Below header
Browsing Category

ଦେଶ ବିଦେଶ

ସିନେମା ନୁହେଁ ସତ : ବାଲ୍ ସୁଧାର ଗୃହରେ ୱାର୍ଡେନଙ୍କୁ ଗୁଳି କରି ହତ୍ୟା କଲେ ନାବାଳକ ଅପରାଧୀ

ପାଟନା : ପୂରା ଫିଲ୍ମ ଷ୍ଟାଇଲରେ ଅପରାଧ । ବାଲ୍ ସୁଧାର ଗୃହରେ ଭୟଙ୍କର ଅଘଟଣ ଘଟାଇଲେ ବାଳ ଅପରାଧୀ । ବିହାରର ପାଟନା ଠାରୁ ୩୨୫ କିଲୋମିଟର ଦୂର ପୁର୍ଣ୍ଣିଆ ଟାଉନରେ ଥିବା ଏକ ବାଲ୍ ସୁଧାର ଗୃହରେ ୫ ଜଣ ବାଳ ଅପରାଧୀ ୱାର୍ଡେନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତା ସହିତ ଆଉ ଜଣେ ୧୭ ବର୍ଷ…

ଆକାଶରେ ଅଘଟଣ : ଯାତ୍ରୀଙ୍କ କାନ ବିନ୍ଧିଲା ଓ ନାକରୁ ରକ୍ତ ବାହାରିଲା, ଅଧା ବାଟରୁ ଫେରିଲା ମୁମ୍ବାଇ-ଜୟପୁର ବିମାନ

ମୁମ୍ବାଇ : ଅଧା ବାଟରୁ ଫେରିଲା ବିମାନ । ବିମାନ ଭିତରେ ଥିବା ଯାତ୍ରୀଙ୍କ କାନ ବିନ୍ଧିଲା ଓ ନାକରୁ ରକ୍ତ ବାହାରିଲା । ଶେଷକୁ ଯାତ୍ରୀଙ୍କ ପାଇଁ ଅକ୍ସିଜେନ୍ ମାସ୍କ ବ୍ୟବସ୍ଥା କରାଗଲା । ତେବେ ସମସ୍ୟା ଦୂର ନହେବାରୁ ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍ ଏୟାରୱେଜ୍ ବିମାନକୁ ବାଟରୁ ଫେରାଇ…

ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ରେଜିଷ୍ଟ୍ରୀ ପ୍ରକାଶ କରିବ ଭାରତ

ଦିଲ୍ଲୀ(କେନ୍ଯୁଜ୍) : ଆଜି ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ରେଜିଷ୍ଟ୍ରୀ ପ୍ରକାଶ କରିବ ଭାରତ । ଏହି ଡାଟାବେସ୍‌ ପ୍ରସ୍ତୁତ କରିବାରେ ଭାରତ ବିଶ୍ୱର ନବମ ଦେଶ ହେବ । ଭାରତୀୟ ରେଜିଷ୍ଟ୍ରୀରେ ଯୌନ ଅପରାଧୀଙ୍କ ନାମ, ଫଟୋ, ଘର ଠିକଣା, ଫିଙ୍ଗରପ୍ରିଣ୍ଟ, ଡିଏନ୍‌ଏ ନମୁନା, ପାନ୍‌ ଓ ଆଧାର ନମ୍ବର…

ପୂର୍ବତନ ସାଂସଦଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ, ପ୍ରତିକ୍ରିୟା ରଖିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର (କେନ୍ଯୁଜ୍) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ଆଉ ଏକ ଅଶାଳୀନ ମନ୍ତବ୍ୟ । ଏଥର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଅଭିଜିତ । ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଟ୍ଵିଟ କରି ଲେଖିଛନ୍ତି, ଓଡ଼ିଶା ସାମ୍ବାଦିକ ମାନେ  'Presstitutes' । ଏପରିକି…

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ କାହିଁକି ସୋସିଆଲ ମିଡିଆରୁ ଦୂରେଇ ଗଲେ ସାନିଆ ମିର୍ଜା

ହାଇଦ୍ରାବାଦ : ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ୱିଟର ଏବେ ବନ୍ଦ । ଦୁବାଇରେ ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ପୂର୍ବରୁ ସାନିଆ ଏଭଳି କରିଛନ୍ତି । ଏ ସମ୍ପର୍କରେ ନିଜେ ଜଣାଇ ଦେଇଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ଆକଟିଭ୍ ରହୁଥିବା ସାନିଅର ଏବେ ଗର୍ଭବତୀ…

ଜ୍ବାଇଁକୁ ମାରିବା ପାଇଁ ୧କୋଟିର ସୁପାରି, ତେଲେଙ୍ଗାନା ଅନର କିଲିଂ ଉପରୁ ଉଠିଲା ପରଦା

ତେଲେଙ୍ଗାନାରେ ହୋଇଥିବା ଅନର କିଲିଂର ମୁଖ୍ଯ ଅଭିଯୁକ୍ତକୁ  ବିହାର ସମସ୍ତିପୁରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କିଛି ଗୁଜୁରାତର ପୂର୍ବ ଗୃହମନ୍ତ୍ରୀ ହରେନ୍ ପାଣ୍ଡିଆଙ୍କ ହତ୍ଯା ମାମଲାରେ ଜାମିନ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ…

ଟ୍ରିପଲ୍‌ ତଲାକ୍‌ ଅଧ୍ୟାଦେଶକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ଦିଲ୍ଲୀ(କେନ୍ଯୁଜ୍) : ଟ୍ରିପଲ୍‌ ତଲାକ୍‌ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ।  ସଂଶୋଧିତ ଅଧ୍ୟାଦେଶକୁ ଆଜି ଅନୁମୋଦନ ମିଳିଛି । ପାର୍ଲାମେଣ୍ଟର ଗତ ମୌସମୀ ଅଧିବେଶନରେ ମୁସଲିମ୍‌ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ୨୦୧୭ ଲୋକସଭାର ଅନୁମୋଦନ ପାଇ ସାରିଥିଲା । ତେବେ ଟ୍ରିପଲ୍‌…

ଟ୍ରମ୍ପଙ୍କ ସହ ଶାରୀରିକ ସମ୍ବନ୍ଧ ମଜାଦାର ନଥିଲା : ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସ

ୱାଶିଂଟନ୍ : ପୁସ୍ତକ ଲେଖିଛନ୍ତି ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସ । ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲଡ୍ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ଥିବା କଥା କହି ସାରା ବିଶ୍ବରେ ଝଡ଼ ସୃଷ୍ଟି କରିଛନ୍ତି ଠିକ୍ ନିଜ ନାଁ ଭଳି । ତାଙ୍କର ଏହି ପୁସ୍ତକ ନାଁ ହେଉଛି ‘ଫୁଲ୍ ଡିସକ୍ଲୋଜର’ । ଏଥିରେ ସେ…

ନ୍ୟୁୟର୍କ ବିମାନ ବନ୍ଦରରେ ଅଳ୍ପକେ ବର୍ତ୍ତିଲା ଏୟାରଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ବଡ଼ ସମସ୍ୟାରୁ ବର୍ତ୍ତିଲା ଏୟାରଇଣ୍ଡିଆ ୭୭୭-୩୦୦ ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଇନ୍ଧନ ସରି ଆସିବା କାରଣରୁ ଏହି ବିମାନକୁ ନ୍ୟୁୟର୍କର ଜନ ଏଫ୍ କେନେଡ଼ି ବିମାନ ବନ୍ଦରରେ ଓହ୍ଲାଇବାକୁ ପଡ଼ିଲା । ଏଥିରେ ଥିଲେ ୩୭୦ ଜଣ ଯାତ୍ରୀ । ଦିଲ୍ଲୀରୁ ଲଗାତର ୧୫ ଘଣ୍ଟା ଧରି…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପ୍ରସ୍ତୁତି ନେଇ ସଚିବାଳୟରେ ବୈଠକ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସଚିବାଳୟରେ ବସିଥିଲା ପ୍ରସ୍ତୁତି ବୈଠକ । ସୁରକ୍ଷା ସହ ଅନ୍ୟ ସବୁ ଦିଗ ଉପରେ ଏଥିରେ ଆଲୋଚନା ହୋଇଛି । ସେପଟେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ…

ବିଜେପି ସାଂସଦଙ୍କ ପାଦ ଧୋଇ ପାଣି ପିଇଲେ କର୍ମୀ, ଭାଇରାଲ୍ ହେଉଛି ଭିଡିଓ

ବିଜେପି ସାଂସଦଙ୍କ ପାଦ ଧୋଇ ପାଣି ପିଇଲେ କର୍ମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଭଗବାନଙ୍କ ପରି ଗୋଦ୍ଦା ସାଂସଦ ନିଶିକାନ୍ତ ଦୁବେଙ୍କ ପାଦ ଧୋଇ ପଙ୍କଜ ଶାହା ନାମକ ଜଣେ କର୍ମୀ ପାଣି…

କୁକୁରକୁ କରାଗଲା ସହରର ମେୟର, ମିଳିଲା ଭିଆଇପି ସୁବିଧା ଏବଂ ଫେସବୁକ୍ ଆଇଡ଼ି

ଲସଏଞ୍ଜଲ୍ସ : ଆମେରିକାର କାର୍ଲିଫର୍ଣ୍ଣିଆର ଇଡ଼ିଲ ବାଇଲ୍ଡ ସହରରେ ଲୋକମାନେ କୁକୁରକୁ ନିଜର ମେୟର ଭାବେ ଚୟନ କରିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ଏହି ନିର୍ବାଚନରେ ହେଟାବାଘ, ଗଧ ଏବଂ ବିଲେଇ ମଧ୍ୟ ଭାଗ ନେଇଥିଲେ। କୁକୁରଟିକୁ ବର୍ତ୍ତମାନ କିଛି ସମୟ ପାଇଁ ମେୟର ଭାବେ ଚୟନ…