କଣ ସତରେ ଗୋପନରେ ସଲମାନ ଏବଂ କାଟ୍ରିନା କରିଛନ୍ତି ବିବାହ ? ବରମାଳାର ଭିଡିଓ ହେଉଛି ଭାଇରାଲ

ସଲମାନ ଖାନଙ୍କ ବିବାହକୁ ନେଇ ବଡ ଉତ୍ସାହର ସହିତ ଫ୍ୟାନ୍ ମାନେ ଚାହିଁବସିଛନ୍ତି। ସଲମାନଙ୍କ ନାମ ଅନେକ ହିରୋଇନମାନଙ୍କ ସହିତ ଯୋଡା ସରିଛି କିନ୍ତୁ ବିବାହ ନାମ ଶୁଣିଲେ ସେ ପଛଘୁଞ୍ଚା ଦେଇଦିଅନ୍ତି। କିନ୍ତୁ କେଟରୀନାଙ୍କ ମାମଲାରେ ଏମିତି ହୁଏ ନାହିଁ। ସଲମାନ ଏବଂ କେଟରୀନାଙ୍କ ମଧ୍ୟରେ କଣ ଅଛି ଏବଂ କେମିତି ଅଛି ଏହା କେହି ଜାଣି ନାହାନ୍ତି। କିନ୍ତୁ ଯାହା ମଧ୍ୟ ଅଛି ସବୁ ସ୍ପେଶାଲ ଅଛି। ଦୁହିଁଙ୍କ ଯୋଡି ଫିଲ୍ମରେ ସୁପରହିଟ ହୋଇଥାଏ।

କେବଳ ଏତିକି ନୁହେଁ ସଲମାନଙ୍କର ଫ୍ୟାନ କେଟରୀନାଙ୍କୁ ଭାବି ବୋଲି ମଧ୍ୟ ଡାକନ୍ତି। ଏହିସବୁ ମଧ୍ୟରେ ସଲମାନ ଏବଂ କେଟରୀନାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖି ଆପଣ ବହୁତ ଖୁସି ହୋଇଯିବେ। କିଛି ଫ୍ୟାନ ସଲମାନଙ୍କୁ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି।

ଭିଡିଓଟି ଦୁହିଁଙ୍କୁ ବରମାଳା ପିନ୍ଧାଉଥିବାର। ଏହି ସମୟରେ ସେଠାରେ ଥିବା ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି। ଦୁହେଁ ବହୁତ ଖୁସି ନଜର ଆସୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଭିଡିଓଟି ରିୟଲ ନୁହେଁ ବରଂ ଭାରତ ଫିଲ୍ମର ଏକ ସିନର ଅଟେ। ଫିଲ୍ମରେ ଦୁହିଁଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଇଛି। ଏହି ଦୁହିଁଙ୍କର ରିଲ ଲାଇଫ୍ ଛଡା ରିୟଲ ଲାଇଫର କେମେଷ୍ଟ୍ରୀ ବହୁତ ଦମଦାର।

 

View this post on Instagram

 

@bharat_thefilm the #wedding #scene fun doing these clothes , styled by @ashley_rebello and Alvira khan agnitotri

A post shared by Ashley Rebello (@ashley_rebello) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.