ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ସାରା ଅଲ୍ଲୀ ଖାନ୍ ଓ ମା’ ଅମୃତା ସିଂ, ଏହି ପ୍ରୋଜେକ୍ଟରେ କରିବେ କାମ

ପରଦାରେ ଏକାଠି ନଜର ଆସିବେ ସାରା ଅଲ୍ଲୀ ଖାନ୍ ଓ ମା’ ଅମୃତା ସିଂହ। ଏ ନେଇ ସିଧାସଳଖ କହିନଥିଲେ ବି ଇସାରାରେ ସୂଚନା ଦେଇଛନ୍ତି ସାରା। ସାରା ନିଜ ସୋସିଆଲ ମିଡିଆରେ ମା’ ଅମୃତାଙ୍କ ସହ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି।

ସାରା ନିକଟରେ ମା’ଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ମୁଣ୍ଡ ମାଲିସ କରୁଥିବା ଦେଖିବାକୁ ମିଳିଥିଲା। ଏବେ କେତେକ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ଏହି ମା’-ଝିଅଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by Sara Ali Khan (@saraalikhan95)

ଏକ ବିଜ୍ଞାପନରେ ଏହି ଦୁଇ ଜଣ ନଜର ଆସିବେ। ଏହା ଏକ ହେୟାର କେୟାର ପ୍ରଡକ୍ଟ ବୋଲି ଜଣାଯାଇଛି। ଏହି ବିଜ୍ଞାପନ ମାଧ୍ୟମରେ ଅମୃତା ପ୍ରାୟ ୩୦ ବର୍ଷ ପରେ ପରଦାକୁ ଫେରିବେ।

 

View this post on Instagram

 

A post shared by Sara Ali Khan (@saraalikhan95)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.