Below header
Browsing Category

ଦେଶ ବିଦେଶ

ବିଧାତା ଏ କି କଲା ! ‘ଅଜ୍ଞାତ ଭୂତ’ ବିରୋଧରେ ମାମଲା ରୁଜୁ ହେଲା

ଗୁଜୁରାଟ : ଭଗବାନ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ପରେ ବର୍ତ୍ତମାନ ଭୁତ ଉପରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ମହିଳା ଆତ୍ମହତ୍ଯା କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ’ଅଜ୍ଞାତ ଭୂତ’ ଉପରେ ପ୍ରାଥମିକ ଏତଲା ପୋଲିସ ନିକଟରେ ରୁଜୁ କରାଯାଇଛି।…

“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

ପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…

ମଣିଷ ସାଜିଲେ ଅମଣିଷ : ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ନିସ୍ତୁକ ପିଟିଲେ ଗ୍ରାମବାସୀ

ଉଦୟପୁର : କୁହନ୍ତି ପ୍ରେମ ହେଉଛି ଭଗବାନଙ୍କ ଆଶୀର୍ବାଦ । ଯଦି ଏ କଥାରେ ସତ୍ଯତା ଅଛି ତେବେ ଆଜିର ସମାଜରେ କାହିଁକି ଏହାକୁ ବିରୋଧ କରାଯାଉଛି। କାହିଁକି ପ୍ରେମୀ ଜୁଗଳଙ୍କୁ ଶାନ୍ତିରେ ବଂଚିବାକୁ ଦିଆଯାଉ ନାହିଁ। କାହିଁକି କିଛି ମଣିଷ ପାଲଟି ଯାଉଛନ୍ତି ଅମଣିଷ । ଆସନ୍ତୁ ଜାଣିବା ସେହିଭଳି ଏକ…

ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ । ୨ ୟୁନିଟ୍‌ ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଏସଟିଏଫ୍‌, ୨ୟୁନିଟ୍‌ ଏସଟିୟୁ, ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ର ଗୋଟିଏ ଲେଖାଏଁ ୟୁନିଟ୍‌ ମୁତୟନ କରାଯିବ । ଏକ…

ଏଣିକି ବର୍ଷକୁ ୨ ଥର ହେବ NEET ଓ JEE ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ବର୍ଷକୁ ୨ ଥର ହେବ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ NEET ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ JEE -ମେନ ପରୀକ୍ଷା । ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ JEE ମେନ ପରୀକ୍ଷା ହେବ । ସେହିପରି ଫେବ୍ରୁଆରୀ ଓ ମେ’ରେ ହେବ NEET ପରୀକ୍ଷା । ଉଭୟ ପରୀକ୍ଷା…

ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ । କୌଣସି ସିନେମା…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା : ଶଶୀ ଥରୁରଙ୍କୁ ମିଳିଲା ନିୟମିତ ଜାମିନ

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ତାଙ୍କୁ ଆଗୁଆ ଜାମିନ ମିଳିଥିଲା । ଆଜି ଶୁଣାଣି ବେଳେ ସେ ପଟିଆଲା ହାଉସକୋର୍ଟରେ ହାଜର ହୋଇଥିଲେ । ବ୍ୟକ୍ତିଗତ ଭାବେ…

ବୁରାଡ଼ି ଆତ୍ମହତ୍ଯା ରହସ୍ୟ: ଘଟଣାରେ ଜଣେ ମହିଳା ତାନ୍ତ୍ରିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡ଼ି ହତ୍ଯାକାଣ୍ଡର ରହସ୍ୟ ଉପରୁ ହଟୁନି ପରଦା। କାହିଁକି ଭାଟିଆ ପରିବାରର ୧୧ ଜଣ ଆତ୍ମହତ୍ୟା କଲେ ? କଣ ରହିଛି ଏହା ପଛର କାରଣ? ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗି ପଡିଛି। ଏବେ ପରିବାର ଲୋକଙ୍କ କଲ ରେକର୍ଡ ଯାଂଚ କରୁଛି…

ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

ଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ…

ଥାଇଲାଣ୍ଡ: ଜଟିଳ ହେଉଛି ଉଦ୍ଧାର କାର୍ୟ୍ୟ,ଅକ୍ସିଜେନ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ

ଥାଇଲାଣ୍ଡ: ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଉଦ୍ଧାର କାର୍ୟ୍ୟ ବେଳକୁ ବେଳ ଜଟିଳ ହେଉଛି। ପାଗ ଖରାପ ଯୋଗୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଛି। ଥାଇଲାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନ୍ୟା ପ୍ଲାବିତ ଗୁମ୍ଫା…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ । ଇସଲାମାବାଦର ଏକ ଦୁର୍ନୀତି ନିବାରଣ କୋର୍ଟ ତାଙ୍କୁ ଏହି ସଜା ଶୁଣାଇଛନ୍ତି । ତାଙ୍କ ଝିଅ ମରିୟମ ନଓ୍ଵାଜଙ୍କୁ ମଧ୍ୟ ୭ ବର୍ଷ ଏବଂ ଜ୍ୱାଇଁଙ୍କୁ ୧ ବର୍ଷ ଜେଲ୍‌ ଆଦେଶ ହୋଇଛି । ଜେଲ୍‌ ସହ…