Browsing Tag

lord shiva

ମହାକାଳେଶ୍ୱର ମନ୍ଦିରରେ ଭୋଲେବାବାଙ୍କ ପୂଜା କଲେ ସଞ୍ଜୟ ଦତ୍ତ, ଭାଇରାଲ୍ ହେଉଛି ଭିଡିଓ

ଭଗବାନ ଶିବଙ୍କ ଆଶୀର୍ବାଦ ନେବାକୁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ଯାହାର ଏକ ଭିଡିଓ ଏବେ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓରେ ଅଭିନେତା ସଞ୍ଜୟ ଦତ୍ତ ଅନ୍ୟ ଭକ୍ତମାନଙ୍କ ପୂଜାରେ ବସିଥିବା ଦେଖିବାକୁ ମିଳିଛି । ଏହି ସମୟରେ…

ନାସିକର ଏହି ଶିବ ମନ୍ଦିରରେ ପ୍ରଭୁଙ୍କ ବାହନ ନନ୍ଦୀ ନାହାନ୍ତି, ଜାଣନ୍ତୁ ବଡ଼ ରହସ୍ୟ..

ନାସିକର ଏକ ଅନନ୍ୟ ଶିବ ମନ୍ଦିର । ଯେଉଁଠି ଶିବଙ୍କ ବାହନ ନନ୍ଦୀ ନାହାଁନ୍ତି । ତେବେ ଏଠାରେ କାହିଁକି ନନ୍ଦୀ ନାହାଁନ୍ତି ? ଚାଲନ୍ତୁ ଜାଣିବା ଏହାର ରହସ୍ୟ ଏବଂ ଗୁରୁତ୍ୱ କଣ ରହିଛି । ମହାରାଷ୍ଟ୍ରର ନାସିକରେ ଅବସ୍ଥିତ କପାଳେଶ୍ୱର ଶିବ ମନ୍ଦିର ସମଗ୍ର ବ୍ରହ୍ମାଣ୍ଡର ଏକମାତ୍ର ଶିବ ମନ୍ଦିର…

ମନ୍ଦିରରୁ ଫେରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ପବିତ୍ର ଶ୍ରାବଣ ମାସରେ ବିଶେଷ କରି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଏ । ଶୁଭ ଏବଂ ମଙ୍ଗଳ ପାଇଁ ଏହି ମାସରେ ବେଶୀ ସଂଖ୍ୟାର ଭକ୍ତଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ । ଅନେକ ସମୟରେ ମନ୍ଦିର ଯିବା ସମୟରେ ହେଉ ଅବା ଫେରିବା ସମୟରେ ଜାଣତ ଏବଂ ଅଜାଣତରେ ଆମ ଦ୍ବାରା ଭୁଲ ହୋଇଯାଇଥାଏ । ଯାହା ଶୁଭ…

ବାବା ପଞ୍ଚାନନଙ୍କ ମାହାତ୍ମ୍ୟ ଅପାର, ଭକ୍ତର ସବୁ ମାନସିକ ପୂରଣ କରନ୍ତି ବାବା

ସୋରଡ଼ା: ଋଷିକୁଲ୍ୟା ନଦୀତଟରେ ପୂଜା ପାଉଛନ୍ତି ବାବା ପଞ୍ଚାନନ । ଗଞ୍ଜାମ ଜିଲ୍ଳା ସୋରଡ଼ାରେ ବସତି ସ୍ଥାପନ ପୂର୍ବରୁ ବାବା ପଞ୍ଚାନନ ପୂଜା ପାଇଆସୁଛନ୍ତି । ୫ଟି ବାଲୁକାରେ ସ୍ଥାପିତ ଲିଙ୍ଗ ମନ୍ଦିରର ଭର୍ଗଗୃହରେ ଶୋଭାପାଉଛନ୍ତି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଋଷିକୁଲ୍ୟା ନଦୀତଟ ଦେଇ…

କାହିଁକି ଢଳିକି ରହିଛି ହୁମା ସ୍ଥିତ ବାବା ବିମଳେଶ୍ଵର ମନ୍ଦିର? ଜାଣନ୍ତୁ ଏହି ମନ୍ଦିରର ରହସ୍ୟ

ସମ୍ବଲପୁର: କାହିଁକି ହୁମା ସ୍ଥିତ ବାବା ବିମଳେଶ୍ଵର ମନ୍ଦିର ଢଳିକି ରହିଛି । ପଶ୍ଚିମ ଓଡ଼ିଶାର ଏହି ଅନନ୍ୟ ଶୈବପୀଠ ସେଥିପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଏହି ଶିବ ମନ୍ଦିର ଅନ୍ୟ ମନ୍ଦିର ଠାରୁ ଭିନ୍ନ । ମହାନଦୀ କୂଳରେ ଥିବା ଏହି ଶୈବ ପୀଠର ମାହାତ୍ମ୍ୟ ଯେପରି ମହାନ୍ ମନ୍ଦିରର ଗଠନ…

ଭାରତରେ ରହିଛି ଏପରି ରହସ୍ୟମୟ ମନ୍ଦିର, ପ୍ରତିବର୍ଷ ବଢ଼ୁଛି ନନ୍ଦୀଙ୍କ ମୂର୍ତ୍ତୀ

ଭାରତରେ ଅନେକ ପ୍ରାଚୀନ ମନ୍ଦିର ଅଛି । ଏଥିମଧ୍ୟରୁ କିଛି ମନ୍ଦିର ଆମକୁ ଆଶ୍ଚର୍ଯ୍ୟ କରେ । ଏହି ସମସ୍ତ ମନ୍ଦିର ସେମାନଙ୍କର ରହସ୍ୟ ଏବଂ ଚମତ୍କାର ପାଇଁ ସାରା ବିଶ୍ୱରେ ଜଣାଶୁଣା । ଭାରତରେ ଏକ ଶିବ ମନ୍ଦିର ମଧ୍ୟ ଅଛି । ଯେଉଁଠାରେ ନନ୍ଦୀ ଜୀଙ୍କ ମୂର୍ତ୍ତୀର ଆକାର ନିରନ୍ତର ବୃଦ୍ଧି ପାଉଛି ।…

ମହାଦେବଙ୍କୁ କାହିଁକି ଏତେ ପ୍ରିୟ ବେଲପତ୍ର? ଶିବଲିଙ୍ଗରେ ଅର୍ପଣ କରିଲେ ମିଳିଥାଏ ମାତା ପାର୍ବତୀଙ୍କ ଆଶୀର୍ବାଦ

ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଜିନିଷ ବିଷୟରେ ଯେତେବେଳେ କଥା ଉଠେ ବେଲ ପତ୍ର ନାମ ପ୍ରଥମେ ଆସେ । ଆମେ ସମସ୍ତେ ଜାଣୁ ବେଲ ପତ୍ର ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଏବଂ ଶିବଲିଙ୍ଗ ଉପରେ ବେଲ ପତ୍ର ନ ଚଢ଼ାଇବା ପର୍ଯ୍ୟନ୍ତ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ମାନ୍ୟତା ରହିଛି ଶିବଲିଙ୍ଗ…

ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା କ୍ଷୀରସାଗର ମେଳା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା ନବମ ବାର୍ଷିକ କ୍ଷୀରସାଗର ମେଳା । କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ପ୍ରସିଦ୍ଧ ତଥା କୋଣାର୍କ-କାକଟପୁର ମୂଖ୍ୟରାସ୍ତା ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ୱର ମନ୍ଦିରରେ ନବମ ବାର୍ଷିକ କ୍ଷୀରସାଗର ମେଳା ମହାସମାରୋହରେ ପାଳିତ ହୋଇଯାଇଛି ।…

ଜାଣନ୍ତୁ ଭଗବାନ ଶିବଙ୍କର ସବୁଠାରୁ ବଡ ପ୍ରତିମୂର୍ତ୍ତି କେଉଁଠାରେ ଅବସ୍ଥିତ, ଯାହା ସାମ୍ନାରେ ଆଇଫେଲ ଟାୱାର ଏବଂ କୁତୁବ…

ସାରା ବିଶ୍ୱରେ ଆଇଫେଲ ଟାୱାର ଏବଂ କୁତୁବ୍ ମିନାର ସେମାନଙ୍କ ଉଚ୍ଚତା ପାଇଁ ଜଣାଶୁଣା । ଲୋକମାନେ ସେମାନଙ୍କୁ ଦେଖିବା ପାଇଁ ବହୁତ ଦୂରରୁ ଆସିଥାନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶରେ ଭଗବାନ ଶିବଙ୍କର ଏପରି ଏକ ପ୍ରତିମୂର୍ତ୍ତି ଅଛି ଯାହା ସାମ୍ନାରେ ଏହି ବଡ଼ ଅଟ୍ଟାଳିକାଗୁଡ଼ିକ ଛୋଟ…

ମକର ସଙ୍କରାନ୍ତି ପାଇଁ ନୀଳକଣ୍ଠେଶ୍ୱର ଶୈବପୀଠ ଚଳଚଞ୍ଚଳ, ଲାଗିଛି ଭକ୍ତଙ୍କ ଭିଡ଼

ମକର ସଙ୍କ୍ରାନ୍ତି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖରିତ ହୋଇଥାଏ । ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ବରହାଟିପୁରା ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତ ମାନେ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ…

ନିର୍ମାଣ ଚାଲିଛି ମହାଦେବଙ୍କର ବିଶାଳ ପ୍ରତିମୂର୍ତ୍ତି, ମହା ଶିବରାତ୍ରିରେ ହେବ ସ୍ଥାପନା

ଓଡ଼ିଶାରେ ନିର୍ମାଣ ଚାଲିଛି ମହାଦେବଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତି । ଏଥିପାଇଁ ବର୍ତ୍ତମାନ ଚାଲିଛି ଜୋରସୋରରେ କାମ । କାରଣ ଚଳିତ ବର୍ଷ ମହା ଶିବରାତ୍ରି ଦିନ ମହାଦେବଙ୍କର ଏହି ପ୍ରତିମୂର୍ତ୍ତି ସ୍ଥାପନା କରିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ନିର୍ମିତ ମହାଦେବଙ୍କର ଏହି ସୁଉଚ୍ଚ…

ଭୂମି ତଳୁ ବାହାରିଲା ୪୦୦ ବର୍ଷ ପୁରୁଣା ଶିବଲିଙ୍ଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭାରତର ଅନେକ ମନ୍ଦିରର ଇତିହାସ ଶହ ଶହ ବର୍ଷ ପୁରୁଣା । ସେହିଭଳି ଦକ୍ଷିଣ ଭାରତରେ ଶହ ଶହ ବର୍ଷ ପୁରୁଣା ମନ୍ଦିର ଖନନ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଙ୍ଗାଲୁରୁର ଶ୍ରୀ ଦକ୍ଷିଣାମୁଖ ନନ୍ଦୀ ତିର୍ଥ କଲ୍ୟାଣୀ ଅଞ୍ଚଳରୁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।…