ଅଧିକ ମାତ୍ରାରେ ପେନ୍ କିଲର୍ ଖାଉଛନ୍ତି କି ? ସାବଧାନ୍ ହୋଇପାରେ ଏହି ସବୁ ରୋଗ
ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକତର ଲୋକଙ୍କୁ ମୁଣ୍ଡ ବ୍ୟଥା,ଶରୀର ବ୍ୟଥା ଏବଂ ଜ୍ବର ହୋଇଥାଏ। କେତେକ ଲୋକ ଏହି ସମମ୍ୟାରୁ ମୁକ୍ତି ପାଇବା ପାଇଁ ପେନ କିଲର ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ସତ ହେଲେ ପରେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଁଚାଇ…