ଶିଳ୍ପାଙ୍କ ଗୋଲଡେନ ଲୁକ ହେଲା ଭାଇରାଲ, ଦେଖନ୍ତୁ

ପୁଣି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ସମସ୍ତଙ୍କୁ ଘାଇଲା କଲେ ଶିଳ୍ପା । ପାଖାପାଖି ୧ ମାସ ପରେ ଡାନ୍ସିଂ ରିଆଲିଟି ସୋକୁ ଫେରି ଜଜଙ୍କ ସିଟରେ ବସିଛନ୍ତି । ରାଜଙ୍କ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ପରେ ଶିଳ୍ପା କିଛି ସମୟ ମିଡିଆ ଆଗରୁ ଦୂରେଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଅନେକ ଗେଷ୍ଟ ସେଲିବ ଆସିଥିଲେ ।

ଏବେ ଶିଳ୍ପା ନିଜ ଇନଷ୍ଟା ଆକାଉଣ୍ଟରେ ଦମଦାର ଲୁକରେ ପୋଜ କରି ଫଟୋ ପୋଷ୍ଟ କରିଛନ୍ତି । ଗୋଲଡେନ ୱେଲୋ ରଙ୍ଗର ସାଢ଼ୀ ପିନ୍ଧି ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏବେ ତାଙ୍କର ଏହି ଫଟୋ ଏବେ ଚାରିଆଡେ ଭାଇରାଲ ହେଉଛି । ଦେଖନ୍ତୁ ସେହି ପୋଷ୍ଟ.

film
pc: news18

ରାଜଙ୍କ ଗିରଫ ପରେ ଶିଳ୍ପା ଚିନ୍ତାରେ ରହିଥିଲେ । ସମସ୍ତ ପ୍ରଶ୍ନରୁ ଦୂରେଇ ରହିବା ପାଇଁ ସେ ନିଜେ ମିଡିଆରୁ ଦୂରେଇ ଯାଇଥିଲେ । ଏହିସମୟରେ ଇଣ୍ଡଷ୍ଟ୍ରିରୁ ବହୁତ ସପୋର୍ଟ ମିଳିଥିଲା ଶିଳ୍ପାଙ୍କୁ । ଶେଷରେ ସେ ରିଆଲିଟି ସୋ ସୁପର ଡ୍ୟାନ୍ସରକୁ ଫେରି ସମସ୍ତଙ୍କୁ ଖୁସି କରାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.