ଆମେରିକାରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ, ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଆମେରିକା: ଆମେରିକାରେ ଲାଗୁନି କରୋନା ବ୍ରେକ୍‌। ସଂକ୍ରମିତ ହୋଇଛନ୍ତି ୧୦ଲକ୍ଷ ୯୫ହଜାର। USAରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୬୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦିନକରେ ପ୍ରାୟ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱର ୨୧୨ଟି ଦେଶରେ ୨ଲକ୍ଷ ୩୪ହଜାର ୧୦୫ଜଣଙ୍କ ଜୀବନ ନେଲାଣି କରୋନା। ଆକ୍ରାନ୍ତ ହୋଇଛନ୍ତି ୩୩ଲକ୍ଷରୁ ଅଧିକ, ୧୦ଲକ୍ଷରୁ ଅଧିକ ସୁସ୍ଥ ହେ ଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.