Below header
Browsing Category

ଦେଶ ବିଦେଶ

ମୋଦି ସରକାରଙ୍କ ଉପରେ ବର୍ଷିଲେ AICC ମୁଖପାତ୍ର ପବନ ଖେରା

ନୁଆଦିଲ୍ଲୀ (କେନ୍ଯୁଜ୍) : ମୋଦି ସରକାରଙ୍କ ଉପରେ ବର୍ଷିଲେ AICC ମୁଖପାତ୍ର ପବନ ଖେରା। ରାଫେଲ ବିମାନ କିଣାରେ ଦୁର୍ନିତୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଲୁଟ୍ ହୋଇଛି କୋଟି କୋଟି ଟଙ୍କା। ରାଫେଲ ଦୁର୍ନୀତି ପାଇଁ ଓଡ଼ିଶାର ୩୦ରୁ ୪୦ ହଜାର ଯୁବକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା…

ରାସ୍ତାରେ ଗଡୁଛି ଟନ୍ ଟନ୍ ଟମାଟୋ

ନାସିକ : ଟମାଟୋ ଚାଷୀ ଏବେ ଚିନ୍ତାରେ । ସର୍ବାଧିକ ଟମାଟୋ ଚାଷ ହେଉଥିବା ନାସିକରେ ଏବେ ପରିବା ସବୁ ରାସ୍ତାରେ ଗଡୁଛି । କିଲୋ ପ୍ରତି ଦର ହୋଇଛି ମାତ୍ର ୨ ଟଙ୍କା । ଉତ୍ପାଦନ ଭଲ ହୋଇଥିବାରୁ ବଜାରରେ ବିକ୍ରି ହୋଇ ପାରୁନାହିଁ । ବର୍ତ୍ତମାନ ଟମାଟୋର ଆଦୌ ଭାଉ ନାହିଁ ବୋଲି ପରିବା ଚାଷୀ ଓ…

ଆଜିଠାରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା । ଭାରତର ୬୫୦ ଶାଖା ଏବଂ ୩୨୫୦ଟି ଆକସେସ ପଏଣ୍ଟରେ ଏହା କାର୍ୟ୍ୟକାରୀ ହେବ…

ଏସୀୟ କ୍ରୀଡ଼ାରେ ଭାରତ-ପାକ୍ ବନ୍ଧୁତ୍ବର ନମୂନା

ଏସୀୟ କ୍ରୀଡ଼ା ଜାଭେଲିନ୍ ଥ୍ରୋରେ ଭାରତର ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଅନେକ ପ୍ରଶଂସା ଓ ପୁରସ୍କାର ବି ପାଇଛନ୍ତି । ହେଲେ ତାଠାରୁ ଅଧିକ ପ୍ରଶଂସା ପାଇଛନ୍ତି ସୋସିଆଲ ମିଡିଆରେ । କେବଳ ଗୋଟିଏ ଫଟୋ ପାଇଁ । ପଦକ ଗ୍ରହଣ ଉତ୍ସବରେ ସେ ପାକିସ୍ତାନ…

ଋଣ ବୋଝରେ ଦେଶ : କିନ୍ତୁ ଘରୁ ପ୍ରଧାନମନ୍ତ୍ରୀ ନିବାସ ଯାଏଁ ହେଲିକପ୍ଟରରେ ଯାଉଛନ୍ତି ଇମରାନ୍ ଖାନ୍

ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନିଜ ଘରୁ ପ୍ରଧାନମନ୍ତ୍ରୀ ଆବାସ ଯାଏଁ ହେଲିକପ୍ଟରରେ ଯାଉଛନ୍ତି ଇମରାନ୍ ଖାନ୍ । ଏହି ଘଟଣାକୁ ନେଇ ବିବାଦ ହେବା ପରେ ମନ୍ତ୍ରୀ ଫୱାଦ୍ ଚୌଧୁରୀ କହିଛନ୍ତି ହେଲିକପ୍ଟରରେ କେବଳ ୫୫ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହୋଇଥାଏ । ଯାହା…

ସେପ୍ଟେମ୍ବର ୪ରେ ରେଳବାଇ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ରେଳବାଇ ବୋର୍ଡ଼ର group-c, ଏଏଲପି ଟେକନିସିଆନଙ୍କ ପରୀକ୍ଷା ହେବ । ଏଥିପାଇଁ ଆଡମିଟ୍ କାର୍ଡ଼ ଜାରି କରାଯାଇଛି । indianrailways.gov.in ୱେବସାଇଟରୁ ଆଡମିଟ୍ କାର୍ଡ଼ ଡାଉନ ଲୋଡ୍ କରିହେବ । ସାରା ଦେଶରୁ ପ୍ରାୟ ଦେଢ଼ ଲକ୍ଷ ପ୍ରାର୍ଥୀ ପରୀକ୍ଷା…

ମଇଁଷି ଚୋରି ଅଭିଯୋଗରେ ଶାହରୁଖ ଖାନଙ୍କୁ ପିଟି ପିଟି ହତ୍ୟା

ବରେଲି : ମଇଁଷି ଚୋରି ଅଭିଯୋଗରେ ଯୁବକକୁ ପିଟି ପିଟି ହତ୍ୟା । ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ଭୋଲପୁର ଅନ୍ତର୍ଗତ ହିଣ୍ଡୋଲିଆରେ ଏହି ଘଟଣା ଘଟିଛି । ଶାହାରୁଖ ଖାନ୍ ନାମକ ଜଣେ ଯୁବକ ତାର ତିନି ସାଙ୍ଗଙ୍କ ସହିତ ମିଶି ମଇଁଷି ଚୋରି କରିବାକୁ ଉଦ୍ୟମ କଲା ବେଳେ ଗାଁ ଲୋକେ ଦେଖି ନେଇଥିଲେ ।…

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉଦଘାଟନ କାଲି, ଜାଣନ୍ତୁ କଣ ଏହି ବ୍ୟବସ୍ଥା

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ସାରା ଦେଶ ଡାକ ଘରେ ମିଳିବ ବ୍ୟାଙ୍କ ଭଳି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବ୍ୟବସ୍ଥାକୁ କାଲି ଅପରାହ୍ନ ୨.୩୦ ଏକସଂଗେ ଉଦଘାଟନ କରିବେ । ଏହି ବ୍ୟାଙ୍କରେ ଗ୍ରାହକମାନେ ‘ଜିରୋ’ ବାଲାନ୍ସରେ ସଞ୍ଚୟ ଓ ଚାଲୁ ଖାତା…

ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ୬ କୋଟି ଟପିଲା ଆଇଟି ରିଟର୍ଣ୍ଣ ଦାଖଲ  । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ । ଏହାକୁ ଏକ ମାସ ପାଇଁ ବୃଦ୍ଧି କରି ଅଗଷ୍ଟ ୩୧ କରାଯାଇଥିଲା । କେବଳ କେରଳବାସୀଙ୍କ ପାଇଁ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଭୟାବହ ବନ୍ୟା ଯୋଗୁଁ…

ଅଭିନେତ୍ରୀ ଫୁଟାଇଲେ ପାୱାର ବ୍ୟାଙ୍କ, ଦିଲ୍ଲୀ ବିମାନ ବନ୍ଦରରେ ଖେଳିଗଲା ଭୟର ବାତାବରଣ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଧମାକା । ଆଜ୍ଞା ଡରି ଯାନ୍ତୁ ନାହିଁ । ବିସ୍ଫୋରଣ ବେଶି ବଡ଼ ନଥିଲା । ହୋଇଥିଲା ଗୋଟିଏ ପାୱାର ବ୍ୟାଙ୍କରୁ । ସୁରକ୍ଷା କର୍ମୀ ୫୫ ବର୍ଷର ଜଣେ ମହିଳାଙ୍କ ବ୍ୟାଗ ଯାଞ୍ଚ କରୁଥିବା ବେଳେ ସେଥିରୁ ପାୱାର ବ୍ୟାଙ୍କଟି ମିଳିଥିଲା । ଏହାକୁ ସାଙ୍ଗରେ ନେବାକୁ…

ଆଇଆରସିଟିସି ଦୁର୍ନୀତି ମାମଲା : ରାବଡ଼ି ଓ ତେଜସ୍ବୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲା, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଓ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଦିଲ୍ଲୀ ପଟିଆଲା ହାଇକୋର୍ଟ ଆଜି ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି ।  ପୁରୀ ଓ ରାଞ୍ଚିରେ ଦୁଇଟି ହୋଟେଲକୁ…

ଅଜବ ରଣନୀତି : ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ କର୍ମଚାରୀଙ୍କ ପରିବାର

ଶ୍ରୀନଗର : ପୋଲିସ କର୍ମଚାରୀଙ୍କ ପରିବାରକୁ ଆତଙ୍କବାଦୀଙ୍କ ଟାର୍ଗେଟ୍‌ । ଆଜି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ପାଖାପାଖି ୮ ଜଣଙ୍କୁ ଅପହରଣ କରିଛନ୍ତି । ଏମାନେ ସମସ୍ତେ ପୋଲିସ କର୍ମଚାରୀଙ୍କ ସଂପର୍କୀୟ । ଏମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି । ସୋପିୟାଁ,…