Browsing Category

ରାଜ୍ୟ

ପାଞ୍ଚ ଦିନ ପରେ ମିଳିଲା କୁନି ଝିଅର ଖଣ୍ଡବିଖଣ୍ଡ ମୃତଦେହ, ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଯାଇଥିଲା ନିଖୋଜ

ନୟାଗଡ଼(କେ ନ୍ୟୁଜ):  ପାଞ୍ଚ ଦିନ ତଳେ ନିଖୋଜ ହୋଇଥିବା  କୁନି ଝିଅର ମୃତ ଦେହ ଆଜି ମିଳିଛି । ସୂଚନା ଅନୁଯାୟୀ ବାଣିଗୋଛା ଥାନା ନୂଆଗାଁ ପଂଚାୟତ ଧୁନ୍ଦୁ ଗାଡ଼ିଆ ଗ୍ରାମର ଝିଅ ପାଞ୍ଚ ଦିନ ତଳେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ଝିଅ ନିଖୋଜ ପରେ ବାପା କୁନା ନାୟକ ବାଣିଗୋଛା…

ବେଆଇନ ଭାବେ ଚାଲୁଥିବା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ, ୯୦ଲିଟର ଚୋରାତେଲ ଜବତ

ଯାଜପୁର(କେ ନ୍ୟୁଜ):  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ପ୍ଲାଜା ସନ୍ନିକଟରେ ବେଆଇନ ଭାବେ ଚାଲୁଥିବା ଚୋରା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ । ଚଢାଉ ସମୟରେ ପାଖାପାଖି ୯୦ଲିଟର ଚୋରାତେଲ ଜବତକରାଯିବା ସହ ତେଲ ଡିପୋକୁ ସିଲ କରାଯାଇଛି । ଏଥିସହ ଏହି…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଲା କରୋନା | ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ | ଆଜିର ଅପଡେଟକୁ ମିଶାଇ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି | 21.A 60 years old Female…

ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୬ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉତ୍ତର ଓଡ଼ିଶାର କିଚି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭବନା ରହିଛି। ବାଲେଶ୍ୱର,…

ଜୁଆ ଖେଳୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ନକଲି ସାମ୍ବାଦିକ

ଯାଜପୁର ଟାଉନ (କେ ନ୍ୟୁଜ): ଜୁଆ ଖେଳୁଥିବା ନକଲି ସାମ୍ବାଦିକ ଗିରଫ। ଯାଜପୁର ଜିଲ୍ଲା ମଙ୍ଗଳପୁର ପୋଲିସ ଆଜି ବଉଲାଙ୍ଗ ଅଞ୍ଚଳରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ କରିଥିଲା। ସେହି ସମୟରେ ଏକ ୱେବ ଚ୍ୟାନେଲର ପ୍ରେସ କାର୍ଡ ପକାଇ ଜୁଆ ଖେଳିବା ଅବସ୍ଥାରେ ଧରାପଡିଥିଲେ  ଜଣେ ନକଲି…

ବିଚ ରାସ୍ତାରେ ଓଲଟାଇଲା ପରିବା ବୋଝେଇ ଟ୍ରକ, ବ୍ୟାଗ ଭର୍ତ୍ତି କରି ବୋହିନେଲେ ଲୋକେ

 ଭୁବନେଶ୍ୱର(କେ ନ୍ୟୁଜ): ଓଲଟିଲା ଗାଡି ବୋହିନେଲେ ଲୋକେ । ସେ ପୁଣି ବ୍ୟାଗ ବ୍ୟାଗ ପନିପରିବା | ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରକ ଓଲୋଟି ପଡିଥିବା ବେଳେ ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ । ଘଟଣା ସ୍ଥଳରେ ନା ଥିଲା ସମାଜିକ ଦୁରତା ନା…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୨୦୬୯ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୫୬୨ ଜଣ । ବୁଧବାର ସନ୍ଧ୍ୟା ସୁଦ୍ଧା ୫୫୭୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮ ଲକ୍ଷ ୧୭ହଜାର…

ସରିଲା ଦେବ ଦମ୍ପତିଙ୍କ ବିବାହ, ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ପଡିଲା ହାତଗଣ୍ଠି

ଭୁବନେଶ୍ୱର(କେ ନ୍ୟୁଜ): ସରିଲା ଦେବ ଦମ୍ପତିଙ୍କ ବିବାହ। ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ହାତଗଣ୍ଠି ପଡିଥିଲା। କେଦାରଗୌରୀରୁ ଫେରିଲେ ହରପାର୍ବତୀ। ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାର ସହ ରୀତିନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଯୌତୁକ ଆକାରରେ ଇନ୍ଦ୍ରାବତୀ…

କାମାକ୍ଷାନଗର ବୋମାମାଡ଼ ଘଟଣା, ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

କାମାକ୍ଷାନଗର(କେ ନ୍ୟୁଜ):  ବୋମା ମାଡରେ ଥରି ଉଠିଲା କାମାକ୍ଷାନଗର। ଫୁଟିଲା ୬ ରାଉଣ୍ଡ ଗୁଳି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।ଗତକାଲି ରାତି ପ୍ରାୟ ୧୦ଟା ରେ ସାରଙ୍ଗଧର ଷ୍ଟାଡିୟମ୍‌…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍):   ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ  ଏଯାବତ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଆକ୍ରାନ୍ତ ସୁସ୍ଥ ହେଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ରାଜ୍ୟରେ ନିବେଶ ହେଉଛି ୮ ହଜାର ୫ଶହ କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ନିବେଶ ହେଉଛି ୮ ହଜାର ୫ଶହ କୋଟି ଟଙ୍କା। ସରକାରଙ୍କ ମୁଖ୍ୟ ଫୋକସ୍‌ରେ ସ୍ୱାସ୍ଥ୍ୟ ସେବା । ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛି ବର୍ଷ ହେବ ରାଜ୍ୟ ସରକାର…