Browsing Category

ରାଜ୍ୟ

ଟୀକା ନେବାରେ ବି ଧୋକା, ମିଥ୍ୟା ପରିଚୟ ପତ୍ର ଦେଖାଇ ହେଉଛି ଟୀକା ଚୋରି

ଯାଜପୁର ଟାଉନ(କେ ନ୍ୟୁଜ): କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ ଜଣକ ଟୀକା ନେବାକୁ ପଂଜୀକରଣ କଲା ବେଳକୁ ସେ ଦୁଇ ଡୋଜ୍ ଟୀକା ନେଇ ସାରିଥିବା ସାଟିଫିକେଟରେ ଦର୍ଶାଯାଉଛି । ଯାଜପୁର ସହରର ସୁଭେନ୍ଦୁ କୁମାର ପତି…

ମହିମା ଧର୍ମର ଧର୍ମଗୁରୁ ବାବା ବ୍ରହ୍ମ ଅବଧୁତ ପ୍ରାଣକୃଷ୍ଣ ଦାସଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ଶେଷ ନିଃଶ୍ୱାସ ତ୍ୟାଗ କଲେ ଶତାୟୁ ବାବା । ମହିମା ଧର୍ମଗୁରୁ ବାବା ବ୍ରହ୍ମ ଅବଧୂତ ପ୍ରାଣକୃଷ୍ଣ ଦାସଙ୍କର ପରଲୋକ ହୋଇଛି । ସାଲେପୁର ରାମକୃଷ୍ଣପୁର ପାଟପୁରାଠାରେ ଥିବା ଅଲେଖ ମଠରେ ଆଜି ସକାଳ ପ୍ରାୟ ୫ଟା ସମୟରେ ବାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୯…

ପୁରୀ ହାଜତ ମୃତ୍ୟୁ ମାମଲା: ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ

ପୁରୀ(କେନ୍ୟୁଜ୍):  ପୁରୀ ହାଜତ ମୃତ୍ୟୁ ମାମଲାର ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ । ପୁରୀ ଜେଏମଏଫସିଙ୍କ ଏହି ତଦନ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିଛନ୍ତି ପୁରୀ ଜିଲ୍ଲା ଜଜ୍‌ । ଏହାସହ କେ. ରମେଶଙ୍କ ମୃତ୍ୟୁ ନେଇ ଷ୍ଟାଟସ ରିପୋର୍ଟ ପୁରୀ ଏସପିଙ୍କୁ ଦାଖଲ କରିବା ପାଇଁ…

ଭଦ୍ରକ: ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

ଚାନ୍ଦବାଲି(କେନ୍ୟୁଜ୍): ଭୋଜି ପାଇଁ ତଣ୍ଡ ଗଣିଲେ । ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ଥାନା ଅଧିନ ମତୋ ମାଳବାଡ଼ ମହାନ୍ତିସାହିରେ । ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ଧାରଣ କରିଥିବାରୁ ରାଜ୍ୟ…

ମାଲକାନଗିରି ଏସ୍‌ପିଙ୍କ ଆହ୍ବାନ: କରୋନା ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଚିକିତ୍ସା କରାଯିବ

 ମାଲକାନଗିରି(କେନ୍ୟୁଜ୍): ଲାଲବାହିନୀରେ ପଶିଲା କରୋନା । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ମହାମାରୀ କରୋନା ନେଲାଣି ଅନେକ ମାଓବାଦୀଙ୍କ ଜୀବନ । କରୋନା କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ସେମାନଙ୍କ ଚିକିତ୍ସା କରାଯିବ । ଛତିଶଗଡ଼ ପୋଲିସ…

କରୋନାକୁ ହରାଇଲେ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ୧୦୭ ବର୍ଷୀୟ ଦୟାନିଧି ପଣ୍ଡା

ବାଲେଶ୍ୱର (କେନ୍ୟୁଜ) : କରୋନାକୁ ହରାଇଲେ । ହେଲେ ଜୀବନ ଯୁଦ୍ଧରେ ହାରିଗଲେ । କରୋନା ଲଢେଇରେ ବିଜୟୀ ହୋଇଥିବା ବାଲେଶ୍ୱର ଶେରଗଡର ଶତାୟୁ ଦୟାନିଧି ପଣ୍ଡାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ଆଜି ଦୟାନିଧିଙ୍କର ଦେହାନ୍ତ ହୋଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ବାଲେଶ୍ୱର ଜିଲ୍ଲା…

ବଦଳିଲେ ଭୁବନେଶ୍ୱର ମହାନିଗମ କମିଶନର, ଦାୟିତ୍ୱ ନେବେ ସଞ୍ଜୟ କୁମାର ସିଂହ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳିଲେ BMC କମିଶନର। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହ ହେଲେ କମିଶନର। ୧୯୯୭ ବ୍ୟାଚ୍‌ IAS ସଞ୍ଜୟ କୁମାର ସିଂ। ତାଙ୍କର ପ୍ରଶାସନିକ ଓ ପରିଚାଳନାଗତ ଅଭିଜ୍ଞତା ବେଶ ଅଧିକ ରହିଛି। ବିହାର ଓ ଓଡ଼ିଶାରେ ୧୧ ବର୍ଷ ଧରି ୫ଟି ଜିଲ୍ଲାର…

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ (କେନ୍ୟୁଜ୍‌) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁଳ୍କ ଷଷ୍ଠ ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ…

ଚଳିତ ବର୍ଷର ପ୍ରଥମ ବାତ୍ୟା, ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ୍‌) : ଆରବ ସାଗରରେ ୨୦୨୧ର ପ୍ରଥମ ବାତ୍ୟା ଅନୁମାନ। ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୪ ତାରିଖରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବ । ପରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍‌…

କେନ୍ଦୁଝର ଜେଲ୍‌ରେ ପସିଲା କରୋନା, କାରାଗାରରୁ ୯ଜଣ ଅନ୍ତେବାସୀ କରୋନା ପଜିଟିଭ୍‌

କେନ୍ଦୁଝର (କେନ୍ୟୁଜ) : ଜେଲ୍‌ରେ ପସିଲା କରୋନା। ଜେଲ୍‌ରୁ ପୁଣି ବାହାରିଲେ କରୋନା ପଜିଟିଭ୍‌ । କେନ୍ଦୁଝର ଜିଲ୍ଲା କାରାଗାରରୁ ୯ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଆଇସୋଲସେନ ଓ୍ୱାର୍ଡରେ ରଖାଯାଇଛି । ଗତ କିଛି ଦିନ ତଳେ ଜଣେ ଅନ୍ତେବାସୀ କରୋନା…

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ) : କରୋନା କଟକଣାରେ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ। ଚଳିତ ବର୍ଷ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । କୋଭିଡ କଟକଣାରେ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ ୫୦ରୁ ୬୫ ଜଣ ସେବାୟତ ।…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଘରୁ ଟେକି ନେଇ ଗଳା କାଟି କଲେ ହତ୍ୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଯବାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୁଣି ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ଲାଲ ବାହିନୀ। ସହିଦ ଯବାନ ପେଣ୍ଟଟା ଗାଁର ବେଟି ଭୀମା। ଗତକାଲି ରାତିରେ ପ୍ରାୟ ୧୦ ଜଣ…