Browsing Category

ରାଜ୍ୟ

ଗଜପତି: ବିଦ୍ୟୁତ ତାର ଛିଡ଼ି ଚାଲିଗଲା ୭ ବୁଲା କୁକୁରଙ୍କ ଜୀବନ, ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍):  ବିଦ୍ୟୁତ ଆଘାତରେ ଚାଲିଗଲା ୭ଟି ବୁଲା କୁକୁରଙ୍କ ଜୀବନ । ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ । ଗତକାଲି ରାତ୍ର ୧୧ଟା ବେଳେ ଜଙ୍ଗାମ ସାହି ସମ୍ମୁଖରେ ଯାଇଥିବା ମୂଖ୍ୟସଡକ ଯାହା ଉପରେ ବର୍ତ୍ତମାନ ସିମେଣ୍ଟ ସଡକ ବନୁଛି ସେଠାରେ ୨୨୦ ଭୋଲଟ…

ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିଲେ ଇଂଲିଶ୍‌ ମ୍ୟାଡାମ୍‌, ଏବେ ବହିଷ୍କାର ପାଇଁ ନିର୍ଦ୍ଦେଶ

ଉଦଳା (କେନ୍ୟୁଜ୍‌) : ଜାଲି ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦେଇ କରିଥିଲେ ଚାକିରୀ । ହେଲେ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ପରେ ଜାଲି ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଜାଲି ଅଧ୍ୟାପିକା ହେଲେ ଖୁଂଟା ଡିଗ୍ରୀ କଲେଜରେ କାର୍ଯ୍ୟ…

ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ, ଆସନ୍ତା ୨୪ ଘଣ୍ଟା ପାଇଁ ୧୭ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୧୭ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ଵାର୍ଣ୍ଣିଂ । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ଆରବ ସାଗରରେ ଶକ୍ତି ଗୋଟାଉଛି “ତାଉ-ତେ”, ୨୪ ଘଣ୍ଟା ଭିତରେ ୱେଲ ମାର୍କଡ ଲୋ-ପ୍ରେସରର ରୂପ ନେବ

ଭୁବନେଶ୍ୱର(କେ ନ୍ୟୁଜ): ଆରବ ସାଗରରେ ଦାନା ବାନ୍ଧୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ଦକ୍ଷିଣପୂର୍ବ ଆରବ ସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଗଣ୍ଟାରେ ଏହା ୱେଲ ମାର୍କଡ ଲୋ-ପ୍ରେସରର ରୂପ ନେବ । ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ ସୁଦ୍ଧା ୨୪…

ଗଜପତି: ଘରୋଇ ନର୍ସରୀ କୋଠାରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ଘରୋଇ ନର୍ସରୀ କୋଠାରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ କରିଛି ପାରଳାଖେମୁଣ୍ଡି ପୋଲିସ । ତେବେ ପୋଲିସ କହିବା ଅନୁସାରେ ମୃତକ ମହିଳା ଜଣକ ସେରଙ୍ଗ ଥାନା…

ନାବାଳିକା ଅପହରଣକାରୀକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଲେ ପିଡିତାଙ୍କ ପରିବାର

ଯାଜପୁର ଟାଉନ: ନାବାଳିକା ଅପହରଣ କାରୀଙ୍କୁ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପିଡିତାଙ୍କ ପରିବାର। ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳର ନାବାଳିକାଙ୍କୁ ଯୁନ୍ଦୁପୁର ଗାଁର ଗଣେଶପ୍ରସାଦ ଦାସଙ୍କ ପୁଅ ପିଣ୍ଟୁ ଦାସ ଅପହରଣ କରିଥିବା ପରିବାର ଲୋକେ ମଙ୍ଗଳପୁର ଥାନାରେ ଅଭିଯୋଗ…

କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ୍ ଓ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ

କରଞ୍ଜିଆ: ଗତ ୧୧ ତାରିଖରେ କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ । ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିବାବେଳେ, ୬ ଜଣକୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରି ପୋଷିଗାଁରେ ଘଟିଥିଲା…

କରଞ୍ଜିଆ ସହରର ୧୨ ଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ୍ କଲା ପ୍ରଶାସନ

କରଞ୍ଜିଆ: ସାରା ରାଜ୍ୟରେ କରୋନା ମହାମାରୀ ପାଇଁ ଏବେ ଯେପରି ଭାବରେ ହା ହା କାର ସୃଷ୍ଟି ହେଲାଣି । ଆଉ ଏହାର ପ୍ରତିଷେଧକ ହିସାବରେ ରାଜ୍ୟ ସରକାର ୧୪ ଦିନିଆ ଲୋକଡାଉନ କଡାକଡି ଭାବେ ପାଳନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ…

ଯାଜପୁର ସହରରେ ନିୟମ ଉଲଂଘନ ଅଭିଯୋଗରେ ସିଲ୍ ହେଲା ଦୋକାନ, ଅମାନିଆଙ୍କଠୁ ଜରିମାନା ଆଦାୟ

ଯାଜପୁର ଟାଉନ: ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ। ଏଥିପାଇଁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ପନିପରିବା ଓ ଆମିଷ,ତେଜରାତି ଦୋକାନ ଖୋଲିବାକୁ ନିୟମ ରହିଛି। କିନ୍ତୁ ଯାଜପୁରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖି ଯାଜପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଜପୁର…

ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍ସ , ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ

ଭୁବନେଶ୍ବର: ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ। ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି। ଝାରପଡ଼ା ଜେଲ ନୂଆ ସୁପରିଣ୍ଟେଣ୍ଡେଣ୍ଟ ହେଲେ ସରୋଜ କୁମାର ବିଶ୍ୱାଳ। ସରୋଜ କୁମାର ବିଶ୍ୱାଳ ଏବେ…

ଅନୁଗୁଳ ନିକଟରେ ଅକ୍ସିଜେନ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଓଡିଶା ପୋଲିସର ସହଯୋଗରେ ଚାଲିଛି ତୁରନ୍ତ ମରାମତି

ଅନୁଗୁଳ: ଅକ୍ସିଜେନ ଟ୍ୟାଙ୍କର ଆକ୍ସିଡେଣ୍ଟ । ଅକ୍ସିଜେନ ନେଇ ଯାଉଥିବା ବେଳେ ଅନୁଗୁଳ ନିକଟରେ ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଡିଶା ପୋଲିସର ସହଯୋଗରେ ଟ୍ୟାଙ୍କରଟିକୁ ତୁରନ୍ତ ମରାମତି ହୋଇଥିଲା । ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଅନୁଗୁଳ…

ରାଜ୍ଯର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା,ପବନ ଓ ଘଡଘଡ଼ି: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଓ ଭୁବନେଶ୍ୱର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଟ୍ଵିନ୍‌ ସିଟିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବିଜୁଳି ଘଡଘଡ଼ି ଲାଗି ରହିଛି। ୩୦-୪୦ କିଲୋମିଟର ବେଗରେ ପବନ ବୋହିବ ।…