ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଲେ ସୂଚନା
ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଲେ ମାଆ। ଏହା ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହା ସମ୍ପର୍କରେ ପୋଷ୍ଟ କରିଛନ୍ତି।
କିନ୍ତୁ ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ପ୍ରିୟଙ୍କା ନିଜେ ପିଲା ଜନ୍ମ କରିନାହାନ୍ତି। ମାନେ ସେ ସରୋଗେସି…