ରାଜ୍ଯରେ ଲାଗୁ ହେଲା ଲକଡାଉନ୍, ଘୋଷଣା କଲେ ସରକାର

ଭୁବନେଶ୍ବର: ରାଜ୍ଯରେ ଲକଡାଉନ୍ ଲାଗୁ । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍ ଜାରି କରାଯିବ।

ଆଗକୁ ଜଣାଇବୁ ଲକ୍‌ଡାଉନ୍‌ରେ କଣ ଖୋଲା ରହବି ଏବଂ କଣ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.