Below header
Browsing Category

ଲାଇଫ୍ ଷ୍ଟାଇଲ୍

ନିଶା ଠାରୁ ନିଜକୁ ଦୂରେଇ ପାରୁ ନାହାନ୍ତି ? ତେବେ ଏହି କାଳେଶ୍ୱର ମୁଦ୍ରାକୁ ଆପଣେଇ ଦେଖନ୍ତୁ . . .

ନିଶା ଏକ ଅଭ୍ୟାସ। ଏହା କେତେବେଳେ ଯେ ଆମକୁ ତାର ଅଭ୍ୟାସରେ ପକାଇଦିଏ ତାହା ଜାଣି ହୁଏ ନାହିଁ। ଆଉ ଅଭ୍ୟାସକୁ ନିଜ ଠାରୁ ଦୂରେଇବାକୁ ବହୁତ ସମସ୍ୟା ହୋଇଥାଏ। ଅଧିକ ମାତ୍ରାରେ ବହୁ ଦିନ ଧରି ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଲିଭର ସିରୋସେସ୍‌, କାମ କରିବାରେ ଅକ୍ଷମତା, ନକାରାତ୍ମକ ବ୍ୟବହାର…

ଜାଣନ୍ତୁ କଣ ପାଇଁ ଅଫିସରେ ମହିଳାମାନଙ୍କୁ ହୁଏ ଏସି ପାଇଁ ପ୍ରୋବ୍ଲେମ

ଯଦି ଆପଣ ଅଫିସରେ କାମ କରୁଛନ୍ତି ତାହେଲେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଖରାଦିନେ ମଧ୍ୟ ଏସିର ଟେମ୍ପରେଚରକୁ ନେଇ ଅଫିସରେ ଗୁଞ୍ଜରଣ ସୃଷ୍ଟି ହୋଇଥାଏ । ସାଧାରଣତଃ ମହିଳାମାନଙ୍କୁ ଏସିର କୁଲିଂ ନେଇ ଅଧିକ ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ଆଖପାଖରେ ଦେଖିବେ ତାହେଲେ ଅଫିସରେ ସ୍ଵେଟର, ଜ୍ୟାକେଟ…

ପାପୁଲିରେ ଥିବା ଛଅଟି ଅଶୁଭ କଳାଜାଇ, ଜୀବନରେ କ’ଣ ପ୍ରଭାବ ପକାଇଥାଏ. . .

ହାତରେ ରେଖା ବ୍ୟତୀତ କଳାଜାଇ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ହାତରେ ଥିବା କିଛି ଏପରି ଜାଇ ଆପଣଙ୍କ ପାଇଁ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା, ହାତରେ ଅଲଗା ଅଲଗା ସ୍ଥାନରେ ଥିବା କଳାଜାଇର କ’ଣ ସଂକେତ ରହିଛି। ଶୁକ୍ର ପର୍ବତରେ କଳାଜାଇ ଶୁକ୍ର…

ଏବେ ଅଫିସରେ ସମସ୍ତଙ୍କ ପସନ୍ଦ ଷ୍ଟାଣ୍ଡିଂ ଡେସ୍କ, ଜାଣନ୍ତୁ କଣ ରହିଛି ଏହାର ଫାଇଦା

ଅଫିସରେ ଅଧିକାଂଶ ସମୟ ବସି ରହି କାମ ଦ୍ବାରା ଦୁର୍ବଳ ଲାଗିବା ସହ ବୋରିଂ ଲାଗିଥାଏ। କିନ୍ତୁ ଏହା ଶରୀର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ବର୍ତ୍ତମାନ ପ୍ରାୟତଃ କମ୍ପାନୀ କର୍ମଚାରୀମାନଙ୍କର ଏହି ଅସୁବିଧାକୁ ଲକ୍ଷ୍ୟ କରିବା ପରେ ଷ୍ଟାଣ୍ଡିଂ ଡେକ୍ସ ବ୍ୟବହାର କରିବା ଆରମ୍ଭ କରିସାରିଛନ୍ତି। ଏହି…

ନିଜର ସନ୍ତାନକୁ ସଠିକ ରୂପେ ସ୍ତନ୍ୟପାନ କରାଇପାରୁନାହାନ୍ତି କି? ଜାଣନ୍ତୁ କଣ ରହିଛି କାରଣ

ମା ର ସମସ୍ତ ସ୍ମ୍୍‌ତି ମଧ୍ୟରୁ ନିଜର ସନ୍ତାନକୁ ସ୍ତନ୍ୟପାନ କରାଇବା ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ମ୍୍‌ତି। କାରଣ ମା ର କ୍ଷୀର ଶିଶୁମାନଙ୍କ ପାଇଁ ଆଦର୍ଶ ଭୋଜନ ହୋଇଥାଏ। କିନ୍ତୁ ଆପଣ ବାରମ୍ବାର ଚେଷ୍ଟା କରିବା ପରେ ଯଦି ସ୍ତନ୍ୟପାନ କରାଇବାରେ ଅସଫଳ ହେଉଛନ୍ତି, ତେବେ ଏହାର ଅର୍ଥ ନୁହେଁ ତ…

ତରକାରୀରେ ଲଙ୍କା ଅଧିକ ହୋଇଗଲେ କିଛି ବ୍ୟସ୍ତ ନ ହୋଇ ଏହି ଉପାୟ ଦ୍ୱାରା କମ୍‌ କରନ୍ତୁ ରାଗ

ଖାଦ୍ୟ ବନାଇବା ମଧ୍ୟ ନିଜ ଭିତରେ ଏକ କଳା। ଯଦି ଖାଦ୍ୟରେ କେଉଁ ଜିନିଷର ଅଭାବ ରହିଯାଏ ତେବେ ତାହାକୁ ପାଟିରେ ଦେବାକୁ ଇଚ୍ଛା ହୋଇନଥାଏ। ଅନେକ ଥର ଏମିତି ହୋଇଛି ଯେ ଖାଦ୍ୟ ବନାଇବା ସମୟରେ ଅନୁମାନ ନ କରିପାରିବା କାରଣରୁ ଖାଦ୍ୟରେ ଲଙ୍କାର ପରିମାଣ ଅଧିକ ହୋଇଯାଏ। ଏମିତିପରେ ରାଗ ଖାଇବା ବହୁତ…

ମାଂସପେଶୀ ଯନ୍ତ୍ରଣା ହୋଇପାରେ କ୍ଷତିକାରକ, ଜାଣନ୍ତୁ ଲକ୍ଷଣ ଏବଂ ଉପଚାର

ମାଂସପେଶୀ ଟାଣି ହେବା ସାଧାରଣ ସମସ୍ୟା। ଅନେକ ଥର କିଛି ଜିନିଷ ଉଠାଇବା ବେଳେ, ଶିଡି ଚଢିବା ବେଳେ ଏବଂ ଜୋରରେ ଦୌଡିବା ବେଳେ ମଧ୍ୟ ମାଂସପେଶୀ ଟାଣି ହୋଇଯାଏ। ଏପରି ମାଂସପେଶୀ ଟାଣି ହେବା ଦ୍ବାରା ହାତ, ଗୋଡ, ପିଠି ଇତ୍ୟାଦିରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହାଛଡା ଆଣ୍ଠୁ, କାନ୍ଧ, କହୁଣୀ…

ଏହି ୪ ଟି ରାଶିର ଯୁବକଙ୍କୁ ବୁଝିପାରନ୍ତି ନାହିଁ ଯୁବତୀ, ଆପଣ ଅଛନ୍ତି କି ସାମିଲ ?

ଆପଣଙ୍କ ରାଶି ଆପଣଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥାଏ। ଏଥିପାଇଁ ଲୋକମାନେ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି। ରାଶି ଜରିଆରେ ମଣିଷର ସ୍ୱଭାବ ଏବଂ ସମ୍ପର୍କକୁ ଜାଣିହୁଏ। ଆପଣ କିମ୍ବା ଆପଣଙ୍କ ବନ୍ଧୁଙ୍କ ସହିତ ସମ୍ପର୍କ କିଭଳି ରହିବ ତାହା ମଧ୍ୟ ରାଶିରୁ ଜଣାପଡିଯାଏ। ଆସନ୍ତୁ ଜାଣିବା,…

ସୋସିଆଲ ମିଡିଆରେ ସାଙ୍ଗ କରିବା ପୂର୍ବରୁ ଧ୍ୟାନ ରଖନ୍ତୁ ଏହି ୫ଟି ଟିପ୍ସ

ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ବ ଦିବସ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଫ୍ରେଣ୍ଡସିପ୍ ଡେ ଆସନ୍ତା କାଲି ପାଳନ କରାଯିବ। ଜୀବନରେ ଅନେକ ସମୟରେ ଏପରି କିଛି ମୁହୂର୍ତ୍ତ ଆସିଥାଏ ଯେତେବେଳେ ଆପଣଙ୍କୁ ସାଙ୍ଗର ଆବଶ୍ୟକତା ହୋଇଥାଏ। ଏପରି ସାଙ୍ଗ…

ଆପଣଙ୍କ ମୁଣ୍ଡ ବିନ୍ଧୁଛି କି ? ଜାଣନ୍ତୁ କେଉଁ ସମସ୍ୟାରେ ଗତି କରୁଛନ୍ତି ଆପଣ

ବଦଳୁଥିବା ଲାଇଫଷ୍ଟାଇଲ ସାଙ୍ଗକୁ ଖାଦ୍ୟପେୟରେ ଅନିୟମିତତା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ। ମୁଣ୍ଡ ବିନ୍ଧା ହେଲେ ମଣିଷକୁ କିଛି ବି କରିବାକୁ ଇଚ୍ଛା ହୋଇନଥାଏ। ଏପରି ହେବା ଦ୍ୱାରା ମନରେ ବିରକ୍ତି ଭାବ ମଧ୍ୟ ପ୍ରକାଶ ପାଇଥାଏ। ମୁଣ୍ଡ ବିନ୍ଧାର ଅନେକ କାରଣ ରହିଥାଏ କିନ୍ତୁ…

ବୃଦ୍ଧାବସ୍ଥାରେ କାହିଁକି ଉଡିଯାଏ ନିଦ ? ଏହି ୫ ଟି କଥାରେ ଅଛି ଉତ୍ତର

ବୟସ ବଢିବା ସହ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଖାସ୍ କରି ବୃଦ୍ଧ ବୟସରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯେମିତି କି ନିଦ ନହେବା । ହେଲେ କାହିଁକି ଏମିତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବତାଇବୁ । ଯେଉଁ କାରଣରୁ ବୟସ ଅଧିକ ହୋଇଗଲେ ନିଦ ଭଲ ଭାବରେ ହୁଏ…

ସାବଧାନ ! କ୍ଷୀର ପିଇବା ପୂର୍ବରୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ନିୟମିତ ଭାବରେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ପିଇବାର ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ପିଇବାର କିଛି ନିୟମ ସମ୍ପର୍କରେ ଜାଣିବେ। ଖାଇବା ପିଇବାର କିଛି ଏମିତି ନିୟମ ରହିଛି ଯାହାକୁ କ୍ଷୀର ପିଇବାର କିଛି ଘଣ୍ଟା ପୂର୍ବରୁ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ନଚେତ…