Below header

ସଡକ ଦୁର୍ଘଟଣାରେ ଓଡିଆ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ଗୁରୁତର

ସଡକ ଦୁର୍ଘଟଣାରେ ଓଡିଆ ହାସ୍ୟଅଭିନେତା ସଲିଲ୍‌ ମିତ୍ର ଗୁରୁତର । ଘଟଗାଁରୁ ମୟୁରଭଞ୍ଜର କରଞ୍ଜିଆ ଯାଉଥିବା ସମୟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଏହା ସହ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣା ପଡିଛି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଘଟଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସଲିଲଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

salil mitra accident

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.