ପଛ ପଟୁ ମହିଳା କରୁଥିଲେ ଏଭଳି ଅଶ୍ଳୀଳ କାମ, ପରଫରମାନ୍ସ ସମୟରେ ଭଡ୍‌କିଗଲେ ପ୍ରିୟଙ୍କାଙ୍କ ସ୍ୱାମୀ

ପରଫରମାନ୍ସ ସମୟରେ ନିକ୍ ଜୋନସ୍ ଜଣେ ମହିଳାଙ୍କ ଉପରେ ଭଡ୍‌କି ଯାଇଥିଲେ। କାରଣ, ମହିଳା ଜଣକ ଏମିତି କାମ କରିଥିଲେ, ଯାହା ଜାଣିବା ପରେ ନିକ୍ ତାଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହାପରେ ପୁଣି ନିଜ ଭାଇମାନଙ୍କ ସହ ଷ୍ଟେଜ୍‌ରେ ପରଫରମାନ୍ସ ଦେଇଥିଲେ।

ନିକ୍ ଜୋନ୍‌ସ ଏକ ହଲିଉଡ୍ କନସର୍ଟରେ ନିଜ ଭାଇମାନଙ୍କ ସହ ମିଶି ପରଫରମାନ୍ସ କରୁଥିଲେ। କିନ୍ତୁ ଏହି ସମୟରେ ପଛ ପଟେ ଛିଡ଼ା ହୋଇଥିବା ଜଣେ ମହିଳା ନିକ୍‌ଙ୍କ ଗୋଡ଼କୁ ଅତି ଅଶ୍ଳୀଳ ଭାବେ ଛୁଇଁଥିଲେ। ଏହା ଦେଖି ନିକ୍ ଭୀଷଣ ରାଗିଯାଇଥିଲେ।

ବଲିଉଡ୍‌ରୁ ହଲିଉଡ୍ ପଯ୍ୟର୍ନ୍ତ ନିଜ ପରିଚୟ ବନାଇଥିବା ପ୍ରିୟଙ୍କା ଚୋପ୍ରା ନିକ୍ ଜୋନସ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁଇଜଣ ଯାକ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଦୁହିଁଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.