ଜନ୍ମଦିନରେ ଅରବାଜଙ୍କୁ ମିଳିଲା ବଡ ଉପହାର, ସାମ୍ନାକୁ ଆସିଲା ଫିଲ୍ମ ‘ରୋଜି: ଦ ସାଫରନ ଚାପ୍ଟର’ର ଦ୍ବିତୀୟ ଟିଜର

ଫିଲ୍ମ ‘ରୋଜି: ଦ ସାଫରନ ଚାପ୍ଟର’ ମେକର୍ସ ଅରବାଜ ଖାନଙ୍କୁ ଜନ୍ମଦିନ ଅବସରରେ ଖାସ୍ ଗିଫ୍ଟ କରିଛନ୍ତି। ଏହି ଅବସରେ ଅରବାଜଙ୍କ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଛି। ନିକଟରେ ଅରବଜା ନିଜର ୫୪ତମ ଜନ୍ମଦିନ ପାଳନ କରିଛନ୍ତି।

ମେକର୍ସ ଫିଲ୍ମ ‘ରୋଜି: ଦ ସାଫରନ ଚାପ୍ଟର’ର ଦ୍ବିତୀୟ ଟିଜର ରିଲିଜ ହୋଇଛି। ଯେଉଁଥିରେ ଅରବାଜ ପୋଲିସ ଭୂମିକାରେ ନଜର ଆସିବେ। ଟିଜର ସେୟାର କରି ଲେଖିଛନ୍ତି, ଆପଣଙ୍କ ପାଇଁ ମୁଁ ପ୍ରଥମ ଲୁକ୍ ସେୟାର କରୁଛି। ଫିଲ୍ମର ୩ୟ ଟିଜର ୧୦ ଅଗଷ୍ଟରେ ରିଲିଜ ହେବ।

 

View this post on Instagram

 

A post shared by Arbaaz Khan (@arbaazkhanofficial)

ଏହି ଫିଲ୍ମରେ ଶ୍ବେତା ତିୱାରୀଙ୍କ ଝିଅ ପଲକ ତିୱାରୀ ଡେବ୍ଯୁ କରିବାକୁ ଯାଉଛନ୍ତି। ଏହାଛଡା ଅରବାଜଙ୍କ ସହିତ ଶିବିନ ନାରଙ୍ଗ, ତନିଷା ମୁଖାର୍ଜୀ ମୁଖ୍ଯ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.