ରାଜ୍ଯରେ ଆଜି ୨୬୧୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୩ ହଜାର ତଳକୁ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ଆଉ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୧୫୨୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୦୯୬ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାପରେ ଆଜି ଦ୍ୱିତୀୟ ସ୍ଥାନରେ ବରଗଡ଼ ଅଛି।
ଏଠାରୁ ଆଜି ୧୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରୁ ୧୩୬, କେନ୍ଦ୍ରାପଡ଼ାରୁ ୧୩୨, ଅନୁଗୁଳରୁ ୧୧୫ ଓ ବଲାଙ୍ଗିିରରୁ ୧୦୯ ଜଣ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ୨ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୨ ହଜାର ୫୧ ।
Covid-19 Report For 4th October
New Positives Cases: 2617
In quarantine: 1521
Local contacts: 1096(Details of local contacts will be shared by concerned District Administration)
District Wise Cases
1. Angul: 115
2. Balasore: 79
3. Bargarh: 148
4. Bhadrak: 49
5. Balangir: 109— I & PR Department, Odisha (@IPR_Odisha) October 5, 2020
ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ଓ ପୁରୀରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଖୋର୍ଦ୍ଧା, ବୌଦ୍ଧ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି।
6. Boudh: 18
7. Cuttack: 136
8. Deogarh: 18
9. Dhenkanal: 74
10. Gajapati: 7
11. Ganjam: 43
12. Jagatsinghpur: 45
13. Jajpur: 112
14. Jharsuguda: 46
15. Kalahandi: 44
16. Kandhamal: 32
17. Kendrapada: 132
18. Keonjhar: 107
19. Khurda: 506
20. Koraput: 43
21. Malkangiri: 67— I & PR Department, Odisha (@IPR_Odisha) October 5, 2020
22. Mayurbhanj: 101
23. Nawarangpur: 59
24. Nayagarh: 38
25. Nuapada: 58
26. Puri: 79
27. Rayagada: 26
28. Sambalpur: 106
29. Sonepur: 23
30. Sundargarh: 91
31. State Pool: 106New Recoveries: 4108
Cumulative Tested: 3482402
Positive: 235330
Recovered: 202302
Active Cases: 32051— I & PR Department, Odisha (@IPR_Odisha) October 5, 2020