ଯେତେବେଳେ ଜୁହିଙ୍କୁ ବିବାହ କରିବା ପାଇଁ ସଲମାନ ପହଂଚିଥିଲେ ତାଙ୍କ ଘରେ, କିଛି ଏମିତି କହିଥିଲେ ଜୁହିଙ୍କ ବାପା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଫେୟାର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ । ସଂଗୀତା ବିଜଲାନି, ସୋମି ଅଲି ଠାରୁ ଆରମ୍ଭ କରି ଐଶ୍ଵର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ, ଲୁଲିଆ ଭଣ୍ଟୁରଙ୍କ ପର୍ଯ୍ୟନ୍ତ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସଲମାନ ଖାନ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ତାଙ୍କ ପିତାଙ୍କ ନିକଟରେ ତାଙ୍କ ହାତ ମାଗିଥିଲେ। ସଲମାନ ଖାନ ନିଜେ ଏକ ଚାଟ୍ ସୋ’ରେ ଏହା କହିଛନ୍ତି ।

 

View this post on Instagram

 

Salman Khan had actually proposed Juhi Chawla for marriage but he was rejected by her father! Apparently, Juhi’s father asked her not work with Salman after that and hence the two actors never worked together inspite of working in the same Bollywood era! 🌈 Follow @bigbollywoodpage 🌈 . . . . . . . . . . . . . . . . . . . . . . . . . . . . . . . . . _________________________________ • All credits to the photographer/ owner • • Follow: @weddingworldpage ✌🏻 . #india #indiangirls #india_everyday #indianblogger #panipuri #weddingdecor #weddingsutra #weddinggown #weddingplanning #indiaweddings #tiktokmemes #tiktokindia #shaadi #mehendi #mehendioutfit #sangeetdance #sangeetdecor #sangeetnight #sangeet #husbandandwife #kartikaaryan #mumbai #delhi #saraalikhan #ericafernandez #hinakhan #mouniroy #karanaujla #salmankhan #ishaambani

A post shared by Big Bollywood (@bigbollywoodpage) on


ସଲମାନ କହିଥିଲେ ଯେ “ଜୁହି ବହୁତ ସ୍ଵିଟ ଏବଂ ବହୁତ ପ୍ୟାରୀ । ମୁଁ ତାଙ୍କ ବାପାଙ୍କୁ ପଚାରିଥିଲି ଯେ ଆପଣ ଜୁହିଙ୍କୁ ମୋତେ ବିବାହ କରିବାକୁ ଦେବେ କି? କିନ୍ତୁ ସେ ମନା କରି ଦେଇଥିଲେ । ବୋଧହୁଏ ସେମାନେ ମୋତେ ପସନ୍ଦ କରନ୍ତି ନାହିଁ । ଜାଣିନି ସେମାନେ କ’ଣ ଚାଁହୁଥିଲେ , ବୋଧହୁଏ ମୁଁ ସେମାନଙ୍କୁ ଜୁହିଙ୍କ ପାଇଁ ଠିକ୍ ଲାଗିଲି ନାହିଁ ।

ସଲମାନ ଏବଂ ଜୁହି କେବେ କୌଣସି ଫିଲ୍ମରେ ଲିଡ୍ ଯୋଡିରେ ଅଭିନୟ କରିନାହାଁନ୍ତି । ଯେତେବେଳେ ସଲମାନଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ, ‘ଜୁହି ମୋ ସହ କାମ କରିବାକୁ ଚାହୁଁନାହାଁନ୍ତି ! ଅବଶ୍ୟ, ଏହା ପରେ 1997 ରେ ଫିଲ୍ମ ‘ଦିୱାନା ମସ୍ତାନା’ରେ ସଲମାନ ଏବଂ ଜୁହିଙ୍କ ଏକ କୋର୍ଟ ମ୍ୟାରେଜ ଦୃଶ୍ୟ ଦେଖିବାକୁ ମିଳିଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.