Viral ହେଉଛି ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ୍‌ଙ୍କ ବାଥ୍‌ରୁମ୍‌ ଭିଡିଓ!

ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ଭଳି ତାଙ୍କ ଝିଅ ପଲକ୍‌ ମଧ୍ୟ ବୋଲ୍ଡ ଏବଂ ବିଉଟିଫୁଲ୍‌। ପଲକ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାଆନ୍ତି। ସେ ସବୁବେଳେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓଗୁଡ଼ିକୁ ଶେୟାର କରିବାରେ ଲାଗିଥାଆନ୍ତି। ଇନ୍‌ଷ୍ଟାଗ୍ରାମରେ ପଲକ୍‌ଙ୍କର ୨ ଲକ୍ଷ ୯୦ ହଜାର ଫଲୋୟର୍ସ ଅଛନ୍ତି।

w2

ଏବେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିିଡିଓଟି ପଲକ୍‌ଙ୍କ ବାଥ୍‌ରୁମର, ଯାହା ଇଣ୍ଟରନେଟ୍‌ରେ ପୂରା ଛାଇଯାଇଛି।ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ପଲକ୍‌ ଲେଖିଛନ୍ତି, ‘This pose is called hair ulta pulta ft my bathroom’। ଏଥିରେ ସେ ହ୍ଵାଇଟ୍‌ ପ୍ୟାଣ୍ଟ ଏବଂ ରେଡ୍‌ କଲର୍‌ର ଏକ ଟି-ଶାର୍ଟରେ ନଜର ଆସିଛନ୍ତି।

 

View this post on Instagram

 

Classic

A post shared by Palak Tiwari (@palaktiwarii) on

ଇଣ୍ଡଷ୍ଟ୍ରୀର ଷ୍ଟାର୍‌ କିଡ୍‌ସ ପଲକ୍‌ ଶ୍ୱେତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀଙ୍କ ଝିଅ। ତାଙ୍କ ଜନ୍ମ ୮ ଅକ୍ଟୋବର, ୨୦୦୦ରେ ହୋଇଥିଲା। ଖବର ମୁତାବକ, ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.