ଭଉଣୀ ସହ ମିଶି ଲୋକଙ୍କୁ ଏହି ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ଆର୍ଯ୍ୟନ, ଇଣ୍ଟରନେଟରେ ଖୁବ ପସନ୍ଦ କଲେ ଲୋକେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ଭଉଣୀ କୃତ୍ତିକାଙ୍କ ସହ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯାହାକୁ ଇଣ୍ଟରନେଟରେ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏଥିରେ ଦୁଇଜଣ ଲୋକଙ୍କୁ ନ୍ୟୁ ହ୍ୟାଣ୍ଡ ଇମୋଜି ଚ୍ୟାଲେଞ୍ଜ ଦେଉଛନ୍ତି । କାର୍ତ୍ତିକ ନିଜ ଜଖମ ହାତରେ ଏହି ଚ୍ୟାଲେଞ୍ଜ କରୁଥିବା ନଜର ଆସୁଛନ୍ତି । ଏଥିରେ ତାଙ୍କ ଭଉଣୀ ସାଥ ଦେଇଛନ୍ତି ।

ଭିଡ଼ିଓଟିକୁ କାର୍ତ୍ତିକଙ୍କ ଫ୍ୟାନ କ୍ଲବ ଇନଷ୍ଟାଗ୍ରାମରେ ସେୟାର କରିଛି । ତେବେ ଏହି ଅଭିନେତା ଲକଡାଉନ ସମୟରେ ଲଗାତାର ଲୋକଙ୍କୁ ସଚେତନ କରୁଛନ୍ତି । ଏବେ ସେ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.