ବର ସାଜିବାକୁ ଯାଉଛନ୍ତି ଅଭିନେତା ଅଭିଶେକ, ଜାଣନ୍ତୁ କେବେ କରୁଛନ୍ତି ବିବାହ

ଭୁବନେଶ୍ବର : ଓଲିଉଡ଼ର ଜଣେ ଜଣାଶୁଣା ଅଭିନେତା ଅଭିଶେକ ରଥ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିଶେଷଙ୍କ ଏହା ପ୍ରେମ ବିବାହ ହୋଇଥିବା ବେଳେ ଏହା ଭୁବନେଶ୍ବରରେ ହେବାକୁ ଯାଉଥିବା ଜଣାପଡ଼ିଛି। ଅଭିନେତାଙ୍କ ବିବାହ ଫେବ୍ରୁଆରୀ ୫ରେ ହେବାକୁଥିବା ବେଳେ ରିସେପ୍ସନ ହେବ ୭ ତାରଖରେ।

rath

 

ଅଭିଶେକ ରଥଙ୍କୁ ଓଲିଉଡ଼ରେ ବେଶ ହିଟ ଫିଲ୍ମ କରିଛନ୍ତି। ତାଙ୍କୁ ଅଭିନେତ୍ରୀ ରିଆ ଏବଂ ପ୍ରକ୍ରୁତିଙ୍କ ସହ ଦେଖିବାକୁ ମିଳିଥିଲା। ସେ ଓଲିଉଡ଼ରେ ଏସିପି ସାଗରୀକା ଏବଂ କେହି ନୁହଁ କାହାର ଫିଲ୍ମରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.