ରାଜଧାନୀରେ ନିମକି ପାଇଁ ପହଞ୍ଚିଲେ ସାଂସଦ ଜୟା ବଚ୍ଚନ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ । ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି… ନିମ୍ପୁରରୁ ନବୀନ ନିବାସ। ଏହାର ପ୍ରିମିୟର ସୋରେ ଜୟା ଯୋଗଦେବେ । ସାରା ଓଡ଼ିଶାର ୬୦ରୁ ଅଧିକ ସିନେମା ହଲରେ ଏହି ସିନେମା ମୁକ୍ତିଲାଭ କରିବ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର‌୍ୟ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି ସିନେମାରେ। ରାଜନୀତି ଉପରେ ଆଧାରିତ ଏହି ସିନେମାରେ ଅନେକ ରାଜନେତାଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଲିଡ୍ ରୋଲ୍ରେ ନଜର ଆସୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.