Browsing Category

ଦେଶ ବିଦେଶ

ନିଷ୍ଠୁର ଗ୍ରାମବାସୀ : ପିଲାଚୋରୀ ସନ୍ଦେହରେ ପିଟିପିଟି ୫ଜଣଙ୍କୁ ହତ୍ୟା

ମୁମ୍ବାଇ : ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟାକଲେ ଗାଁ ଲୋକ । ମହାରାଷ୍ଟ୍ରର ଧୂଲେ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ରାଣିପଡ଼ା ଗାଁରେ ଏକ ବସରୁ ୫ ଜଣ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ପିଲାଙ୍କ ସହ କିଛି କଥା ହେବାକୁ ଚେଷ୍ଟା କରିଥିଲେ।…

ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ୱର : ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ଅମିତ ଶାହଙ୍କୁ…

ଉତ୍ତରାଖଣ୍ଡ : ୧୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍, ୪୦ରୁ ଉର୍ଦ୍ଧ ମୃତ, ୮ ଆହତ

ଉତ୍ତରାଖଣ୍ଡ : ମୃତ୍ୟୁ କେଉଁ ରୁପରେ ମଧ୍ୟ ଆସିପାରେ। ଉତ୍ତରାଖଣ୍ଡ କୋଟଦ୍ବାରର ଧୁମାକୋଟର ପିପଲି- ଭୋନ୍ ମୋଟର ମାର୍ଗରେ ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସି ଯାଇଛି। ଜିଲ୍ଲା ଉତ୍ପାଦ ନିୟନ୍ତ୍ରଣ କେନ୍ଦ୍ରରୁ ୪୫ଜଣ ଯାତ୍ରୀଙ୍କ ମୃତ ଖବର ଆସିଛି। ଘଟଣାସ୍ଥଳରେ ଏସଡ଼ିଆରଏଫ୍ ଦଳ ପହଞ୍ଚି…

ଦିଲ୍ଲୀ : ଗୋଟିଏ ଘରୁ ଝୁଲନ୍ତା ଅବସ୍ଥାରେ ୧୧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ପୁଣିଥରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ଦିଲ୍ଳୀ ବୁରାଡ଼ି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ଓ ୪ ଜଣ ପୁରୁଷ। ସମସ୍ତଙ୍କ ମୃତ ଦେହ ଦଉଡିରେ ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ…

ଜିଏସଟିର ପ୍ରଥମ ଜନ୍ମଦିବସ ! ଆସନ୍ତୁ ଜାଣିବା କେମିତି ରହିଛି ଏହି ବର୍ଷ

ଭୁବନେଶ୍ବର : ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ- ଜିଏସ୍ଟିକୁ ବର୍ଷେ ପୂରିଛି । ଆଜି ପାଳନ ହେଉଛି ଜିଏସଟି ଦିବସ । ଗତବର୍ଷ ଜୁଲାଇ ୧ ତାରିଖରୁ ସାରାଦେଶରେ ଜିଏସଟି ଲାଗୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଏସ୍ଟି ବ୍ୟବସ୍ଥାରେ ଅନେକ ଫାଇଦା ମିଳିଥିଲେ ମଧ୍ୟ ଏଥିରେ ଅଧିକ ସଂସ୍କାର ଆବଶ୍ୟକ।…

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ବର : ଦଳୀୟ ନେତା, କାର୍ୟ୍ୟକର୍ତ୍ତା ଓ ତୃଣମୂଳ ସ୍ତରର ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସୁଛନ୍ତି। ସାଂଗଠନିକ ସ୍ତରରେ ନିଜକୁ କେତେ ପ୍ରସ୍ତୁତ କରିଛନ୍ତି ତା'ର ସମୀକ୍ଷା କରିବେ । ଆଜି ଦିନ ୧୦ଟା ୩୦ମିନିଟ୍ରେ ଭୁବନେଶ୍ୱର…

ଆସନ୍ତା ସପ୍ତାହରେ ଘୋଷଣା ହେବ ଖରିଫ ଫସଲର ଏମଏସପି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଘୋଷଣା ହେବ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି। ୫ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ, ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାବିନେଟ ଅନୁମୋଦନ ପରେ ଏମଏସପି ଘୋଷଣା ହେବ। ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା…

ପାନ୍ କାର୍ଡ ସହ ଆଧାର ଲିଙ୍କର ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ପାନ୍ କାର୍ଡ ସହ ଆଧାର ଲିଙ୍କ କରିବାର ଆଜି ହେଉଛି ଶେଷ ତାରିଖ। ସୁପ୍ରିମକୋର୍ଟରେ ଆଧାର ମାମଲା ଚାଲିଥିବାରୁ ଏହାକୁ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ବଢାଯାଇଥିଲା। ପ୍ରଥମେ ମାର୍ଚ୍ଚ ୨୦୧୮ ପର୍ୟ୍ୟନ୍ତ ଶେଷ ତାରିଖ ରଖାଯାଇଥିଲା। ତେବେ ଆଗକୁ ଏହି ସମୟ ସୀମା ବୃଦ୍ଧି ହେବ କି ନାହିଁ,…

ମୋଦିଙ୍କ ଜିଏଷ୍ଟିକୁ ପୂରିବ ବର୍ଷେ ! କଣ ଦେଇଥିଲେ କଥା ଆଉ କଣ ହେଲା ପରିଣତି ?

ନୂଆଦିଲ୍ଲୀ: ଜିଏସଟିକୁ ଆଜି ମଧ୍ୟ ରାତ୍ରରେ ବର୍ଷେ ପୂରିବ। ଗତବର୍ଷ ଜୁଲାଇ ୧ ତାରିଖରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ଓ ସେବା ଉପରୁ ଜିଏସଟି ହାର ହ୍ରାସ କରାଯିବ ବୋଲି ଜଣାପଡ଼ିଛି। ବିଶେଷ କରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି…

ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ପତି :ମାଗିଲେ ସାତ ଜନମ ପାଇଁ ଦୂରେଇ ରହିବାର ବର

କର୍ଣ୍ଣାଟକ : ନିର୍ୟାତିତ ମହିଳାଙ୍କ ବିଷୟରେ ପ୍ରାୟ ପ୍ରତିଦିନ ଖବର ଆସିଥାଏ । ତେବେ ନିକଟରେ ପୁରୁଷ ନିର୍ୟାତନାର ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର ଜଣେ ବ୍ୟକ୍ତି ବଟ୍ ସାବିତ୍ରୀ ବ୍ରତ କରି ପରବର୍ତ୍ତୀ ଜନ୍ମରେ ତାଙ୍କୁ ଏପରି ପତ୍ନୀ ନମିଳିବା ପାଇଁ କାମନା…

ଶ୍ମଶାନଘାଟରେ କାନ୍ଦ ବଦଳରେ ବାଜିଲା ମ୍ୟୁଜିକ୍, ଚିତା ପାଖରେ ନାଚିଲେ ପରିବାର !

ସୁରଟ : ଓଶୋ ଧର୍ମଗୁରୁଙ୍କ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିଚିତ ଓ ପରିବାର ବର୍ଗ ଶ୍ମଶାନ ଘାଟରେ ୩ ଦିନ ପର୍ୟ୍ୟନ୍ତ ମ୍ୟୁଜିକ୍ ବଜାଇ ନାଚିଲେ। ବାସ୍ତବରେ ଏପରି କରିବାର କାରଣ ହେଉଛି ମୃତକଙ୍କ ଶେଷ ଇଛା । ତାଙ୍କ ଇଛା ଅନୁଯାୟୀ ମୃତ୍ୟୁପରେ ମୃତକଙ୍କ ଅଙ୍ଗଦାନ ମଧ୍ୟ କରାଯାଇଛି। ଚିତା…

ମୁମ୍ବାଇ ଘାଟକୋପରରେ ଚାଟାର୍ଡ଼ ପ୍ଳେନ୍ ର୍ଦୁଘଟଣା , ପାଇଲଟ ସମେତ ୫ ମୃତ

ମୁମ୍ବାଇ : ଆର୍ଥିକ ରାଜଧାନୀ ମୁମ୍ବାଇ ସ୍ଥିତ ଘାଟକୋପରରେ କିଛି ସମୟ ପୂର୍ବେ ଏକ ଚାଟାର୍ଡ଼ ପ୍ଲେନ୍ ଦୁର୍ଘଟଣା ଘଟିଛି। ଜନଗହଳି ଅଞ୍ଚଳରେ ଦୁର୍ଘଟଣା ଘଟିଥିବାରୁ ଅଧିକ ମାତ୍ରାରେ କ୍ଷତି ଘଟିଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ତୁରନ୍ତ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରିତ କରିଥିଲେ…