Below header
Browsing Category

ରାଜ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୮୮୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୮୮୧ ଜଣ କରୋନା ରୋଗୀ | ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬ ଲକ୍ଷ ୭୦ ହଜାର ୫୨୭କୁ ବୃଦ୍ଧି ପାଇଛି | ଆଜିର ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୬୯୦ ଜଣ | ୧୧୫୪ ସଂଖ୍ୟା ସହ…

ଆଜି ଭୁବନେଶ୍ୱରରୁ ୧୦୦୧ ଜଣ ନୂଆ ପଜିଟିଭ ଚିନ୍ହଟ, ୧୧୫୩ ଜଣ ହେଲେ ସୁସ୍ଥ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୦୧ ଜଣ ନୂଆ ପଜିଟିଭ ଚିନ୍ହଟ ହୋଇଛନ୍ତି । ଯେବେକି ସୁସ୍ଥ ହୋଇଛନ୍ତି ୧୧୫୩ ଜଣ । ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୭୪ ହଜାର ୯୭୩ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା ୬୩ ହଜାର ୧୨୯ ରେ ପହଂଚିଛି । ଏଯାବତ ରାଜଧାନୀରୁ…

ଯାଜପୁର: ବାଉଁଶ ବୁଦା ମୂଳରୁ ଉଦ୍ଧାର ହେଲେ ଲାଉ ଡ଼ଙ୍କିଆ ସାପ ପରିବାର

ଯାଜପୁର(କେ ନ୍ୟୁଜ):  ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ଗ୍ରାମର ରାଜୀବ ଲୋଚନ ମଲ୍ଲିକଙ୍କ ଏକ ବାଉଁଶ ବୁଦା "ୟାସ ବାତ୍ୟା" ରେ ଉପୁଡି ପଡିଥିଲା । ଆଜି ସକାଳେ ସେଇ ବାଉଁଶ ବୁଦା କୁ ସଫା କରିବାକୁ ଯିବା ବେଳେ ଅନେକ ଗୁଡିଏ ଲାଉଡଙ୍କିଆ ସାପ ଦେଖି ଆଉ କେହି ଗଛ କାଟିବା ପାଇଁ…

ରାଗ ଏମିତି ହେଲା ଯେ ନିରୀହ କୁକୁରକୁ ହତ୍ୟା କଲେ, ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ୍‌

ପଟ୍ଟାମୁଣ୍ଡାଇ (କେ ନ୍ୟୁଜ୍‌) : ପଶୁ ଠାରୁ ବି ହୀନ ହୋଇଗଲା ମଣିଷ । ରଚିଲା ଏକ କଳଙ୍କିତ ଅଧ୍ୟାୟ । ଘର ଆଗରେ ଶୋଇଥିବା ଏକ ନିରୀହ କୁକୁରକୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁରେ ।…

ଆଗାମୀ ଜୁନ୍‌ ୧୭ ତାରିଖ ଯାଏ ଲକ୍‌ଡାଉନ୍‌ ବଢ଼ିଥିବା ସୂଚନା ଦେଲେ ରାଜ୍ୟ ସରକାର, ନୂଆ କଟକଣା କଣ ଜାଣନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାତ୍ରାରେ କମିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟ ବଢ଼ିଛି । ଆଉ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଭୋର ୫ଟାରେ ଚଳିତ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥାନ୍ତା…

୯ଟି ଜିଲ୍ଲାରେ ଅଛନ୍ତି ୬୦ ପ୍ରତିଶତ ରୋଗୀ: ଏସିଏସ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟର ଖସୁଛି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ । ୯ ଜିଲ୍ଲାରେ ଅଛନ୍ତି ୬୦ ପ୍ରତିଶତ ସଂକ୍ରମିତ । ପଜିଟିଭ ହାର ୧୪ ପ୍ରତିଶତକୁ କମିଛି । ଆଗାମୀ ଦିନରେ ଆହୁରି ଖସିବା ନେଇ ଆଶା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ…

କେନ୍ଦ୍ରାପଡା: ବାତ୍ୟା ସହ ପ୍ରବଳ ବର୍ଷା ମାଡରେ ଭୁଶୁଡ଼ିଲା ପୋଖରୀର ନିର୍ମାଣାଧୀନ କଂକ୍ରିଟ ଓ୍ବାଲ୍

ଆଳି(କେ ନ୍ୟୁଜ):  ବାତ୍ୟା ସହିତ ପ୍ରଚଣ୍ଡ ବର୍ଷା ମାଡରେ ଭୁଷୁଡି ପଡିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ମେଡିକାଲ ପୋଖରୀର କଂକ୍ରିଟ ଓ୍ବାଲ୍। ପଞ୍ଚାୟତ ଦ୍ଵାରା ଚାଲୁ ରହିଥିଵା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଗୋବିନ୍ଦପୁର ରାସ୍ତାକଡରେ ଥିବା ଏହି ପୋଖରୀର ପୁନରୁଦ୍ଧାର…

ଚୋରି କରି ଧରାପଡ଼ିଲେ ଗଛରେ ବନ୍ଧା ହୋଇ ମାଡ଼ ଖାଇଲେ

ଜଗତସିଂହପୁର (କେନ୍ୟୁଜ୍‌) : ଏ ସପ୍ତାହାନ୍ତ ସଟ୍‌ଡାଉନ୍‌ ଭିତରେ ସେମାନେ ଚୋରି କରୁଥିଲେ । ହେଲେ ଧରାପଡ଼ିଗଲେ । ତା ପରେ ଯାହା ହେବା କଥା ହେଲା । ଚୋର ତିନିଜଣଙ୍କୁ ଗାଁ ଲୋକେ ଧରି ବେଶ୍‌ ଉତ୍ତମ ମଧ୍ୟମ ଦେଲେ । ତାପରେ ପୋଲିସ୍‌ ଡାକି ହସ୍ତାନ୍ତର କଲେ । ଏ ଘଟଣା ହେଉଛି ଜଗତସିଂହପୁର…

ସ୍ୱାମୀର ମୃତ୍ୟୁ ଖବର ପାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ, ବାପଘର କହୁଛନ୍ତି ଝିଅକୁ କରାଯାଇଛି ହତ୍ୟା

ଆଳି(କେ ନ୍ୟୁଜ): ସ୍ୱାମୀର ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ କଲା ଆତ୍ମହତ୍ୟା।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରେ । ସୂଚନା ଆନୁଯାଇ ଗାଁର ମନୋଜ ତରାଇ ନାମକ ଜଣେ ବ୍ୟକ୍ତି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ଲାନିଂଗ…

ଭଉଣୀ ବାହାଘର ପାଇଁ କିଡନୀ ବିକି ଦେଲେ, ଏବେ କେବିନ ଭିତରେ ରହୁଛନ୍ତି ପ୍ରଭାସ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାରିଆଡ଼େ ଲକ୍ ଡାଉନ୍ । ତା ସାଙ୍ଗକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏଇ ସମୟରେ ଆମେ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ବୁଲି ବୁଲି ନଜର କରୁଥାଉ କେମିତି ପାଳନ ହେଉଛି କଟକଣା । ଏହି ସମୟେ ଆଖି ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ । ଯାହାଙ୍କର ଯୁବକ ବୟସ ଟିକେ…