Below header

ଚର୍ଚ୍ଚାରେ ପ୍ରିୟଙ୍କା-ନିକ୍‌ଙ୍କ ଏହି ଫଟୋ , ଆପଣ ବି ଦେଖି ନିଅନ୍ତୁ ଥରେ

ପ୍ରିୟଙ୍କାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ନିକଟରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୟଙ୍କା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମିଡିଆ ସମ୍ମୁଖରେ ପୋଜ୍‌ ଦେଉଛନ୍ତି । ତାଙ୍କ ପାଖରେ ଠିଆ ହୋଇଥିବା ନିକ ଜୋନସ ପ୍ରିୟଙ୍କାଙ୍କୁ ଚାହିଁଛନ୍ତି ।

priyankaaନିକଙ୍କ ଆଖି କେବଳ ପ୍ରିୟଙ୍କାଙ୍କ ଉପରେ ରହିଛି । ଫଟୋଟି ଖୁବ ଶାନଦାର ହୋଇଛି । ପ୍ରିୟଙ୍କା କ୍ୟାପସନରେ ଲେଖିଛି ଏଭଳି ଜଣେ ମଣିଷକୁ ଖୋଜ ଯିଏ ଆପଣଙ୍କୁ ଏଭଳି ଦେଖିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.