Below header
Browsing Category

ଦେଶ ବିଦେଶ

‘ନ୍ୟାୟ ମିତ୍ର’ ଆମିକସ୍ କ୍ୟୁରି

ଦୁଇ ଦିନିଆ ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ । ଶ୍ରୀମନ୍ଦିର ସଂସ୍କାର ନେଇ ୧୨ଟି ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଆଲୋଚନା ସେ ଓଡ଼ିଶା ଆସିଥିଲେ । ତେବେ ଖବର ତ ସମସ୍ତେ ଜାଣିଲେ । ହେଲେ…

ମୋଦିଙ୍କ ଦୁଇ ରୂପ, ଟିକେ ପ୍ରଶଂସା, ଟିକେ ମାରି ଦେଲେ ପିନ୍

ଭୁବନେଶ୍ବର (କେନ୍ଯୁଜ୍) : ତାଳଚେରରରେ ନରମ ତ ଝାରସୁଗୁଡ଼ାରେ ଗରମ। ଓଡ଼ିଶା ଗସ୍ତରେ ମୋଦିଙ୍କ ଏହି ମିଜାଜ୍‌ ଆଜି ଦେଖିବାକୁ ମିଳିଥିଲା। ଏବେ ରାଜ୍ଯରେ ଦୁଇ ପ୍ରକାରର ପାଣିପାଗ ରହିଛି । ରାଜ୍ୟରେ ଏବେ କେଉଁଠି ଗୁଳୁଗୁଳି ଓ ଖରା ତ କେଉଁଠି ଭୀଷଣ ବର୍ଷା ଯୋଗୁଁ ପାଗ ଥଣ୍ଡା ରହୁଛି। ଓଡ଼ିଶା…

ଭାରତର ‘ନା’ ପରେ ଇମ୍ରାନ ଖାନ୍ ଖପ୍ପା, ଔଷଧ ରାଗରେ ତାଟିଆ କାମୁଡ଼ା

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ଉପରେ ଫଁ ଫଁ ହେଉଛନ୍ତି । ରାଗରେ ବିଷ ଓଗାଳୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଟ୍ବିଟ୍ କରି କଡ଼ା ସମାଲୋଚନା ବି କରିବାକୁ ପଛାଇ ନାହାନ୍ତି । କାରଣ ହେଲା ପାକିସ୍ତାନର ପ୍ରସ୍ତାବିତ ବୈଦେଶିକ…

ତାଳଚେରରେ ମୋଦି : ଜୟ ଜଗନ୍ନାଥ ଓ ଜୟ ମା ହିଙ୍ଗୁଳାରୁ ଆରମ୍ଭ କଲେ ଉଦବୋଧନ, ଆୟୁଷ୍ମାନ ଭାରତରେ ସାମିଲ ପାଇଁ ନବୀନଙ୍କୁ…

ତାଳଚେର/ମନୁଗୁଳ (କେନ୍ୟୁଜ୍) : ଓଡ଼ିଶା ହେଉଛି ପୂର୍ବ ଭାରତର ବିକାଶ କ୍ଷେତ୍ର । ତାଳଚେରର ବିକାଶ, ନୂଆ ଓଡ଼ିଶାର ବିକାଶ ଗାଥା କହିବ । ତାଳଚେରରେ ସାଧାରଣ ସଭାରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିକାଶ ଦିଗରେ ପୂର୍ବ ସରକାରଙ୍କ ଆଭିମୁଖ୍ୟ ଠିକ୍‌…

କଳିଙ୍ଗ ଷ୍ଟାଡିୟମରେ ଶୁଭିବ ବଲିଉଡ୍‌ ଧୁନ୍‌ , ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗ୍‌ ଗାଇବେ ଏ.ଆର୍‌. ରେହମାନ

ଓସ୍କାର ବିଜେତାଙ୍କ ସଙ୍ଗୀତ ମୂର୍ଚ୍ଛନାରେ ଝୁମିବ କଳିଙ୍ଗ ଷ୍ଟାଡିୟମ୍‌ । ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବରେ ଚାର ଚାନ୍ଦ ଲଗାଇବେ ଏ. ଆର୍‌. ରେହମାନ । ନଭେମ୍ବର ୨୮ ତାରିଖକୁ ଏବେ ଅପେକ୍ଷା ରହିଲା । ଆରମ୍ଭ ହେବ ପୁରୁଷ ହକିର କ୍ରୀଡ଼ା ମହାକୁମ୍ଭ । ଉଦଘାଟନୀ ସମାରୋହରେ ସଙ୍ଗୀତ ପରିବେଷଣ…

ଗୁଜୁରାଟ ଗିର ଅଭୟାରଣ୍ୟରେ ସିଂହ ମଡକ, ୧୧ ଦିନରେ ୧୧ଟି ସିଂହଙ୍କ ମୃତ୍ୟୁ

ଗୁଜୁରାଟ(କେନ୍ଯୁଜ୍) : ଗୁଜୁରାଟ ଗିର ଅଭୟାରଣ୍ୟରେ ସିଂହ ମଡକ । ଗତ ୧୧ ଦିନ ମଧ୍ୟରେ ୧୧ଟି ସିଂହଙ୍କ ମୃତ୍ୟୁ ହୋଇଛି । ଅଭୟାରଣ୍ୟର ଅମରେଲୀ ରେଞ୍ଜରେ ଗୋଟିଏ ଦିନରେ ୩ଟି ସିଂହର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ମୃତଦେହକୁ ରୋନିୟା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏ ପର୍ଯ୍ଯନ୍ତ ଅମରେଲୀ…

ସାମ୍ନାକୁ ଆସିଲା ଭାଇରାଲ୍ ହୋଇଥିବା ଏହି ଫଟୋରେ ବାପା ନିକଟରେ କାନ୍ଦୁଥିବା ପିଲାର ସତ

ଖବର ଏବଂ ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଭାଇରାଲ ହେବାର ଆପଣ ନିଶ୍ଚୟ ଦେଖିଥିବେ। ଏକ ଛୋଟ ଛୁଆ ଶବ ପାଖରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଦାବି ଥିଲାଯେ ଏହି ଛୁଆ ନିଜ ବାପାର ଶବ ପାଖରେ ଛିଡା ହୋଇ କାନ୍ଦୁଥିଲା ଏବଂ ସେହି ଫଟୋକୁ ଦେଖି ବର୍ତ୍ତମାନ ପର‌୍ୟ୍ୟନ୍ତ ସୋସିଆଲ…

ଜେଟ୍ ଏୟାରୱେଜ୍ ବିରୋଧରେ ଅବହେଳା ଅଭିଯୋଗ,୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକଲେ ଯାତ୍ରୀ

ମୁମ୍ବାଇ : ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍ ଏୟାରୱେଜ୍ ବିମାନରେ ଗତକାଲି ଘଟିଥିବା ଘଟଣାରେ ଅସୁସ୍ଥ ହୋଇଥିବା ଯାତ୍ରୀଙ୍କ ମଧ୍ଯରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଏୟାରଲାଇନ୍ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ଉକ୍ତ ଯାତ୍ରୀ ଜଣଙ୍କ । ଏହାସହ…

ଅପହରଣ ହୋଇଥିବା ତିନି ପୋଲିସ୍ ଅଧିକାରୀଙ୍କୁ ହତ୍ଯା କଲେ ଆତଙ୍କବାଦୀ

ସୋପିଆନ୍ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ସୋପିଆନ୍‌ରେ ୩ଜଣ ପୋଲିସ ଅଫିସରଙ୍କୁ ଅପହରଣ ପରେ ଆତଙ୍କବାଦୀ ହତ୍ୟା କରିଛନ୍ତି । ଆତଙ୍କବାଦୀ ମାନେ ୩ ପୋଲିସ କର୍ମୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିଲେ । ଏହା ପରେ ଅପହୃତ ବ୍ୟକ୍ତିଙ୍କୁ ଛାଡି ଦେଇଥିଲେ । ପରେ ଅପହରଣ…

ତେଲେଙ୍ଗାନାରେ ଆଉ ଏକ ଅନର କିଲିଂ, ଦଳିତଙ୍କୁ ବିବାହ କରିବାରୁ ବାପା କାଟିଲେ ଝିଅର ହାତ

ତେଲେଙ୍ଗାନା : ଦଳିତ ଜ୍ବାଇଁଙ୍କୁ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସାମ୍ନାରେ ହତ୍ଯା କରିବା ଘଟଣା ସାରା ଦେଶରେ ଦୋହଲାଇ ଥିବା ବେଳେ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାଠାରେ। ମିଥ୍ଯା ମାନସମ୍ନାନ ପାଇଁ ନିଜର ଝିଅ ଏବଂ ଜ୍ବାଇଁ ଉପରେ ବିଚ୍ ରାସ୍ତା ଉପରେ ଆକ୍ରମଣ କରିଥିଲେ।…

ଲାଇଭ୍ ରିପୋର୍ଟିଂ ବେଳେ ମହିଳା ସାମ୍ବାଦିକଙ୍କୁ ଗାଳି ଓ ଅଣ୍ଡା ମାଡ଼, ତଥାପି ଚାଲୁ ରହିଲା ରିପୋର୍ଟିଂ

ୟୁକ୍ରେନ୍ : ଲୋକଙ୍କ ଘରକୁ ଦେଶ ବିଦେଶର ଖବର ପହଞ୍ଚାଇଥାନ୍ତି ସାମ୍ବାଦିକ। ତେବେ ଅନେକ ସମୟରେ ସାମ୍ବାଦିକଙ୍କ କଠିନ ପରିଶ୍ରମ ଏବଂ କର୍ତ୍ତବ୍ଯନିଷ୍ଠା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ୟୁକ୍ରେନଠାରେ। ଏଠାରେ ଋଷ୍ ସମର୍ଥିତ ବିଦ୍ରୋହୀଙ୍କ…

ବଢ଼ିଲା ପିପିଏଫ୍ ଓ କ୍ଷୁଦ୍ର ସଞ୍ଚୟ ସୁଧହାର

ନୂଆଦିଲ୍ଲୀ : ବଢ଼ିଲା ପିପିଏଫ୍ ସୁଧହାର । ଏହା ସହିତ ଏନଏସସି ଭଳ କ୍ଷୁଦ୍ର ସଞ୍ଚୟ ଉପରେ ମଧ୍ୟ ସୁଧର ପରିମାଣ ୦.୪ ପ୍ରତିଶତ ବଢ଼ି ୮ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ୭.୬ ପ୍ରତିଶତ ହାରରେ ସୁଧ ମିଳୁଥିଲା । ଅବଶ୍ୟ ଏହି ସୁଧ ହାର କେବଳ ଆସନ୍ତା ଅକଟୋବରରୁ ଡିସେମ୍ବର କ୍ବାର୍ଟର ପାଇଁ ବଢ଼ାଇଛି…