Browsing Category

ରାଜ୍ୟ

ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୧୫ ଦିନ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟରେ ଗାଁ ଓ ୱାର୍ଡ…

ରାଜ୍ୟରେ ୧ଲକ୍ଷ ଟପିଲା ଆକ୍ଟିଭ୍‌ କେସ୍‌: ଆଜି ପୁଣି ୧୦ ହଜାର ୬୪୯ ପଜିଟିଭ୍‌ ଚିହ୍ନଟ, ୧୯ ମୃତ

ଭୁବନେଶ୍ବର: ରାଜ୍ୟରେ ୧ଲକ୍ଷ ଟପିଲା ଆକ୍‌ଟିଭ୍‌ କେସ୍‌। ଓଡ଼ିଶାରେ ଆଜି ପୁଣି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ । କିନ୍ତୁ ଗତକାଲି ଅପେକ୍ଷା ସାମାନ୍ୟ କମିଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା୧୦ ହଜାର ୯୮୨ । ୨୬ଟି ଜିଲ୍ଲା…

ଆଜି ରାଜ୍ୟରୁ ୮ ହଜାର ୫୪୭ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଲାଗାତର କିଛି ଦିନ ଭଳି ଆଜି ମଧ୍ୟ  ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ହଜାର ପାର କରିଛି।  ଆଜି ରାଜ୍ୟରୁ ୮ ହଜାର ୫୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ଓ କଟକ ଜିଲ୍ଲାରୁ ୫୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ…

 ବିଶ୍ୱ ନର୍ସିଂ ଦିବସରେ ନର୍ସମାନଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱ ନର୍ସିଂ ଦିବସ ଅବସରରେ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ସେମାନେ ଯେପରି…

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ

କେନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ତଦନ୍ତକାରୀ ଟିମ୍‌। ଏଥିରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ନାଁ ଅଛି । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର…

ସାତପଡ଼ା ଅଞ୍ଚଳରୁ ପ୍ରଶାସନ ତରଫରୁ ଚିଲିକାରେ ଆରମ୍ଭ ହୋଇଛି ଘେରି ଉଚ୍ଛେଦ କାର୍ଯ୍ୟ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସାତପଡ଼ା ଆର୍.ଆଇ ଅଞ୍ଚଳରୁ ଆଜି ପ୍ରଶାସନ ତରଫରୁ ଚିଲିକାରେ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକାର  ଦାହିଖିଆ ନଡ଼ିଆ ଖାଇ ଅଞ୍ଚଳରେ ଚାଲିଛି ଘେରି ଉଚ୍ଛେଦ । ଏହି ଘେରି ଉଚ୍ଛେଦ କାର୍ଯ୍ୟରେ ବ୍ରହ୍ମଗିରି…

କରୋନା ଆକ୍ରାନ୍ତ ବ୍ୟକ୍ତି ଭୟ ଦେଇ ଗତିକଲେ ନିଜର ଅଧିକ କ୍ଷତି ହେବ: ବିଶେଷଜ୍ଞ

କେନ୍ୟୁଜ୍(ବ୍ୟୁରୋ):  କରୋନାକୁ ଡରନା, କରୋନା ଆକ୍ରାନ୍ତ ବ୍ୟକ୍ତି  ଯଦି ଭୟ ଦେଇ ଗତି କରିବେ ତେବେ ନିଜର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି।କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ ।…

ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଓଡ଼ିଶା…

କେନ୍ୟୁଜ୍(ବ୍ୟୁରୋ):  ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ବିକାଶ ମଞ୍ଚ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ।…

ଖୋର୍ଦ୍ଧା: ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ, ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ ଓ…

ଟାଙ୍ଗୀ(କେନ୍ୟୁଜ୍):  କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି।…