Browsing Category

ରାଜ୍ୟ

ଲକ୍‌ଡାଉନ୍‌ ସମୟରେ ଚାଲିଛି ଗୋ ତସ୍କରୀ: ସୋର ଆଶ୍ରମ ଛକ ନିକଟରୁ ଗାଇକୁ ଟେକି ନେଉଥିବାର ଦୃଶ୍ୟ କଏଦ

ସୋର: ଲକ୍‌ଡାଉନ୍‌ ସମୟରେ ଚାଲିଛି ଗୋ ତସ୍କରୀ । ସହରରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବେପାରୀ ବୁଲା ଗାଇ, ଗୋରୁ ଏବଂ ଷଣ୍ଡ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେଉଛି। ଆପଣ ଦେଖୁଥିବା ଭିଡିଓ ହେଉଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଆଶ୍ରମ ଛକ ନିକଟର । ଏ ହେଉଛି…

ମାସ୍କ କିଣିବାକୁ ଟଙ୍କା ନଥିବାରୁ ମୁହଁରେ ଦଉଡ଼ି ତିଆରି ତୁଣ୍ଡି ବାନ୍ଧିଛନ୍ତି ମହିଳା, ଭାଇରାଲ୍ ହେଉଛି ଭିଡିଓ

ବାଲେଶ୍ଵର: ଯାହାର ଅଛି ସେ ପିନ୍ଧୁଛି ମୋର ନାଇ ମୁଁ କଣ କରିବି ସେଥିପାଇଁ ତୁଣ୍ଡି ପିନ୍ଧିଛି । ବାଲେଶ୍ଵର ଜିଲ୍ଲା ଖାଇର ବ୍ଲକ ଗୋବିନ୍ଦପୁର ଆଦିବାସୀ ସାହିର ଏହି ଭିଡ଼ିଓଟି ବେଶ୍ ଭାଇରାଲ୍ ହୋଇଛି । କାଳେ ମାସ୍କ ନ ପିନ୍ଧିଲେ ପୋଲିସ ଫାଇନ୍ କାଟିବ ସେ ଭୟରେ ମହିଳା ଜଣଙ୍କ ମୁହଁରେ ଦଉଡ଼ିରେ…

ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ଗଞ୍ଜେଇ ଆସର ସାଙ୍ଗକୁ ନାଗିନ୍ ଡ୍ଯାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍‌ ହୋଇଛି। ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଧୂଆଁ। ଗୋଟିଏ ପଟେ ଜେଲ୍‌ ଭିତରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅନ୍ୟ ପଟେ ଚାଲିଛି ନାଚ ଗୀତ। ପଣା…

ଆସନ୍ତାକାଲି ପାଳନ ହେବ ଇଦ୍‌: କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ଇଦ୍‌ । ରାଜ୍ୟବ୍ୟାପୀ ମେ ୧୪ରେ ଇଦ୍‌ ପାଳନ କରିବାକୁ କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି। ଗତକାଲି କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିଲା। ଚାନ୍ଦ ଦେଖାନଯିବାରୁ ଆଜି ଇଦ୍‌ ପାଳନ କରାଯାଇ ନାହିଁ। ଆସନ୍ତାକାଲି ଇଦ୍‌ ପାଳନ…

ଭଦ୍ରକ ଗରଦପୁର ମିଲ୍‌ ଛକ ନିକଟରେ ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ, ଡ୍ରାଇଭର ଫେରାର

ଭଦ୍ରକ: ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ । ଭଦ୍ରକ ପୁରୁଣା ବଜାର ଥାନା ଗରଦପୁର ମିଲ୍‌ ଛକ ନିକଟରେ ଭ୍ୟାନ ଜବତ କରିଛି ପୋଲିସ। ଭ୍ୟାନରେ ୩ଟି ଷଣ୍ଢ ବେଆଇନ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ପରେ ଘଣ୍ଟାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପିକଅପ୍‌ ଭ୍ୟାନକୁ…

ଦାଦା ବଟି ମାଗିବା ଅଭିଯୋଗରେ ଦୁର୍ଦାନ୍ତ ଅପରାଧି ଶେଖ ବାବୁ ଗିରଫ

କଟକ: ଦାଦା ବଟି ମାଗିବା ଅଭିଯୋଗରେ ଦୁର୍ଦାନ୍ତ ଅପରାଧି ଶେଖ ବାବୁ ଗିରଫ। ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲା ଶେଖ ବାବୁ। ତେବେ କଟକରେ ଗତ ୨୯ ତାରିଖରେ ବାବୁକୁ ଏନକାଉଣ୍ଟର କରିଥିଲା ପୋଲିସ। ବାବୁର ବାମ ଗୋଡ଼ରେ ବାଜିଥିଲା ଗୁଳି। ଏସସିବିରୁ ସୁସ୍ଥ ହେବା ପରେ ଆଜି…

ରାଜନଗର: ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜନଗର : ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ  ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଆକ୍ରମଣ ହୋଇଛି। ଗତକାଲି ସେ ଘରେ ଶୋଇଥିବାବେଳେ ୫ରୁ ୭ଜଣ ଦୁର୍ବୃତ୍ତ ଯାଇ BDO ଡାକୁଛନ୍ତି ବୋଲି କହିଥିଲେ । ହେଲେ ସେ ଯାଇନଥିବାରୁ ଘର…

ମୋ ପରିବାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ଯତ୍ନ ନେବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ଓଡ଼ିଶା ମୋ ପରିବାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ମହାମାରୀ ସମୟରେ ରାଜ୍ୟବାସୀଙ୍କ ଯତ୍ନ ନେବା ସହ ଅସହାୟଙ୍କୁ ସହାୟ ହୁଅ। ଏହାସହ ପ୍ରବାସୀ ଓଡ଼ିଆ ସଙ୍ଗଠନ…

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ…

ଆଜି ରାଜ୍ୟର ୩୮୩ଟି କେନ୍ଦ୍ରରେ ହେବ ଟିକାଦାନ, ଜଗତସିଂହପୁର ଓ ସୋନପୁରରେ ଟିକାକରଣ ବନ୍ଦ

ଭୁବନେଶ୍ବର: ଆଜି ରାଜ୍ୟର ୩୮୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ହେବ। ଜଗତସିଂହପୁର ଓ ସୋନପୁରରେ ଟିକାକରଣ ହେବ ନାହିଁ। ରାଜ୍ୟ ପାଖରେ ରହିଥିବା କୋଭିଡ ଟିକା ଅନୁଯାୟୀ ବିଭିନ୍ନ କେନ୍ଦ୍ରରେ ଟିକାଦାନ ହେବ। ରାଜ୍ୟ ପାଖରେ ନିଜସ୍ୱ କ୍ରୟ କରାଯାଇଥିବା ୮୪ହଜାର ୭୮୦ କୋଭାକ୍ସିନ ଟିକା…

ପ୍ରଥମ ଦିନରେ କାମ ଆରମ୍ଭ କଲେ ନୂଆ ବିଏମସି କମିଶନର, ଆଉ ୫ ଓ୍ଵାର୍କ୍ସ ଷ୍ଟେସନ ଖୋଲିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରଥମ ଦିନରେ କାମ ଆରମ୍ଭ କଲେ ନୂଆ ବିଏମସି କମିଶନର । ୨୪ ଘଣ୍ଟିଆ କୋଭିଡ କଲ୍‌ ସେଣ୍ଟର ୧୯୨୯ରେ ପହଂଚି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରତିଦିନ କେତେ କଲ୍‌ ଆସୁଛି, କେତେ କଲ୍‌ ଯାଉଛି ଓ ଡାକ୍ତରଙ୍କ ସହ ପରାମର୍ଶ କଲ୍‌ ବିଷୟରେ ପଚାରି ବୁଝିଥିଲେ । ମୋଟ ୨୫ଟି ଓ୍ଵାର୍କ୍ସ…