ମୁଁ ସବୁବେଳେ ମୋ ହୃଦୟର କଥା ଶୁଣେ –‘ ଜ୍ୟାକି ଶ୍ରଫ୍‌’

ମୁମ୍ବାଇ(କେନ୍ଯୁଜ୍) : ନିଜ ହୃଦୟର କଥା ଶୁଣନ୍ତି ଜ୍ୟାକି ଶ୍ରଫ୍‌। ଆଜ୍ଞା ହଁ , ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଜ୍ୟାକି ବଲିଉଡ୍‌ରେ ଓ ଫ୍ୟାନଙ୍କ ଭିତରେ ବେଶ୍‌ ଲୋକପ୍ରିୟ। ଆଗକୁ ଜ୍ୟାକିଙ୍କ ୫ଟି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

India Bollywood

ଏହା ସହ ପଢନ୍ତୁ : କାହିଁକି ଶାହରୁଖଙ୍କ ଉପରେ ରାଗି ଯାଇଥିଲେ ସନ୍ନି ? ଆଉ ସମସ୍ତଙ୍କ ସାମ୍ନାରେ ଫାଡି ଦେଇଥିଲେ ନିଜ ଜିନ୍ସ

ଜ୍ୟାକି କହିଛନ୍ତି କିଛି ଲୋକେ ମତେ ଏହା ଭାବି ଫିଲ୍ମରେ ନିଅନ୍ତି ଯେ ମୁଁ ସେମାନଙ୍କ ଫିଲ୍ମ ଓ ଜୀବନ ବଦଳାଇଦେବି। ତେବେ ମୁଁ କୌଣସି ଫିଲ୍ମ ଚୟନ କରିବା ବେଳେ ମୁଁ କେବେ ବ୍ୟାନର ତ କେବେ ସ୍କ୍ରିପ୍‌ଟ ବା ନିର୍ଦ୍ଦେଶକଙ୍କ ଉପରେ ଧ୍ୟାନ ଦେଇଥାଏ। କିନ୍ତୁ ସବୁବେଳେ ଗୋଟିଏ ଜିନିଷ କମନ ଥାଏ। ମୁଁ ସବୁବେଳେ ମୋ ହୃଦୟକୁ ଶୁଣେ ବୋଲି ଜ୍ୟାକି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.