ସାଧାରଣତଃ ମହିଳାମାନଙ୍କୁ ଏସିର କୁଲିଂ ନେଇ ଅଧିକ ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ଆଖପାଖରେ ଦେଖିବେ ତାହେଲେ ଅଫିସରେ ସ୍ଵେଟର, ଜ୍ୟାକେଟ…

ପାପୁଲିରେ ଥିବା ଛଅଟି ଅଶୁଭ କଳାଜାଇ, ଜୀବନରେ କ’ଣ ପ୍ରଭାବ ପକାଇଥାଏ. . .

ହାତରେ ରେଖା ବ୍ୟତୀତ କଳାଜାଇ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ହାତରେ ଥିବା କିଛି ଏପରି ଜାଇ ଆପଣଙ୍କ ପାଇଁ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା, ହାତରେ ଅଲଗା ଅଲଗା ସ୍ଥାନରେ ଥିବା କଳାଜାଇର କ’ଣ ସଂକେତ ରହିଛି। ଶୁକ୍ର ପର୍ବତରେ କଳାଜାଇ ଶୁକ୍ର…

ଏବେ ଅଫିସରେ ସମସ୍ତଙ୍କ ପସନ୍ଦ ଷ୍ଟାଣ୍ଡିଂ ଡେସ୍କ, ଜାଣନ୍ତୁ କଣ ରହିଛି ଏହାର ଫାଇଦା

ଅଫିସରେ ଅଧିକାଂଶ ସମୟ ବସି ରହି କାମ ଦ୍ବାରା ଦୁର୍ବଳ ଲାଗିବା ସହ ବୋରିଂ ଲାଗିଥାଏ। କିନ୍ତୁ ଏହା ଶରୀର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ବର୍ତ୍ତମାନ ପ୍ରାୟତଃ କମ୍ପାନୀ କର୍ମଚାରୀମାନଙ୍କର ଏହି ଅସୁବିଧାକୁ ଲକ୍ଷ୍ୟ କରିବା ପରେ ଷ୍ଟାଣ୍ଡିଂ ଡେକ୍ସ ବ୍ୟବହାର କରିବା ଆରମ୍ଭ କରିସାରିଛନ୍ତି। ଏହି…

ନିଜର ସନ୍ତାନକୁ ସଠିକ ରୂପେ ସ୍ତନ୍ୟପାନ କରାଇପାରୁନାହାନ୍ତି କି? ଜାଣନ୍ତୁ କଣ ରହିଛି କାରଣ

ମା ର ସମସ୍ତ ସ୍ମ୍୍‌ତି ମଧ୍ୟରୁ ନିଜର ସନ୍ତାନକୁ ସ୍ତନ୍ୟପାନ କରାଇବା ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ମ୍୍‌ତି। କାରଣ ମା ର କ୍ଷୀର ଶିଶୁମାନଙ୍କ ପାଇଁ ଆଦର୍ଶ ଭୋଜନ ହୋଇଥାଏ। କିନ୍ତୁ ଆପଣ ବାରମ୍ବାର ଚେଷ୍ଟା କରିବା ପରେ ଯଦି ସ୍ତନ୍ୟପାନ କରାଇବାରେ ଅସଫଳ ହେଉଛନ୍ତି, ତେବେ ଏହାର ଅର୍ଥ ନୁହେଁ ତ…