Below header
Browsing Category

ଦେଶ ବିଦେଶ

ବିହାର ମିଶନ ୨୦୧୯: ରଣନୀତି ପାଇଁ ପାଟଣାରେ ପହଞ୍ଚିଛନ୍ତି ଅମିତ ଶାହ

ବିହାର: ମିଶନ ୨୦୧୯ । ରଣନୀତି ପାଇଁ ପାଟଣାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସେ ଭେଟିଛନ୍ତି। ଦୁଇ ନେତା ୨୦୧୯ ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ନେଇ ଆଲୋଚନା କରିଥିବା ସୂଚନା ମିଳିଛି। ସେହିପରି ଆସନ…

ପୋଲାଭରମ୍ ଜାତୀୟ ପ୍ରକଳ୍ପକୁ ସାରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ !

ପୋଲାଭରମ ଏକ ଜାତୀୟ ପ୍ରକଳ୍ପ। ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ। ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ। ପ୍ରକଳ୍ପ ଦ୍ୱାରା ୯୬୦ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେବ। ଫଳରେ ଏଥିରୁ ଓଡ଼ିଶା, ତେଲେଙ୍କାନା ଓ…

ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ…

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ ନାହଁ । ସୁପ୍ରିମକୋର୍ଟଙ୍କ ବିଜ୍ଞତା ଉପରେ ମାମଲାକୁ କେନ୍ଦ୍ର ସରକାର ଛାଡ଼ି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅତିରିକ୍ତ ସଲିସିଟର୍‌ ଜେନେରାଲ…

ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା

ଭୁବନେଶ୍ବର : ପୋଲାଭରମ ଏକ ଜାତୀୟ ପ୍ରକଳ୍ପ । ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ । ଆଜି ପୋଲାଭରମ ପ୍ରକଳ୍ପ ବୁଲି କାମର ସମୀକ୍ଷା କରିବା ପରେ କେନ୍ଦ୍ର ଜଳସମ୍ପଦ…

ନେତାଙ୍କ ଶିକ୍ଷାଗତ ଯୋଗ୍ଯତା : ଜାଣନ୍ତୁ କେଉଁ ମନ୍ତ୍ରୀ ପଢିଛନ୍ତି ଅଧିକ ପାଠ

ଆମେ ଆମ ଦେଶର ରାଜନେତାଙ୍କୁ ନେଇ ଅନେକ କିଛି ଶୁଣୁଛେ ଆଉ ଦେଖୁଛେ । ଖାସ୍ କରି ବିବାଦ, ଦୁର୍ନୀତି ଓ ଦୁଷ୍କର୍ମ ଆଦି ଅନେକ ମାମଲାରେ ଅଧିକାଂଶ ସମୟରେ ଅଧିକାଂଶ ନେତା ରାଜନେତାଙ୍କ ନାଁ ଆସିଥାଏ । ତେବେ ନେତା ରାଜନେତା ମାନଙ୍କ କାର୍ଯ୍ଯ କରିବା ଶୈଳୀ, ସମ୍ପତ୍ତି ଏବଂ ଶିକ୍ଷାଗତ ଯୋଗ୍ଯତାକୁ…

ମୁମ୍ବାଇରେ ପ୍ରକୃତିର ପ୍ରଳୟଙ୍କରୀ ରୂପ : ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟାନଗରୀ

ମୁମ୍ବାଇ : ଅଟକି ଯାଇଛି ମାୟାନଗରୀ ମୁମ୍ବାଇ । ୫ ଦିନ ହେଲା ଲଗାଣ ବର୍ଷାରେ ମୁମ୍ବାଇ ଉବୁଟୁବୁ । ସହର ଭିତରେ ଯୁଆଡେ ଚାହିଁଲେ ବନ୍ୟାର ଦୃଶ୍ୟ । ବର୍ଷା ପାଣିରେ ଧୋଇ ହୋଇଯାଇଛି ମେଟ୍ରୋ ସିଟିର ମେଟ୍ରୋପଲିଟାନ୍ ଲାଇଫଷ୍ଟାଇଲ୍ । ନିକଟରେ ବର୍ଷା ବିତ୍ପାତରୁ ମୁମ୍ବାଇକୁ ମୁକ୍ତି ନାହିଁ।…

ସ୍କୁଲ କର୍ତ୍ତୃପକ୍ଷଙ୍କ ନିଷ୍ଠୁରତା: ଫି’ ନଦେବାରୁ ୫ ଘଣ୍ଟା ଯାଏଁ ୫୦ ଜଣ ଛାତ୍ରୀଙ୍କୁ ରଖିଲେ ବନ୍ଧକ

ନୁଆଦିଲ୍ଲୀ: ସ୍କୁଲ ଫି’ ଦେଇନଥିବାରୁ ଛାତ୍ରୀଙ୍କୁ ବନ୍ଧକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ। ଏପରି ଏକ ଆଶ୍ଚର୍ୟ୍ୟ ଜନକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଚାନ୍ଦିନୀ ଚୌକ ଅଞ୍ଚଳର ରାବିୟା ଗାର୍ଲ୍ସ ପବ୍ଲିକ ସ୍କୁଲରେ ୫୦ ଜଣ ଛାତ୍ରୀଙ୍କୁ ବେସମେଣ୍ଟରେ ବସାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପିଲାଙ୍କ…

ଥାଇଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ ଭାରତୀୟ ଇଞ୍ଜିନିୟର

ଥାଇଲାଣ୍ଡ ଗୁମ୍ଫାରୁ ୧୨ ଜଣ ଫୁଟବଲ ଖେଳାଳି ଓ କୋଚକୁ ଉଦ୍ଧାର କରିବାରେ ଭାରତୀୟଙ୍କ ହାତ। ମହାରାଷ୍ଟ୍ର କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ଇଞ୍ଜିନିୟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ। ଏହି ରେସକ୍ୟୁ ଅପରେସନରେ ଅନେକ ଦେଶ ଲାଗିଥିଲେ। ଏହି ସମୟରେ ଥାଇଲାଣ୍ଡ ସରକାର, ଭାରତ…

ଛତିଶଗଡ଼ ସୁକମା ଜିଲ୍ଲାରେ ଯବାନଙ୍କ ବଡ଼ ସଫଳତା: ଡିଆରଜି ଯବାନ ଗୁରୁତର, ଦୁଇ ଜଣ ମାଓବାଦୀ ନିହତ

ଛତିଶଗଡ଼: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ମୀନପା ଜଙ୍ଗଲରେ ଡିଆରଜି ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଜଣେ ଡିଆରଜି ଯବାନ…

ଇଜ୍ ଅଫ୍ ଡୁଇଂ ବିଜିନେସ୍ ର‍୍ୟାଙ୍କରେ ଆନ୍ଧ୍ର ପ୍ରଦେଶର ସ୍ଥାନ ପ୍ରଥମ

ଆନ୍ଧ୍ରପ୍ରଦେଶ: ବ୍ୟବସାୟ ପାଇଁ ଆନ୍ଧ୍ର ପ୍ରଦେଶରେ ସବୁଠୁ ଅନୁକୂଳ ପରିବେଶ। ଆନ୍ଧ୍ର ପ୍ରଦେଶ ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କ’ର ଏକ୍‌ ନମ୍ବର ସ୍ଥାନରେ ରହିଛି। ୯୮ଦଶମିକ ୪୨ ପ୍ରତିଶତ ସ୍କୋର୍‌ କରି ସବୁଠୁ ଆଗରେ ରହିଛି ଆନ୍ଧ୍ର ପ୍ରଦେଶ। ଦ୍ୱିତୀୟରେ ତେଲେଙ୍ଗାନା ଥିବାବେଳେ ତୃତୀୟ…

ପୋଲାଭରମ ପ୍ରକଳ୍ପ ଚାଲୁ ରହିବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ : କେନ୍ଦ୍ର ସରକାର ପୁଣି ଥରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପୋଲାଭରମ ପ୍ରକଳ୍ପ କାମ ଆଉ ବର୍ଷକ ପାଇଁ ଚାଲୁ ରଖିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଏଥିପାଇଁ କିଛି ସର୍ତ୍ତ ରହିଛି ।…

ଏକକ ନିର୍ବାଚନକୁ ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି ବିଜେଡି

ଭୁବନେଶ୍ବର : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଜି ଲ' କମିଶନଙ୍କ ନିକଟରେ ମତ ରଖିଛି ବିଜେଡି । ଏକକ ନିର୍ବାଚନକୁ ବିଜେଡି ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି । ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଲ' କମିଶନଙ୍କୁ ଏହା ଜଣାଇଛନ୍ତି । ଏକସଙ୍ଗେ ନିର୍ବାଚନ ନେଇ ଲ' କମିଶନ…