ଆଜି ରାଜ୍ଯରେ ୩୦୫୩ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ୩୦୫୩ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍ରୁ ୧୮୦୪, ଲୋକାଲ କଣ୍ଟାକ୍ଟ କେସ୍ ୧୨୪୯ ରହିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟରେ ରହିଛି କଟକ ଜିଲ୍ଲା । ଜିଲ୍ଲାରୁ ୨୫୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୫୩, ଝାରସୁଗୁଡ଼ାରୁ ୧୪୬, କେନ୍ଦୁଝରରୁ ୧୩୩, ପୁରୀରୁ ୧୨୭, ସମ୍ବଲପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୧୫ ଓ ଯାଜପୁରରୁ ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୪ ହଜାର ୧୨୮ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୪ ହଜାର ୩୧୪ ।
Covid-19 Report For 2nd October
New Positives Cases: 3053
In quarantine: 1804
Local contacts: 1249(Details of local contacts will be shared by concerned District Administration)
District Wise Cases
1. Angul: 64
2. Balasore: 85
3. Bargarh: 98
4. Bhadrak: 70
5. Balangir: 95— I & PR Department, Odisha (@IPR_Odisha) October 3, 2020
ଏହାସହିତ ଆଜି କରୋନା ନେଲା ଆଉ ୧୭ ଜଣଙ୍କ ମୁଣ୍ଡ। ବାଲେଶ୍ବର ଓ ଢେଙ୍କାନାଳରୁ ୩ଜଣଙ୍କ ଜୀବନ ଯାଇଛି । ଏହାସହିତ ଜଗତସିଂହପୁର,ପୁରୀ ଏବଂଖୋର୍ଦ୍ଧାରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ଯାଜପୁର,ମୟୁରଭଞ୍ଜ,ନୟାଗଡ,ଗଞ୍ଜାମ ଏବଂ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଏହି ମହାମାରୀ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି।
6. Boudh: 28
7. Cuttack: 256
8. Deogarh: 16
9. Dhenkanal: 51
10. Gajapati: 18
11. Ganjam: 52
12. Jagatsinghpur: 72
13. Jajpur: 110
14. Jharsuguda: 146
15. Kalahandi: 41
16. Kandhamal: 32
17. Kendrapada: 115
18. Keonjhar: 133
19. Khurda: 561
20. Koraput: 44
21. Malkangiri: 62— I & PR Department, Odisha (@IPR_Odisha) October 3, 2020
6. Boudh: 28
7. Cuttack: 256
8. Deogarh: 16
9. Dhenkanal: 51
10. Gajapati: 18
11. Ganjam: 52
12. Jagatsinghpur: 72
13. Jajpur: 110
14. Jharsuguda: 146
15. Kalahandi: 41
16. Kandhamal: 32
17. Kendrapada: 115
18. Keonjhar: 133
19. Khurda: 561
20. Koraput: 44
21. Malkangiri: 62— I & PR Department, Odisha (@IPR_Odisha) October 3, 2020