Browsing Category

ରାଜ୍ୟ

ଭଦ୍ରକ ବାସୁଦେବପୁର ଅଲବଗା ଛକ ନିକଟରେ ବାଇକକୁ ଧକ୍କା ଦେଲା ବାଇକ୍, ଜଣେ ମୃତ

ବାସୁଦେବପୁର: ବାସୁଦେବପୁର ଭଦ୍ରକ ରାସ୍ତାର ଅଲବଗା ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ବାଇକ ଧରି ଅଲବଗା ଗ୍ରାମର ମନୋରଂଜନ ସାହୁ ରାସ୍ତା କଡରେ ଛିଡା ହୋଇଥିବା ବେଳେ…

ଆଜି ଇଦ୍‌-ଉଲ୍‌-ଫିତର: କୋଭିଡ କଟକଣା ପାଇଁ ବନ୍ଦ ରହିଛି ସାମୂହିକ ନମାଜ ପାଠ

ଭୁବନେଶ୍ବର: ଆଜି ଇଦ୍‌-ଉଲ୍‌-ଫିତର । ଇସଲାମ ଧର୍ମର ପବିତ୍ର ରମଜାନ ମାସ ଗତକାଲି ଶେଷ ହୋଇଛି। ଆଜି ସମଗ୍ର ଦେଶରେ ମୁସଲମାନ ଧର୍ମାବଲମ୍ବୀ ପାଳୁଛନ୍ତି ଇଦ୍‌ । କୋଭିଡ କଟକଣା ପାଇଁ ଫିକା ପଡିଛି ଇଦ୍‌। ସାମୂହିକ ନମାଜ ବନ୍ଦ ରହିଛି । ମସଜିଦ୍‌ମାନଙ୍କରେ ୫ଜଣଙ୍କୁ ନେଇ ନମାଜ ପାଠ କରିବାକୁ…

ଗଜପତି: କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ଯୁବକର ଥାନାରେ ଆତ୍ମସମର୍ପଣ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ସଙ୍ଗରୋଧ କେନ୍ଦ୍ରରୁ ଫେରାର ଜଣେ ଅନ୍ତେବାସୀ ଆଜି ଅଡବା ପୋଲିସ ନିକଟରେ ଆତ୍ମସମର୍ପଣ କରିଛିନ୍ତି l ସୂଚନା ମୁତାବକ ଅଡବା ଥାନା ଦମାଦୁଆ ପଞ୍ଚାୟତ ଅନ୍ତର୍ଗତ ଘାସପଦା ଗ୍ରାମର ଜଣେ ଯୁବକ ଆନ୍ଧ୍ରପ୍ରଦେଶରୁ ଆସି…

କରୋନାର ଦ୍ୱିତୀୟ ଲହରରେ ଅନେକ ଛୋଟ ଛୁଆ ସଂକ୍ରମିତ ହେଉଛନ୍ତି, ପିଲାଙ୍କ ଯତ୍ନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାରି କଲା…

କେନ୍ୟୁଜ୍(ବ୍ୟୁରୋ):  କରୋନାର ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ  ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଆଡଭାଜରୀ ଜାରି  କରାଯାଇଛି।  ସଂକ୍ରମଣରୁ ଦୂରେଇ ରହିବା ପାଇଁ ୨…

ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ, ସହିଦ ନଗର ଥାନାରେ ମାମଲା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ। ସହିଦନଗର ଥାନାରେ ହୋଇଛି ମାମଲା। ଅଭିଯୋଗ ମୁତାବକ ଜନୈକା ଯୁବତୀ  ଭୁବନେଶ୍ବର ନୟାପଲ୍ଲୀ ଗଡ଼ ସାହିରେ ରୁହନ୍ତି। ସେ କୌଣସି ଏକ ବେସରକାରୀ ସଂସ୍ଥାରେ କରୁଥିବାରୁ ପ୍ରତିଦିନ ବସରେ ଯିବା ଆସିବା କରନ୍ତି।  ବସରେ ଯିବା…

କାଳିଆ ରିଟର୍ଣ୍ଣସ୍, ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଆସନ୍ତାକାଲି ଚାଷୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ପ୍ରଦାନ କରାଯିବ…

ଓଡ଼ିଶାରେ ବଢିବ କି ଲକ୍‌ଡାଉନ୍‌?, ନଜର ପକାନ୍ତୁ ଏହି ତଥ୍ୟ ଉପରେ

କେନ୍ୟୁଜ୍(ବ୍ୟୁରୋ): ସାରା ଦେଶ ଏବେ ଏକ ପ୍ରକାର ଲକ୍‌ଡାଉନ୍‌ ସ୍ଥିତିରେ। କେଉଁଠି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ତ କେଉଁଠି କରୋନା କର୍ଫ୍ୟୁ। ଦିଲ୍ଲୀ ସପ୍ତାହେ ସପ୍ତାହେ କରି ବଢାଇ ଚାଲିଛି ଲକ୍‌ଡାଉନ୍‌ ଅବଧି। ମହାରାଷ୍ଟ୍ର ମଧ୍ୟ ମେ ୩୧ ଯାଏ କଟକଣା ବଢାଇଛି। କର୍ଣ୍ଣାଟକ ମେ ୨୪, ରାଜସ୍ଥାନ ମେ…

ବାଲେଶ୍ବର: ରେମୁଣା ତହସିଲ ଅଫିସରେ ଅଗ୍ନିକାଣ୍ଡ, ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ…

ବାଲେଶ୍ବର(କେନ୍ୟଜ୍): ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର । ପରେ ଅଗ୍ନିଶମ ବିଭାଗ  ଖବର ପାଈ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା । ଆଜି ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଭାବେ…

ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି

ମାଲକାନଗିରି(କେନ୍ୟଜ୍): ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି । ଛତିଶଗଡ଼ର କାଙ୍କେର ଏସପିଙ୍କ ନିକଟରେ ଆଜି ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଉତ୍ତର ବସ୍ତର ମାଓ ସଙ୍ଗଠନ ସଦସ୍ୟ ଅର୍ଜୁନ ତାତି ଓ ମାଓ ନେତ୍ରୀ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି…

ଶ୍ରୀମନ୍ଦିର ସେବାୟତଙ୍କୁ ପଞ୍ଚମ କିସ୍ତି ସହାୟତା ରାଶି ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ୟେକଙ୍କୁ ମିଳିବ ୧୦…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ସେବାୟତଙ୍କୁ ଆର୍ଥିକ ସାହାଯ୍ୟ ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ । କରୋନା ପରିପ୍ରେକ୍ଷୀରେ ପ୍ରତ୍ୟେକ ସେବାୟତ ପରିବାରକୁ ମିଳିବ ୧୦ ହଜାର ଟଙ୍କାର ଅନୁଦାନ । ୨ ହଜାର ୪୬୩ ସେବାୟତ ପରିବାରକୁ ଏହି ସହାୟତା ମିଳିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୨କୋଟି ୪୬…

ଶିକୁଳିରେ ବନ୍ଧା ପଡିଛି ୨୦ ବର୍ଷର ପୁଅ ମନୁର ଜୀବନ

ଉଦଳା (କେନ୍ୟୁଜ) : ପୁଅଟିଏ ଜନ୍ମ ହେଲା ପରେ ବାପା ମାଆ ଭାରି ଖୁସି ହୋଇଯାନ୍ତି। ଏହା ଭାବି ଯେ ବୃଦ୍ଧ କାଳେ ପୁଅ ସାହାରା ହେବ ଆଉ ମଲା ପରେ କାନ୍ଧରେ ମଶାଣୀକୁ ନେବ। କିନ୍ତୁ ଏସବୁ ଭାବନା ସ୍ୱପ୍ନ ହୋଇ ରହିଗଲା ଏହି ବାପା ମାଆଙ୍କ ପାଇଁ। ବିଧିର ବିଧାନ ଆଗରେ ମାଆ ବାପା ଆଜି ବେସାହାରା । ୨୦…

ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା, ରାସ୍ତାକୁ ଆସି ଗହଳି ନକରିବା ହେଉଛି ଲକଡାଉନର…

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । ଆଜି ଏହି ଘୋଷଣା କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଟ୍ଵିନ୍‌ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବାରୁ…