Below header

ଏଲିଙ୍କ ବିବାହରେ ଜାଣନ୍ତୁ କିଏ ହେଲେ ଅତିଥି

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଜଣେ ନାୟିକା ବନିଛନ୍ତି ବୋହୂ। ଅଭିନେତୀରୁ ପାଲଟଇଛନ୍ତି କାହା ଘରର ଲକ୍ଷ୍ମୀ ।ଆଜ୍ଞା ହଁ, ଏବେ ନିକଟରେ ଅଭିନେତ୍ରୀ ତଥା ଉପସ୍ଥାପିକା ଏଲିଙ୍କ ବିବାହ ଶେଷ ହୋଇଥିବା ବେଳେ ଏନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ୨୫ ଜାନୁଆରୀରେ ତାଙ୍କର ବିବାହ ହୋଇଥିବା ବେଳେ ଓଲିଉଡ଼ର ବେଶ ଚର୍ଚ୍ଚିତ କଳାକାମାନଙ୍କୁ ତାଙ୍କ ପାର୍ଟିରେ ଆସିଥିଲେ ନଜର। ଏଲି ତାଙ୍କର ବହୁ ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାକୁ ନିଜର ଜୀବନସାଥି ଭାବେ ଚୟନ କରିଛନ୍ତି।

elli 2

ତେବେ ବରଯାତ୍ରୀରେ ଖାଲି ବର ଏବଂ ବରଙ୍କ ଘର ଲୋକ ନୁହଁ ବରଂ କନ୍ଯା ଏଲିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ନିଜ ବିବାହରେ ଠୁମକା ମାରିଥିଲେ ଏଲି। ଆସନ୍ତୁ ନଜର ପକାଇବା କିଏ କିଏ ସାଜିଥିଲେ ଏଲିଙ୍କ ବିବାହର ଅଂଶ।

poonam

eli

eeli 3

usasri

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.