ଯୋଡ଼ା ଶ୍ରାବଣରେ ପଡୁଛି ଦୁଇଟି ପୂର୍ଣ୍ଣିମା, କେଉଁ ଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା, ଜାଣିବା ପାଇଁ ଦେଖନ୍ତୁ..

ଚଳିତ ବର୍ଷ ଶ୍ରାବଣରେ ପଡ଼ୁଛି ଦୁଇଟି ପୂର୍ଣ୍ଣିମା। ଯୋଡ଼ା ଶ୍ରାବଣ କାରଣରୁ ଏପରି ହୋଇଛି। ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଅଛି। ତେଣୁ କେଉଁ ପୂର୍ଣ୍ଣିମାନେ ଏହାକୁ ପାଳନ କରାରଯିବ ଏହାକୁ ନେଇ ଲୋକଙ୍କର ସନ୍ଦେହ ରହିଛି। ଆଜି ଜାଣନ୍ତୁ ଆସୁଥିବା ପୂର୍ଣ୍ଣିମାରେ ଆପଣ କେଉଁ ବାରି ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ। ଏହାର ଦିନ , ତାରିଖ ତିଥି ସବୁ କିଛି ଜାଣନ୍ତୁ। ଆଉ ଏହା ସହିତ ଏହି ଦୁଇଟି ପୂର୍ଣ୍ଣିମାରୁ କାହାର ମହତ୍ୱ ଅଧିକ ରହିଛି ଜାଣନ୍ତୁ..

ଚଳିତ ବର୍ଷ କେବେ ପଡ଼ୁଛି ରାକ୍ଷୀ ପୂର୍ଣ୍ଣିମା ? ଯୋଡ଼ା ଶ୍ରାବଣରେ ରହିଛି ଦୁଇଟି ପୂର୍ଣ୍ଣିମା। କିନ୍ତୁ ଏହା ଭିତରୁ କେଉଁଟା ରାକ୍ଷୀ ପୂର୍ଣ୍ଣିମାରେ ରୂପେ ପାଳନ କରାଯିବ।  ଚଳିତ ବର୍ଷ ଶ୍ରାବଣରେ ପଡ଼ୁଛି ଦୁଇଟି ପୂର୍ଣ୍ଣିମା। ଯୋଡ଼ା ଶ୍ରାବଣ କାରଣରୁ ଏପରି ହୋଇଛି। ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଅଛି। ତେଣୁ କେଉଁ ପୂର୍ଣ୍ଣିମାନେ ଏହାକୁ ପାଳନ କରାରଯିବ ଏହାକୁ ନେଇ ଲୋକଙ୍କର ସନ୍ଦେହ ରହିଛି। ଆଜି ଜାଣନ୍ତୁ ଆସୁଥିବା ପୂର୍ଣ୍ଣିମାରେ ଆପଣ କେଉଁ ବାରି ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ। ଏହାର ଦିନ , ତାରିଖ ତିଥି ସବୁ କିଛି ଜାଣନ୍ତୁ। ଆଉ ଏହା ସହିତ ଏହି ଦୁଇଟି ପୂର୍ଣ୍ଣିମାରୁ କାହାର ମହତ୍ୱ ଅଧିକ ରହିଛି ଜାଣନ୍ତୁ..

ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ମାସରେ ପୂର୍ଣ୍ଣିମା ପଡ଼ିଥାଏ। ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି। ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି। ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା। ଏହି ପୂର୍ଣ୍ଣିମା ୧ ଅଗଷ୍ଟ ମଙ୍ଗଳବାର ପଡ଼ୁଛି। ଏହା ମଙ୍ଗଳବାର ୩.୫୧ ରୁ ଆରମ୍ଭ ହୋଇ ରାତି ୧୨.୦୧ ଯାଏ ରହିବ।

ଶ୍ରାବଣ ମାାସର ଦ୍ୱିତୀୟ ପର୍ଣ୍ଣିମା ୩୦ ଅଗଷ୍ଟ ବୁଧବାର ପଡ଼ିବ। ଏହାର ସକାଳ ୧୦.୫୮ ରୁ ଆରମ୍ଭ ହୋଇ ଗୁରୁବାର ିସକାଳ ୭.୦୫ ଯାଏ ରହିବ। ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ ରେ ଦାନ ସ୍ନାନକାମ କରିପାରିବେ।
ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ। ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ। ୩୦ ଅଗଷ୍ଟରେ ଭଦ୍ରା କାଳ ରାତି ୯ଟା ୨ ମିନିଟ ଯାଏ ରହିବ। ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ।
ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ। ତେଣୁ ଏମିିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.