Browsing Category

ସ୍ପେଶାଲ

ଅତି ମୂଲ୍ୟବାନ୍ ଆପଣଙ୍କ ଜୀବନ : ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସନ୍ତୁ । ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ । ଖୋଲା ପଡିଆ ବା କ୍ଷେତରେ ରୁହନ୍ତୁ ନାହିଁ । ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ । ଯଦି ଆପଣ…

କେବେ ହେବ ବିଶ୍ବର ବିନାଶ ? ବ୍ରହ୍ମାଣ୍ଡର ସବୁଠାରୁ ବଡ ପ୍ରଶ୍ନର ଉତ୍ତର ରହିଛି ଏହି ୮ଟି ଧର୍ମରେ

ଆରମ୍ଭ ହେଲେ ଅନ୍ତ ନିଶ୍ଚିତ । ସୃଷ୍ଟି ହେଲେ ବିନାଶ ନିଶ୍ଚିତ । ବେଳେ ବେଳେ ଟିଭି ଏବଂ ଏବଂ ଖବର କାଗଜରେ ଦୁନିଆର ସର୍ବନାଶ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏପରିକି ଅନେକ ସମୟରେ କହିଦିଆଯାଏ ଯେ ଏହି ଦିନ ହେଉଛି ଦୁନିଆର ଶେଷ ଦିନ । କିନ୍ତୁ ଭଗବାନଙ୍କ ଦୟାରୁ ଏପର୍ୟ୍ୟନ୍ତ ସବୁ…

ଧୋନୀଙ୍କ ୫ ଐତିହାସିକ ନିଷ୍ପତ୍ତି : ଯାହା ଆଶ୍ଚର୍ୟ୍ୟ କରିଥିଲା ପୁରା ବିଶ୍ବକୁ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ଧୋନୀ ନିଜର ନିଷ୍ପତ୍ତିରେ ବିରୋଧୀଙ୍କୁ ଅନେକ ଥର ଆଶ୍ଚର୍ୟ୍ୟ କରିଛନ୍ତି । କ୍ରିକେଟର ମୈଦାନ ହେଉ ବା ମୈଦାନ ବାହାରେ ପ୍ରଶଂସକ ହୁଅନ୍ତୁ ଧୋନୀଙ୍କୁ କେହି ଟକ୍କର ଦେଇପାରିବେନି ।…

ଇତିହାସ ଆଇନାରେ ୧୯ ଜୁଲାଇ : ଜାଣନ୍ତୁ ବିଶ୍ବ ଏବଂ ଭାରତରେ ଆଜିର ଦିନରେ କଣ ଘଟିଥିଲା

୧୫୧୦ : ଇରାନରେ ୩୮ ଇହୁଦୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା । ୧୫୫୩ : ୧୫ ବର୍ଷୀୟା ଲେଡି ଜୈନ୍ ଗ୍ରେଙ୍କୁ ୯ ଦିନ ପରେ ଇଂଲଣ୍ଡର ମହାରାଣୀ ରୂପରେ ଅପଦସ୍ଥ କରାଯାଇଥିଲା । ୧୭୦୨ : କିଙ୍ଗ୍ ଚାର୍ଲସଙ୍କ ନେତୃତ୍ୱରେ ସ୍ବିଡେନର ସେନା ଚେକ୍ ଗଣରାଜ୍ୟର କ୍ରେକୋବ୍ ସହରରେ କବଜା କରିଥିଲା ।…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ । ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ। ବୃଷ : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପେଟଜନିତ…

କୌଣସି ଆଶ୍ଚର୍ୟ୍ୟଠୁ କମ୍ ନୁହେଁ ଆମ ଶରୀର ! କାହିଁକି ଜାଣିବା ପାଇଁ ନଜର ପକାନ୍ତୁ ଏହି ସବୁ ରୋଚକ ତଥ୍ୟ ଉପରେ

ଆମେ ଆମ ବ୍ୟସ୍ତବହୁଳ ଜୀବନରେ ଏତେ ମାତ୍ରାରେ ବ୍ୟସ୍ତ ରହିଯାଉଛେ ଯେ, ନିଜ କଥା ଭାବିବାକୁ ମଧ୍ୟ ଆମ ପାଖରେ ସମୟ ସମୟର ଘୋର୍ ଅଭାବ ପଡିଯାଇଛି । ସ୍ବାସ୍ଥ୍ୟ ଯାହା ଆମ ପାଇଁ ସବୁଠାରୁ ଅଧିକା ଚିନ୍ତାର କାରଣ ହେବା ଉଚିତ୍ ତାକୁ ଆମେ ହେୟଜ୍ଞାନ କରିଥାଉ । ଏହା ସହ ଆମେ ଆମ ବ୍ୟସ୍ତବହୁଳ ଜୀବନ…

ଜାଣନ୍ତୁ, ଗଛରେ କରା ଯାଇଥିବା ନାଲି ଓ ଧଳା ରଙ୍ଗର ରହସ୍ୟ

ଆମେ ପ୍ରତ୍ୟେକ ଦିନ ରାସ୍ତାରେ ଯିବା ଆସିବା କରିବା ସମୟରେ ବହୁତ୍ କିଛି ଅଜବ ଜିନିଷ ଦେଖିଥାଉ କିନ୍ତୁ ଏହା ବିଷୟରେ କେବେହେଲେ ଜାଣିବାକୁ ଚେଷ୍ଟା କରି ନଥାଉ । ନିଜ ନିଜ ଯାତ୍ରାରେ ଯିବା ସମୟରେ ଆପଣ ମାନେ ଦେଖି ଥିବେ ରାସ୍ତାରେ ଲାଗିଥିବା ଗଛର ମୂଳରେ ନାଲି ଓ ଧଳା ରଙ୍ଗ । କିନ୍ତୁ କାହିଁକି…

ମୁକେଶ ଅମ୍ବାନୀ ଧନୀ ତ ଅଟନ୍ତି, କିନ୍ତୁ କଣ ଆପଣ ଜାଣନ୍ତି ପ୍ରକୃତରେ ସେ କେତେ ଧନୀ ?

ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି ଏକଥା ସମସ୍ତେ ଜାଣନ୍ତି । ପ୍ରତିବର୍ଷ ଫୋର୍ବସ୍ ଧନୀ ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରେ । ଆଉ ଭାରତ ତରଫରୁ ମୁକେଶ ଅମ୍ବାନୀ ସବୁବେଳେ ତାଲିକାର ଶୀର୍ଷରେ ଥାନ୍ତି । ସମୟ ଏମିତି ହେଲାଣି ଯେ ଏବେ ଆଉ ଏ କଥା ଖବର ପରି ଲାଗୁନି । ମୁକେଶଙ୍କ…

କାହିଁକି ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ବେଶ୍ୟାଳୟରୁ ଅଣାଯାଏ ମାଟି ? ଜାଣନ୍ତୁ ରହସ୍ୟ

ଆମ ସମାଜରେ ଦେହଜୀବୀମାନଙ୍କୁ ଏକ ଆଶ୍ଚର୍ୟ୍ୟ ଜନକ ଚାହାଣିରେ ଅନାଇଥାଏ ମଣିଷ। କହିବାକୁ ଗଲେ ବେଶ୍ୟା ମାନଙ୍କୁ ପ୍ରଧାନ୍ୟ ଦିଆଯାଏ ନାହିଁ । କିନ୍ତୁ ଥରେ ହେଲେ ଆପଣ ମାନେ ଭାବିଛନ୍ତି କି, ନବରାତ୍ରୀରେ ମା’ଙ୍କ ମୂର୍ତ୍ତି ଯାହା ତିଆରି ହୋଇଥାଏ ତା‘ପାଇଁ ମାଟି ବେଶ୍ୟାଳୟରୁ ହିଁ କାହିଁକି…

ମିସନ୍ ଚା : ଦୈନିକ ୬୦୦ କର୍କଟ ରୋଗୀଙ୍କୁ ନିଜ ହାତରେ ଦେଉଛନ୍ତି ଚା, ଜଳଖିଆ

ବର୍ତ୍ତମାନର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ କାହା ପାଖରେ ନିଜର ଯତ୍ନ ନେବା ପାଇଁ ମଧ୍ୟ ସମୟ ରହିନାହିଁ। ଏଥିପାଇଁ ତ ମାତା ପିତା ନିଜ ଶିଶୁଙ୍କୁ ଚାଇଲ୍ଡକେୟାର ଏବଂ ସନ୍ତାନ ମାନେ ନିଜ ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ପରିପେକ୍ଷିରେ ସମସ୍ତ ଯୁବପିଢ଼ି…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ବିଦେଶ ଯାତ୍ରା ସଫଳ ହେବ । ଆୟ ଉତ୍ତମ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୃଷ : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମାନସିକ ଅଶାନ୍ତି ଭୋଗି ପାରନ୍ତି । ମିଥୁନ : ହଠାତ୍ କ୍ରୋଧାନ୍ଵିତ…

୮୮ବର୍ଷ ବୟସରେ ପୂରା କଲେ ପିଲା ବେଳର ସ୍ବପ୍ନ !

ସ୍ବପ୍ନ ଯାହା ସମସ୍ତଙ୍କ ଆଖିରେ ଥାଏ, କିନ୍ତୁ ଫରକ୍ ଏତିକି କି କାହାର ସ୍ବପ୍ନ ବଡ ହୋଇଥାଏ ତ କାହାର ସ୍ବପ୍ନ ଛୋଟ । ହେଲେ ସ୍ବପ୍ନ ସବୁ ବେଳେ ସ୍ବପ୍ନ । ସ୍ବପ୍ନକୁ ସତ କରିବା ପାଇଁ କିଏ କେତେ ଚେଷ୍ଟା କରିଥାନ୍ତି ତ କିଏ ଭୁଲି ଯାଇଥାନ୍ତି । କିନ୍ତୁ ଏମିତି କିଛି ସ୍ବପ୍ନ ଥାଏ ଯାହା ପୁରା…