ପୁଣି ଚର୍ଚ୍ଚାରେ ଦିଲବର୍ ଗର୍ଲଙ୍କ ଡ୍ୟାନ୍ସ , ଭାଇରାଲ ହେବାରେ ଲାଗିଛି ନୋରାଙ୍କ ଏହି ଭିଡିଓ

ବଲିଉଡ୍ର ବହୁ ଚର୍ଚ୍ଚିତ ‘ଦିଲବର୍ ଦିଲବର୍’ଗୀତରେ ନିଜର ଡ୍ୟାନ୍ସର ଜଲଓ୍ୱା ଦେଖାଇ ବେଶ୍ ପରିଚିତ ହୋଇଥିବା ନୋରା ଫତେହି ପୁଣିଥରେ ନିଜ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି। ନୋରା ଏଥର Zee Cine Awardsରେ ନିଜର ଧମାକେଦାର୍ ଡ୍ୟାନ୍ସ ପର୍ଫମାନ୍ସ କରିଛନ୍ତି। ଯାହାର ଭିଡିଓଟିକୁ ନୋରା ନିଜେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି । ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ଭିଡିଓଟିକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଆପଣବି ଦେଖିନିଅନ୍ତୁ ନୋରାଙ୍କ ଏହି ଡ୍ୟାନ୍ସ ପର୍ଫମାନ୍ସ ।
ଦେଖନ୍ତୁ ଭିଡିଓ