Browsing Category

ଦେଶ ବିଦେଶ

ଶଶୀ ଥରୁରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ !

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ମିଳିଲା ଆଗୁଆ ଜାମିନ । ଏକ ଲକ୍ଷ ଟଙ୍କାର ବଣ୍ଡରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଗତକାଲି ଏହି ମାମଲାର…

ସୁଷମାଙ୍କ ସମର୍ଥନରେ ନବୀନ: କହିଲେ, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା

ନୂଆଦିଲ୍ଲୀ : ସୁଷମାଙ୍କ ସମର୍ଥନରେ ନବୀନ । ସୋସିଆଲ୍‌ ମିଡିଆରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ବଢୁଥିବା ଅସହିଷ୍ଣତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ନବୀନ ଟ୍ଵିଟ୍‌ କରି ଲେଖିଛନ୍ତି, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା ।…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କ ଆଗୁଆ ଜାମିନ !

ନୂଆଦିଲ୍ଲୀ : ଦିଲ୍ଲୀ ପଟିଆଲା ହାଉସକୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛି। ଏହି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ରାୟ ପ୍ରକାଶ ପାଇବ। ତେବେ ଥରୁରଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲା…

ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ବାଧ୍ୟ ଉପରାଜ୍ୟପାଳ : ରାୟ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କେଜରିୱାଲ ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ବାଧ୍ୟ ଉପରାଜ୍ୟପାଳ। ତାଙ୍କ ପାଖରେ ସ୍ୱତନ୍ତ୍ର ଅଧିକାର ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଫ୍ଟେନାଣ୍ଟ ଗଭର୍ଣ୍ଣର ମାନିବେ । ଏହି…

ହ୍ଵାଟସ୍ ଆପକୁ ସରକାରଙ୍କ ଚେତାବନୀ ..

ନୂଆଦିଲ୍ଳୀ : ହ୍ଵାଟସ୍ ଆପରେ ଘୂରିବୁଲୁଥିବା ଗୁଜବରୁ ହିଂସାକାଣ୍ଡ ବଢୁଥିବାରୁ ହ୍ଵାଟସ ଆପକୁ ଚେତାବନୀ ଦେଇଛନ୍ତି ସରକାର । ଗତ କିଛି ଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟସ ଆପ ଜରିଆରେ ପିଲାଚୋରୀ ଗୁଜବ ବ୍ୟାପିବାରେ ଲାଗିଛି । ଲୋକେ ଏହାକୁ ସତ ବୋଲି ଭାବୁଛନ୍ତି । ଫଳରେ ପିଲାଚୋର…

ଦିଲ୍ଲୀର ବସ୍ କିଏ? ମୁଖ୍ୟମନ୍ତ୍ରୀ ନା ଉପରାଜ୍ୟପାଳ ?

ନୂଆଦିଲ୍ଳୀ :ଅରବିନ୍ଦ କେଜ୍ରିୱାଲ ନା ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଉପରାଜ୍ୟପାଳ ଅନିଲ ବୈଜାଲ କିଏ ଦିଲ୍ଳୀର ମୁଖ୍ୟ ? ଆଜି ଏହାର ଫୈସଲା କରିପାରନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଆସିବା ପରଠାରୁ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା…

ଅନନ୍ଯ ହ୍ରଦ: ଏକା ସହ ଯେଉଁଠି ଦେଖିହୁଏ ସୂର୍ଯ୍ଯ ଓ ଚନ୍ଦ୍ର

ବିଶ୍ବବିଧାତାଙ୍କ ଏ ସୁନ୍ଦରତମ ସୃଷ୍ଟିର ଗର୍ଭରେ କେଜାଣି କେତେଯେ ରହସ୍ଯ ଏମିତି ଲୁଚି ରହିଛି । ସବୁ ସ୍ଥାନରେ କିଛି ଅଲଗା ଅଲଗା ଏବଂ ରହସ୍ଯମୟ କାହାଣୀ ଦେଖିବ।କୁ ଓ ଶୁଣିବାକୁ ମିଳୁଛି  । ଯଦି ଆମେ ପୃଥିବୀର କଥା ଆଗକୁ ଆଣିବା ତେବେ ଜଣା ନାହିଁ କେତେଯେ ନଦୀ କେତେଯେ ହ୍ରଦ ଏହା ଭିତରେ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ ଘୋଷଣା କରିପାରେ ଖରିଫ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ବର: ଏମ୍‌ଏସ୍‌ପି ଘୋଷଣାରେ ବିଳମ୍ବ ହେଲାଣି । ସୂଚନା ମିଳିଛି, ଆଜି/କାଲି କେନ୍ଦ୍ର ସରକାର ଖରିଫ ଶସ୍ୟର ଏମ୍‌ଏସ୍‌ପି ଘୋଷଣା କରି ପାରନ୍ତି । ୨୩ଟି ଶସ୍ୟର ଏମ୍‌ଏସ୍‌ପି ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିବ । ସାଧାରଣତଃ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏମ୍‌ଏସ୍‌ପି ଘୋଷଣା ହୁଏ ।…

ନୂଆ ନିୟମ : ଏଣିକି ପୋଲିସ ଡିଜି ନିଯୁକ୍ତି ପାଇଁ UPSC ଦେବ ନାଁ

ଭୁବନେଶ୍ବର : ଆକ୍ଟିଂ ପୋଲିସ ଡିଜି ନିଯୁକ୍ତିକୁ ନା । ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି । ପୋଲିସ ଡିଜି ନିଯୁକ୍ତି ପାଇଁ ସମ୍ଭାବ୍ୟ ବରିଷ୍ଠ ପୋଲିସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସବୁ ରାଜ୍ୟ ସରକାର ଦେବେ । ତାହା ପୁଣି କାର୍ଯ୍ୟରତ ପୋଲିସ ଡିଜିଙ୍କ ଅବସର ନେବାର ୩ ମାସ ପୂର୍ବରୁ…

ନେପାଳରେ ଫସିଲେ ଭାରତୀୟ ମାନସରୋବର ତୀର୍ଥଯାତ୍ରୀ : ଉଦ୍ଧାର କାର୍ୟ୍ୟ ଜାରି

ନେପାଳ : ଫସିଛନ୍ତି ୧୫୦୦ ଭାରତୀୟ ମାନସରୋବର ଯାତ୍ରୀ । ଖରାପ ପାଣିପାଗ ଯୋଗୁଁ ତିବ୍ଦତର ନେପାଲଗଞ୍ଜ ଏବଂ ସିମିକୋଟରେ ଅଂଚଳରେ ଏହି ଭାରତୀୟ ତିର୍ଥଯାତ୍ରୀ ଫସିଥିବାର ସୂଚନା ମିଳିଛି । ତେବେ ଯାତ୍ରୀମାନଙ୍କ ସେଠାରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏହା ସହ ଚିକିତ୍ସା ସହ ଖାଇବା ସୁବିଧା…

ସର୍ପରାଜ୍ ବନିଲେ ସର୍ଫରାଜ୍ : ନାଗ କାମୁଡ଼ିବାରୁ ହାତରେ ଧରି ଆଉଥରେ କାମୁଡ଼ିବାକୁ ଦେଲେ ଚ୍ୟାଲେଞ୍ଜ

ହରଦୋର : ନାଗ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ହରଦୋର ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନାଗ ସାପ କାମୁଡ଼ିବାରୁ ସେ ରାଗି ଯାଇଥିଲେ। ପରେ ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିବାକୁ…

ଦିଲ୍ଲୀ ହତ୍ଯାକାଣ୍ଡରୁ ହଟିଲା ପରଦା: ଏହା ରହିଥିଲା ରହସ୍ଯ

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣାରୁ ହଟିଛି ପରଦା। ଘର ଭିତରୁ ଜବତ ହୋଇଥିବା ରେଜିଷ୍ଟରର ପ୍ରତିଟି ଶବ୍ଦକୁ ଯାଞ୍ଚ କରୁଛି ପୋଲିସ। ଏବେ ରେଜିଷ୍ଟରରେ ଲେଖାଥିବା ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଭାଟିଆ ପରିବାରର ସାନ ପୁଅ ଲଳିତ ଲେଖିଥିଲେ ମୃତ୍ୟୁର…