Below header

ନେହା କକ୍କର ଏବଂ ରୋହନପ୍ରିତ ସିଂହ ଖେଳିଲେ ମୁଦି ଖୋଜିବା ପରମ୍ପରା, ଦେଖନ୍ତୁ କିଏ ଜିତିଲା ବାଜି

ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଏବଂ ରୋହନପ୍ରିତ ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ନିକଟରେ ନେହା କକ୍କର ଏବଂ ରୋହନପ୍ରିତ ନିଜର ପ୍ରେମର ପରିପ୍ରକାଶ ସୋସିଆଲ ମିଡିଆ ଫ୍ୟାନ୍ସଙ୍କ ସହିତ କରିଥିଲେ। ସେହିପରି ଅଚାନକ ବିବାହ କରିବା ପରେ ଉଭୟେ ନିଜ ଫ୍ୟାନ ମାନଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି। ତେବେ ଏବେ ନେହା ଏବଂ ରୋହନପ୍ରିତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ନେହା ଏବଂ ରୋହନ ମୁଦି ଖୋଜୁଥିବା ପରମ୍ପରାକୁ ପାଳୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ନଜର ଆସୁଛି ଯେ ନେହା ଏବଂ ରୋହନପ୍ରିତ ଏକ କ୍ଷୀର ଭର୍ତ୍ତି ଥିବା ପାତ୍ରରେ ମୁଦି ଖୋଜୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେହା କକ୍କର ଫ୍ୟାନ କ୍ଲବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଦୁହେଁ ଜିତିବା ବହୁତ ଚେଷ୍ଟା କରୁଛନ୍ତି, କିନ୍ତୁ ବାଜି ମାରିନେଉଛନ୍ତି ନେହା।

ଆଙ୍ଗୁଠି ଖୋଜିବା ପରେ ସିଙ୍ଗରଙ୍କ ଖୁସିର ସିମା ରହିଲାନାହିଁ। ଏହି ଭିଡିଓକୁ ଦେଖିବା ପରେ ନେହାଙ୍କ ଫ୍ୟାନ୍ସ ଖୁବ୍‌ ଲାଇକ କରିବା ସହିତ ନିଜ ନିଜ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

 

View this post on Instagram

 

#NehuPreet #nehudavyah . Much love from 🅰🆂🆂🅰🅼 ______________________________ . Follow @neheart_ruposhree Follow @neheart_ruposhree Follow @neheart_ruposhree . _______________________________ . . . . . 𝐈𝐠𝐧𝐨𝐫𝐞 𝐭𝐚𝐠𝐬🌝 #nehakakkar #nehakakkarlive #nehakakkarfans #nehudiaries #nehuhappyneheartshappy #mostfollowedindianmusician #kakkar #kakkarfamily #kakkarsiblings #tonykakkar #sonukakkarofficial #nehu #nehudiaries #nehakakkarfans #nehakakkarsongs #nehakakkarofficial #nehakakkarlove #nehakakkar💕 #musician #bollywood #instagram #singer #iloveyounehu #hotness #hotnessalert #beautifulgirl #smilingqueen #happiness #NeHearts #neheart_ruposhree

A post shared by Neha Kakkar (@neheart_ruposhree) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.