ବିବାହ ପାଇଁ ଭାରତରେ ନିକ୍‌, ଉଭୟଙ୍କ ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ସ୍ୱାଗତ କଲେ ପ୍ରିୟଙ୍କା

ୟୁନିକ୍‌ ୱେରେ ନିକ୍‌ଙ୍କୁ ସ୍ୱାଗତ କଲେ ପିସି। ବିବାହ ପାଇଁ ନିକ୍‌ ଭାରତ ଆସି ପହଞ୍ଚିଛନ୍ତି। ତେଣୁ ପ୍ରିୟଙ୍କା ଉଭୟଙ୍କ ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ନିକଙ୍କୁ ସ୍ୱାଗତ କରିଛନ୍ତି। ଏହି ଫଟୋକୁ ପ୍ରିୟଙ୍କାଙ୍କ ଫ୍ୟାନ୍ସ ମାନେ ଖୁବ୍‌ ଲାଇକ୍‌ କରୁଛନ୍ତି।

1ax ପ୍ରିୟଙ୍କାଙ୍କ ଭାବି ଶାଶୁଙ୍କୁ ମଧ୍ୟ ଏହି ଫଟୋ ଖୁବ୍‌ ପସନ୍ଦ ଆସିଛି। ସେ ପ୍ରିୟଙ୍କାଙ୍କ ପୋଷ୍ଟରେ ଲେଖିଛନ୍ତି, ହୃଦୟରୁ ଧନ୍ୟବାଦ।

pyରାଜସ୍ଥାନର ଯୋଧପୁରରେ ରୟାଲ ଷ୍ଟାଇଲରେ ବିବାହ କରିବେ ନିକ୍‌ ଜୋନସ ଓ ପ୍ରିୟଙ୍କା ଚୋପ୍ରା। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ପିପ୍ରେୟାରେସନ୍‌ ଜୋରସୋର ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.