Browsing Category

ସ୍ପେଶାଲ

ସବୁଜ ମହାନଦୀ ମିଶନ୍

ଭୁବନେଶ୍ବର: ନଦୀ ତିଆରି କରେ ସଭ୍ୟତା। ନଦୀ ତିଆରି କରେ ଜନବସତି। ମହାନଦୀ ଓଡ଼ିଶାର ମା। କାରଣ ରାଜ୍ୟର ମୋଟ୍ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ଏଇ ନଦୀ ପାଲଟିଛି ରାଜ୍ୟବାସୀଙ୍କ ଜୀବନ ରେଖା। ହେଲେ ଏଇ ଜୀବନ ରେଖା ଏବେ ବିପଦରେ। ତେବେ ମହାନଦୀ ଜଳ ବିବାଦକୁ…

କେବେ ଭାବିଛନ୍ତି କି, ରାସ୍ତାରେ କାହିଁକି ରହିଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ସାଧାରଣତଃ ଆମେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତାୟତ କରୁଥିବା ସମୟରେ ରାସ୍ତା କଡ଼ରେ ମାଇଲଖୁଣ୍ଟ ଲେଖାହୋଇଥିବା ଦେଖିଥାଉ। ଯାହା ଦ୍ବାରା ଆମେ ଯାଉଥିବା ସ୍ଥାନକୁ ଥିବା ଦୂରତା ଜାଣିପାରିଥାଉ। କିନ୍ତୁ ଏହି ସମୟରେ ଆପଣ କେବେ ଏହାର ରଙ୍ଗ ଉପରେ ଧ୍ୟାନ ଦେଇଛନ୍ତି କି? ଆଜ୍ଞା ହଁ ଏହି ମାଇଲଖୁଣ୍ଟ…

ଶିକ୍ଷକ ସାଜିଲେ ଡ୍ରାଇଭର୍ : ପିଲାଙ୍କ ପାଇଁ ଚଳାଇଲେ ବସ୍

କର୍ଣ୍ଣାଟକ :  ଶିକ୍ଷକ ସାଜିଲେ ଡ୍ରାଇଭର୍ । ପିଲାଙ୍କ ପାଇଁ ଚଳାଇଲେ ବସ୍ । କେବଳ ସେତିକି ନୁହେଁ ସ୍କୁଲ୍ ପିଲାଙ୍କ ପାଇଁ ଏହି ବସ୍ ସେ ନିଜ ଅର୍ଥରେ ହିଁ କିଣିଛନ୍ତି । ଘଟଣାଟି ଘଟିଛି କର୍ଣ୍ଣାଟକର ଉଦୁପି ଜିଲ୍ଲାରେ । ସୂଚନା ଅନୁସାରେ, ଯିବା ଆସିବାରେ ଅସୁବିଧା ହେଉଥିବାରୁ ବ୍ରହମାବର…

ଧରାକୋଟ ରାଜକନ୍ଯାଙ୍କର ରାଜକୀୟ ସେବା

ରାଜା ଶାସନ ଯାଇଛି । ପ୍ରତିଷ୍ଠା ହୋଇଛି ଗଣତନ୍ତ୍ର, ତଥାପି ଏବେ ବି’ ଲୋକେ ରାଜାଙ୍କୁ ସମ୍ମାନ ଦିଅନ୍ତି ଏହା ସହ ଭକ୍ତି ମଧ୍ୟ କରନ୍ତି । ଅମେ ଆପଣଙ୍କୁ କହୁଛୁ ଗଂଜାମ ଜିଲ୍ଲା ଧରାକୋଟ ରାଜାଙ୍କ କଥା । ଆଜି ଆଉ ନାହିଁ ସେହି ଧରାକୋଟ ସହର, ନାହିଁ ମଧ୍ୟ ସେଇ ଅତୀତ କାଳର ରାଜ ଶାସନ । ହେଲେ ଏବେ…

ନଦୀରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ

ପାଣି ଭିତରେ ପଶି ପାଠ ପଢ଼ାଇବାକୁ ଆସିଲେ ଶିକ୍ଷକ। ଏହି ଆଦର୍ଶ ଶିକ୍ଷକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସାନଗୁନୁଡ଼ାର ସମ୍ବଲ କୁମାର ଗଣ୍ଡ। ସେ ପ୍ରତିଦିନ ଡଙ୍ଗାରେ ଭାସ୍କେଲ ନଦୀ ପାର ହୋଇ ସ୍କୁଲ ଯାଇଥାନ୍ତି।ଗତ ଶନିବାର ନଦୀକୂଳକୁ ଆସିବାବେଳେ ଡଙ୍ଗା ନଥିଲା। ଲଗାଣ ବର୍ଷାରେ…

ଆମ ରସଗୋଲା…

ରସଗୋଲା ଯୁଗେ ଯୁଗେ ଓଡ଼ିଶାର ମିଠା । ଶ୍ରୀଜଗନ୍ନାଥଙ୍କ ’ନୀଳାଦ୍ରିବିଜେ’ ର ନୈବେଦ୍ୟ । ଦେବୀ ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଏହା ନିବେଦିତ ହୋଇଥାଏ । ପାଞ୍ଚଶହ ବର୍ଷ ତଳର ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲାର ବର୍ଣନା ରହିଛି। କିନ୍ତୁ ଓଡ଼ିଶାର ଏହି ପ୍ରାଚୀନ ମିଠା …

ଉଡାଜାହାଜର ମାଇଲେଜ୍ କେତେ ଜାଣିଛନ୍ତି କି ? ଗୋଟିଏ ଲିଟରରେ କେତେ କିଲୋମିଟର ଯାଇଥାଏ . . .

ଆପଣଙ୍କ ସାଥୀ କିମ୍ବା ଏମିତି କେହି ଅଛନ୍ତି କି’ ଯିଏ ଆପଣଙ୍କୁ ଫୋନ କରି କି କେବେ କହିଛନ୍ତି ଭାଇ ଆଜି ମୁଁ ଗୋଟେ ନୂଆ ଗାଡି କିଣିଛି । ଯଦି ଏମିତି କିଛି ଆପଣଙ୍କ ସହ ହୋଇଛି ତେବେ ନିଶ୍ଚତଭାବେ ଆପଣ ଏ ପ୍ରଶ୍ନ ପଚାରିଥିବେ ଭାଇ ଗାଡିର ମାଇଲେଜ୍ କେତେ ଦେଖଉଚି ? । ତା’ଛଡା ମଣିଷ ପ୍ରକୃତି ହିଁ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଯୁକ୍ତିତର୍କରୁ ଦୂରେଇ ରହିବା ଭଲ । ଶରୀର ଅସୁସ୍ଥ ରହିପାରେ। ବୃଷ : ସୁସ୍ୱାଦୁ ଭୋଜନ ସହ ମାନ ସମ୍ମାନ ପ୍ରାପ୍ତି ହେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବିଦେଶ ଯାତ୍ରା ସଫଳ ହେବ । ମିଥୁନ : ପାରିବାରିକ ସମସ୍ୟା ଦେଖାଦେବ…

କିଭଳି କରିବେ ବନ୍ୟାକୁ ସାମ୍ନା

ବନ୍ଯା ପୂର୍ବରୁ ନିରାପଦ ଆଶ୍ରୟସ୍ଥଳ ବା ପକ୍କାଘର ଚିହ୍ନଟ କରନ୍ତୁ ଓ ପରିବାରର ସମସ୍ତଙ୍କୁ ଏ ବିଷୟରେ ଅବଗତ କରାନ୍ତୁ । ଟିଭି, ରେଡ଼ିଓ କିମ୍ବା ଅନ୍ଯାନ୍ଯ ଗଣ ମାଧ୍ୟମରେ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଆବଶ୍ଯକ ସ୍ଥଳେ ଜିଲ୍ଲା ଆପାତ କାଳୀନ ପରିଚାଳନା କକ୍ଷ…

ଏଠାରେ ଦେହଜୀବୀମାନଙ୍କୁ ପେନସନ୍ ସହ ଅନ୍ଯାନ୍ଯ ସୁବିଧା ଦେଇଥାନ୍ତି ସରକାର !

କାହାକୁ ବା ପସନ୍ଦ ଏହି ଅଫେରା ବାଟରେ ପାଦ ଦେବାକୁ । ହେଲେ ଦୁନିଆରେ ବର୍ଷ ବର୍ଷ ଧରି ଚାଲି ଆସୁଛି ବୈଶ୍ୟାବୃତ୍ତି । ଲୋକମାନେ ଲୁଚି ଛପି ଏଥିରେ ସାମିଲ ହୋଇଥାନ୍ତି। କିନ୍ତୁ ଏହି ବିଷୟରେ ଖୋଲା ଖୋଲି ଭାବେ କହି ନଥାନ୍ତି। ସେହିଭଳି କେତେକ ଦେଶରେ ବେଶ୍ଯାବୃତ୍ତିକୁ ଆଇନଗତ ଭାବରେ ବୈଧ…

ଦୁନିଆରେ ମହିଳାଙ୍କ ବିରୋଧରେ ଗଢା ହୋଇଛି ଏହି ଅଜବ ଆଇନ୍ ! ପଢିଲେ ହୋଇବେ ଆଶ୍ଚର୍ୟ୍ୟ

ମହିଳାମାନଙ୍କ ସ୍ଥିତି ସବୁବେଳେ ଦୟନୀୟ  । କାହିଁକି ନା, କାହିଁ କେଉଁ କାଳରୁ ମହିଳା ମାନଙ୍କ ଉପରେ ଅନ୍ୟାୟ ଏବଂ ଅତ୍ୟାଚାର ହୋଇଆସୁଅଛି । ଦୁନିଆରେ ଏମିତି କୌଣସି ବି ସ୍ଥାନ ନାହିଁ ଯେଉଁଠାରେ ମହିଳାଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟାଚାର ହୋଇ ନଥିବ । ସମୟ ସମୟରେ ମହିଳାଙ୍କୁ ପ୍ରତାରିତ ହେବାକୁ…

ଆସନ୍ତୁ ଜାଣିବା କାହିଁକି ଜଙ୍ଗଲ ମଧ୍ୟରେ ଏକୁଟିଆ ୨୨ ବର୍ଷ ହେଲା ରହିଆସୁଛନ୍ତି ଏହି ବ୍ୟକ୍ତି

ସୋସିଆଲ ମିଡ଼ିଆରେ କିଛି ଦିନ ହେବ ଆମଜନ ଜଙ୍ଗଲର ଏକ ଭିଡ଼ିଓ ଭାଇରାଲ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟରେ ଗଛପତ୍ର କାଟୁଥିବାର ଦେଖାଯାଇଥିଲା। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଦୀର୍ଘ ୨୨ବର୍ଷ ହେବ ଏକୁଟିଆ ସେହି ଜଙ୍ଗଲରେ ରହିଆସୁଛନ୍ତି। ବ୍ରାଜିଲର ଇଣ୍ଡିଆନ ଫାଉଣ୍ଡେସନ ଦ୍ବାରା ଏହି…