Below header
Browsing Category

ଲାଇଫ୍ ଷ୍ଟାଇଲ୍

ଘରୁ ଝିଟିପିିଟି ଦୂର କରିବାରେ ଏହା ହେଉଛି ଚମତ୍କାରୀ ଉପାୟ !

ପ୍ରାୟ ସମସ୍ତଙ୍କ ଘରେ ଝିଟିପିଟି ରହିଥାନ୍ତି। ଲୋକମାନେ ଏହାଠାରୁ ରକ୍ଷା ପାଇବା ପାଇଁ ପେଷ୍ଟ କେଣ୍ଟ୍ରୋଲ କରିଥାନ୍ତି ଏବଂ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ। ଅଧିକ ରାସାୟନିକ ପଦାର୍ଥ ଦ୍ୱାରା ଘରୁ ଝିଟିପିଟି ତ ପଳେଇଥାନ୍ତି କିନ୍ତୁ ଆପଣଙ୍କ ଘର ରସାୟନ ଦୁଷ୍ପ୍ରଭାବରୁ ରକ୍ଷା ପାଇନଥାଏ। ଆଜି…

କେବଳ ଯୁବତୀ ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ ଇଛୁକ

ଯୁବତୀମାନେ ନିଜ ତ୍ୱଚାକୁ ନେଇ ବେଶ ସମ୍ବେଦନଶୀଳ ଥାଆନ୍ତି। ତେଣୁ କରି ସେମାନେ ସମୟ ସମୟରେ ପାର୍ଲର ଯାଇ ଫେସିଆଲ କରାଇଥାନ୍ତି। ତ୍ୱଚାକୁ ଫେସିଆଲ କରାଇବା ଦ୍ୱାରା ରୁକ୍ଷପଣ ଦୂର ହେବା ସହ ଉଜ୍ଜ୍ୱଳତା ବଢିଥାଏ। କିନ୍ତୁ ଆଜିକାଲି କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ…

ରକ୍ଷାବନ୍ଧନରେ ଭାଇର ମୁଁହ ମିଠା ପାଇଁ ଘରେ ବନାନ୍ତୁ ମଲାଇ ବର୍ଫି..

ରକ୍ଷାବନ୍ଧନର ପର୍ବ ଭାଇଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ । ଏହି ଦିନ ଭଉଣୀ ଭାଇ ହାତରେ ରଖି ବାନ୍ଧିବା ସହିତ ଭାଇର ଦୀର୍ଘ ଜୀବନ କାମନା କରିଥାଏ । ପ୍ରତିବର୍ଷ ଏହି ଦିନରେ ଆପଣ ନିଶ୍ଚୟ ଭାଇଙ୍କୁ ବଜାରର ରଙ୍ଗ ବେରଙ୍ଗ ମିଠାଈ ଖାଇବାକୁ ଦେଉଥିବେ କିନ୍ତୁ ଏହିଥର ଘରେ ନିଜେ ପ୍ରସ୍ତୁତ କରି…

ଗର୍ଭଧାରଣ ସମୟରେ ଆଚାର ଖାଇବା ମହିଳାଙ୍କ ପାଇଁ କେତେ ଲାଭଦାୟକ, ଜାଣନ୍ତୁ

ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଯାହାର ସିଧା ପ୍ରଭାବ ତାଙ୍କ ଖାଦ୍ୟପେୟରୁ ଆରମ୍ଭ କରି ମୁଡ୍ ଉପରେ ପଡ଼ିଥାଏ। ସାଧାରଣତଃ ଦେଖାଯାଏ କି, ଏହି ସମୟରେ ମହିଳାମାନେ କିଛି ଖଟା, ଚଟପଟା କିମ୍ବା ଆଚାର ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ତେବେ ଗର୍ଭବତୀମାନଙ୍କୁ…

ଆପଣ ଅଣ୍ଡା ପ୍ରିୟ କି? ଜାଣନ୍ତୁ କିପରି ରୂପରେ ଏହାକୁ ଖାଇବା ସ୍ୱାସ୍ଥ୍ୟପ୍ରଦ

‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’, ଏହି ଟ୍ୟାଗ ଲାଇନ୍‌ ତ ଆପଣମାନେ ସମସ୍ତେ ଶୁଣିଥିବେ। ଅଣ୍ଡା ପ୍ରୋଟିନରେ ଭରପୂର ସବୁଠାରୁ ଭଲ ଖାଦ୍ୟ ମଧ୍ୟରୁ ଗୋଟିଏ। ସ୍ୱାସ୍ଥ୍ୟପ୍ରଦ ହେବା କାରଣରୁ ଏହାକୁ ସବୁ ବର୍ଗର ଲୋକେ ସେବନ କରିଥାଆନ୍ତି। ଜିମ୍‌ ଯାଉଥିବା ଏବଂ ଓଜନ ବଢ଼ାଉଥିବା ଲୋକଙ୍କ ଖାଦ୍ୟର…

ପିଲାମାନଙ୍କୁ ପସନ୍ଦ ଆସିବ ସ୍ୱାଦିଷ୍ଟ ଗ୍ରୀନ୍‌ ମଟର ପଲାଉ

ଛୋଟ ପିଲାମାନେ ସବୁଦିନ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସବୁଦିନ ଘରେ ମା ମାନଙ୍କର ଚିନ୍ତା ରହିଥାଏ। ଯଦି ଆପଣଙ୍କ ପିଲାକୁ ଖୁବଜୋରରେ ଭୋକ ଲାଗୁଛି ଏବଂ ଆପଣ ଅଳ୍ପ ସମୟରେ କିଛି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଟର…

କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ଅଶୁଭ କିମ୍ବା ବିପରୀତ ଘରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ସମସ୍ୟା ଅଧିକ ବଢିଯାଇଥାଏ। କାରଣ ଅଶୁଭ ଗ୍ରହ କୁଣ୍ଡଳୀରେ ବିପରୀତ ପ୍ରଭାବ ପକାଇଥାଏ। ଏହାଦ୍ବାରା କିଛି ସଂକେତ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ବର୍ଷାରେ ଖାଆନ୍ତୁ ‘ପଣସ କବାବ୍‌’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ

ପଣସ ତରକାରିର ମଜା ହିଁ କିଛି ଅଲଗା ଥାଏ। ଆମିଷ ଖାଉଥିବା ଲୋକଙ୍କ ପାଇଁ ପଣସ ନିରାମିଷ ମଟନ ହୋଇଥାଏ। ଏହି ସପ୍ତାହରେ ଅତିଥିମାନଙ୍କୁ ପଣସ କବାବ୍‌ ତିଆରି କରି ସରପ୍ରାଇଜ୍‌ ଦିଅନ୍ତୁ। ଏହି ରେସିପି ସ୍ୱାଦିଷ୍ଟ ସହିତ ବହୁତ ସହଜରେ ମଧ୍ୟ ତିଆରି ହୋଇଥାଏ। ଆପଣ ଯାହାକୁ ପରଷିବେ, ସେ ମଧ୍ୟ ଖୁସି…

ଉଜ୍ୱଳ ଏବଂ କୋମଳ ତ୍ୱଚା ଚାହଁଥିଲେ, ଲଗାନ୍ତୁ ମିଲ୍କ ପାଉଡର

ଆମ୍ଭେମାନେ ମିଲ୍କ ପାଉଡର ବ୍ୟବହାର ଚା’ କିମ୍ବା କଫି ପ୍ରସ୍ତୁତ କଲାବେଳେ ବ୍ୟବହାର କରିଥାଉ। ଏହା କ୍ଷୀରର ବିକଳ୍ପ ଭାବେ କାମ କରିବା ସହ ସୁବିଧାରେ ସାଙ୍ଗରେ ନେଇହୁଏ। କିନ୍ତୁ ଏହା ଆମ ତ୍ୱଚାକୁ ଉଜ୍ୱଳ ଏବଂ କୋମଳ କରିବାରେ ସହାୟକ ହୋଇଥାଏ, ତାହା ବହୁତ କମ୍‌ ଲୋକ ଜାଣିଥିବେ। ଏହା ତ୍ୱଚା…

ମାଛ ଆମ ଶରୀରକୁ ରଖିଥାଏ ସୁସ୍ଥ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଖଟା ମିଠା ଚଟପଟା ମାଛ ତରକାରୀ

ନନଭେଜ ଖାଇବାକୁ ଆମ ସମସ୍ତଙ୍କୁ ଭଲ ଲାଗିଥାଏ। ଆମିଶ ବାର ଆସିବ ପୁଣି ଆମେ ମାଛ ଖାଇବା ନାହିଁ ଏହା କଣ ସମ୍ଭବ। ସେଥିପାଇଁ ଆଜି ଆମେ ଆପଣଙ୍କ ମାଛର ସ୍ପେଶାଲ ରେସିପି ନେଇ ଆସିଛୁ। ସାଧାରଣତଃ ମାଛ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରର ହାର୍ଟକୁ ସୁସ୍ଥ ରଖିଥାଏ। ତେଣୁ…

ହାଡ ଭାଙ୍ଗିଗଲେ ଯୋଡିବାରେ ଲାଭକାରୀ ହୋଇଥାଏ ଅଣ୍ଡାଖୋଳ

କେବଳ ଅଣ୍ଡା ନୁହେଁ ବରଂ ତାର ଖୋଳରେ ମଧ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ରହିଛି। ଅଣ୍ଡା ଖୋଳରେ କ୍ୟାଲସିୟମ କାର୍ବୋନେଟ୍ ରହିଥାଏ। ଯାହାକୁ କ୍ଷତ ହୋଇଥିବା ହାଡକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଆଜ୍ଞା ହଁ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି କଥା ସମ୍ପୂର୍ଣ୍ଣ ସତ୍ୟ।…

ବିଦ୍ୟାର୍ଥୀଙ୍କ ପାଇଁ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ଏହି ମୁଦ୍ରା, ଜାଣନ୍ତୁ ଏହାର ସଠିକ୍‌ ଉପାୟ

ଦୁଇ ହାତ ମଝିରେ ଥିବା ତ୍ରୁତୀୟ ଆଖିକୁ ଅତିନ୍ଦ୍ରୀୟ ଜ୍ଞାନ ବୋଲି କୁହାଯାଏ। ଏହାର ସକ୍ରିୟତାରୁ ଅନେକ ଘଟଣାର ପୂର୍ବାଭାଷ ହୋଇଯାଇଥାଏ ଏବଂ ଆଧ୍ୟାତ୍ମିକ ଯାତ୍ରାରେ ଦିବ୍ୟ ଅନୁଭବ ହୋଇଥାଏ। ଅତିରିକ୍ତ ଶକ୍ତି ଜାଗ୍ରୁତ ହୋଇଥାଏ ଏବଂ ସମ୍ଭବନାର ଅନେକ ଦ୍ୱାର ଖୋଲିଥାଏ। ଶକ୍ତିପାନ ମୁଦ୍ରା…