Below header

ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସ୍‌ କରୋନାରେ ପୀଡ଼ିତ, ପ୍ରାରମ୍ଭିକ ସ୍ଥିତିରେ ଅଛି ରୋଗ

ଲଣ୍ଡନ୍‌ : ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସ୍‌ କରୋନାରେ ପୀଡ଼ିତ । ତାଙ୍କ ଠାରେ କରୋନା ଭାଇରସ୍‌ ପଜେଟିଭ୍‌ ଚିହ୍ନଟ ହୋଇଛି । ୭୧ ବର୍ଷ ବୟସ୍କ ପ୍ରିନ୍ସ ଚାର୍ଲସ ହେଉଛନ୍ତି ରାଣୀ ଏଲିଜେବେଥ୍‌-୨ଙ୍କ ଉତ୍ତରାଧିକାରୀ । ଏବେ ତାଙ୍କ ଠାରେ କରୋନା ପ୍ରାରମ୍ଭିକ ସ୍ଥିତିରେ ଅଛି । ସେ ସୁସ୍ଥ ଥିବା କୁହାଯାଇଛି । ପୂର୍ବରୁ ବ୍ରିଟେନ୍‌ର ଯୁବରାଣୀ ଆଇସୋଲେସନ୍‌ରେ ଥିଲେ । ବଙ୍କିମ୍‌ହାମ୍‌ ପ୍ୟାଲେସ୍‌ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.