Below header
Browsing Category

ଦେଶ ବିଦେଶ

ଆଜି ହେବ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଆଜି ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଧାରାରେ ସମଲିଙ୍ଗୀ ସଂପର୍କକୁ ଅପରାଧ ବୋଲି ବିବେଚନା କରାଯାଉଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏନେଇ ଜବାବ ରଖିବାକୁ ଅଧିକ ସମୟ ଦେବା ପାଇଁ କେନ୍ଦ୍ର…

ଜମ୍ମୁ-କାଶ୍ମୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ : ୨ ଜବାନ ଆହତ

ଜମ୍ମୁ-କାଶ୍ମୀର ଶୋପିୟା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। କୁମଦଲାନରେ ୨ରୁ ୩ ଜଣ ଆତଙ୍କବଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏହି ଖବର ମିଳିବା ପରେ ସେନା ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହି ଅଞ୍ଚଳରେ…

ଦୋଷୀ ପାଇବେ ଫାଶୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିଜ ନିଷ୍ପତି କାଏମ୍ ରଖିଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ମୁକେଶ ସିଂହ । ଏ ସମସ୍ତଙ୍କୁ ଫାଶୀ ଆଦେଶ କାଏମ । ସୁପ୍ରିମ୍‌କୋର୍ଟ ଦଣ୍ଡ କୋହଳ କଲେନି । ଖାରଜ ହେଲା ପୁନର୍ବିଚାର ଆବେଦନ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଫାଶୀ ଆଦେଶ ହୋଇଥିଲା । ୪ଜଣଙ୍କ ମଧ୍ୟରୁ ୩ ଜଣ ରିଭ୍ୟୁ ପିଟିସନ ଦାଖଲ କରିଥିଲେ…

ଥାଇଲାଣ୍ଡରେ ପୁଣି ଆରମ୍ଭ ହେଲା ବିପଦପୂର୍ଣ୍ଣ ରେସ୍‌କ୍ୟୁ ଅପରେସନ୍‌

ଥାଇଲାଣ୍ଡ: ଥାଇଲାଣ୍ଡରେ ମିଶନ କେଭ୍‌ ରେସ୍‌କ୍ୟୁ । ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର । ଗତକାଲି ୪ ଜଣ ଓ ଆଜି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍‌ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି…

ସୁପ୍ରିମକୋର୍ଟ ନିର୍ଦ୍ଦେଶ : ତାଜମହଲରେ ହେବ ନାହିଁ ନମାଜ ପାଠ

ନୂଆଦିଲ୍ଲୀ : ବିଶ୍ୱର ସପ୍ତାଶ୍ଚର୍ୟ୍ୟ ତାଜମହଲ ଭିତରେ ନମାଜ ପାଠ ହୋଇପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଜମହଲ ଭିତରେ ବାହାର ଲୋକ ନମାଜ ପାଠ କରି ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଶୁକ୍ରବାର କେବଳ ଆଗ୍ରାବାସୀ ତାଜମହଲ…

ବର୍ଷାରେ ମାୟାନଗରୀ ବେହାଲ

ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା…

ଉତ୍ତରପ୍ରଦେଶ ଜେଲରେ ଘଟିଲା ଅଘଟଣ: କୁଖ୍ଯାତ ଅପରାଧୀଙ୍କୁ ଗୁଳି କରି ହତ୍ଯା

ଉତ୍ତରପ୍ରଦେଶ: ଯୋଗୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ପ୍ରେମ୍‌ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀଙ୍କୁ ବାଗପତ୍‌ ଜିଲ୍ଲା ଜେଲ ଭିତରେ ଗୁଳି କରି ହତ୍ୟା। ପୂର୍ବତନ ବହୁଜନ ସମାଜ ପାର୍ଟି ବିଧାୟକ ଲୋକେଶ ଦୀକ୍ଷିତଙ୍କୁ ଦାଦା ବଟି ମାଗିବା ମାମଲାରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା ଆଜି ଆସିବ ରିଭ୍ୟୁ ପିଟିସନର ରାୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅପରାହ୍ନରେ ୩ ଜଣଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର…

୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍

ନୂଆଦିଲ୍ଳୀ : ଚଳିତ ମାସ ୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍ ଆସୁଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ମୁନ୍। ଆଞ୍ଚଳିକ, ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଅନ୍ତର୍ଜାତୀକ ପ୍ରସଙ୍ଗରେ ଆଲୋଚନା ହେବା…

ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଏବେ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ

ଶାହାଙ୍କ ଟାର୍ଗେଟକୁ ପୂରଣ କରିବା ପାଇଁ ଲାଗିପଡ଼ିଛନ୍ତି ଦଳୀୟ ନେତା। ଆଜି ଏନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କର ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରାଯାଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ଓ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଦେଶରେ ଏକକାଳୀନ ନିର୍ବାଚନ ନେଇ ଆରମ୍ଭ ହୋଇଛି ଆଲୋଚନା

ଦେଶରେ ଏକକାଳୀନ ନିର୍ବାଚନ ନେଇ ଆଲୋଚନା ଜୋର ଧରିଛି। ଲ' କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ତେବେ ଏନେଇ ଭିନ୍ନଭିନ୍ନ ମତ। ୱାନ ନେସନ ୱାନ ପୋଲକୁ ଞଜଝ ଏବଂ ଅକାଳୀ ଦଳ ସମର୍ଥନ କରୁଛନ୍ତି। ବିରୋଧ କରୁଛନ୍ତି ବାମଦଳ, ଟିଏମ୍ସି…

ବିଧାତା ଏ କି କଲା ! ‘ଅଜ୍ଞାତ ଭୂତ’ ବିରୋଧରେ ମାମଲା ରୁଜୁ ହେଲା

ଗୁଜୁରାଟ : ଭଗବାନ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ପରେ ବର୍ତ୍ତମାନ ଭୁତ ଉପରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ମହିଳା ଆତ୍ମହତ୍ଯା କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ’ଅଜ୍ଞାତ ଭୂତ’ ଉପରେ ପ୍ରାଥମିକ ଏତଲା ପୋଲିସ ନିକଟରେ ରୁଜୁ କରାଯାଇଛି।…