ସବୁ ସୀମା ପାର୍‌ କରିଦେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେ, ଶେୟାର କଲେ ନିଜର ଅଶ୍ଳୀଳ ଭିଡିଓ

ନିଜର ହଟ୍‌ନେସ୍‌ ଏବଂ ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡେଲ ପୁନମ୍‌ ପାଣ୍ଡେ ଏବେ ପୁଣି ବୋଲ୍ଡନେସ୍‌ର ସବୁ ସୀମା ପାର୍‌ କରିଦେଇଛନ୍ତି। ଏଥର ସେ ବିନା ବ୍ଲାଉଜ୍‌ ଏବଂ ଅନ୍ତଃବସ୍ତ୍ର ପିନ୍ଧି ଏକ ଭିଡିଓ ଶେୟାର କରିଛନ୍ତି। ଏମିତିରେ ସେ ସବୁବେଳେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେକ୍ସି ଏବଂ ବୋଲ୍ଡ ଭିଡିଓ ଶେୟାର କରିଥାଆନ୍ତି। କିନ୍ତୁ ଏଥର ଶେୟାର କରିଥିବା ଭିଡିଓରେ ସେ ସବୁ ସୀମା ଅତିକ୍ରମ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ:  ଆଜି ବିଗ୍‌ ବସ୍‌ ରେ ହେବ ବଡ ଟ୍ଵିଷ୍ଟି, ସୋ’ ରେ ଏହି ଯୋଡି କରିବେ ବିବାହ

ଭିଡିଓ ଛଡ଼ା ପୁନମ୍‌ ନିଜ ହଟ୍‌ ଫଟୋ ମଧ୍ୟ ଶେୟାର କରିଛନ୍ତି। କିନ୍ତୁ ଭିଡିଓଟି ଲୋକଙ୍କୁ ତାଙ୍କର ଦିଓ୍ଵାନା ବନେଇ ଦେଇଛି। ଏଥିରେ ସେ ବିନା ଅନ୍ତଃବସ୍ତ୍ରରେ ନଜର ଆସୁଛନ୍ତି। ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଭିଡିଓକୁ ଶେୟାର କରି ପୁନମ୍‌ କ୍ୟାପସନ ଦେଇଛନ୍ତି ‘ଅନ୍‌ ଦ ରକ୍ସ, ହାପି ସଣ୍ଡେ’। ପୁନମ୍‌କୁ ଏଭଳି ଲୁକ୍‌ରେ ଦେଖିବା ପରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି।

 

View this post on Instagram

 

ON THE ROCKS! Only on my Website www.thepoonampandeyapp.com Happy Sunday 😉

A post shared by Poonam Pandey (@ipoonampandey) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.