Below header

କେଉଁ ରାଶିଙ୍କର କିପରି କଟିବ ଦିନ, ଜାଣନ୍ତୁ ଆଜିର ଭାଗ୍ୟଫଳ

ମନରେ ଆତ୍ମବିଶ୍ୱାସ ଭରପୂର ରହିବ। ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଲେଖାଲେଖି କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିପାରେ।

ମେଷ: ମନରେ ଆତ୍ମବିଶ୍ୱାସ ଭରପୂର ରହିବ। ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ।

ବୃଷ: ମନ ପ୍ରସନ୍ନ ରହିବ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। ଲେଖାଲେଖି କାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିପାରେ।

ମିଥୁନ: ବାଣୀରେ ମଧୁରତା ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଚାକିରିରେ ଆୟ ବଢ଼ିବ। ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରା ହେବ।

କର୍କଟ: ମନରେ ଶାନ୍ତି ରହିବ। ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଧନଲାଭର ଯୋଗ ରହିଛି। ଆୟ ବଢ଼ିବ।

ସିଂହ: ଦୌଡ଼ାଦୌଡ଼ି ଅଧିକ କରିବେ। ସାଙ୍ଗମାନଙ୍କ ସହଯୋଗ ମିଳିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା ହୋଇପାରେ।

କନ୍ୟା: ମନ ଖୁସି ରହିବ। ଚାକିରିରେ ଉନ୍ନତି ହେବ। ରୋଜଗାର ବଢ଼ିବ। ମାନ ସମ୍ମାନ ପ୍ରାପ୍ତି ହେବ। ସାଙ୍ଗମାନଙ୍କ ସହ ଭେଟ ହେବ। ଖର୍ଚ୍ଚ ବୃଦ୍ଧି ପାଇବ।

ତୁଳା: ଅତିରିକ୍ତ କ୍ରୋଧରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ପରିବର୍ତ୍ତନ ଯୋଗ ରହିଛି। ଲାଭର ଅବସର ମିଳିବ। ସମ୍ପତ୍ତି ବିସ୍ତାର ହୋଇପାରେ।

ବିଛା: ମନ ପ୍ରସନ୍ନ ରହିବ। ପୋଷାକ ପ୍ରତି ରୁଚି ବଢ଼ିପାରେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ସଞ୍ଚିତ ଧନ ବଢ଼ିବ।

ଧନୁ: ମନରେ ଆତ୍ମବିଶ୍ୱାସ ବଢ଼ିବ। ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମକର: ବ୍ୟବସାୟ ବଢ଼ିବ। ବିଦେଶ ଯାତ୍ରାର ଯୋଗ ରହିଛି। ପରିବାରର ସାଥ୍‌ ମିଳିବ। ସାଙ୍ଗମାନଙ୍କ ସହଯୋଗ ମିଳିବ। ଚିନ୍ତାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କ୍ରୋଧରୁ ଦୂରେଇ ରୁହନ୍ତୁ। ବାହନ ସୁଖ ବଢ଼ିପାରେ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମା’ଙ୍କ ଆଶୀର୍ବାଦ ମିଳିବ। ଆୟ କମ୍‌, ଖର୍ଚ୍ଚ ଅଧିକ ହୋଇପାରେ।

ମୀନ: ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ ସମ୍ମାନ ପ୍ରାପ୍ତି ହେବ। ମନରେ ଅସନ୍ତୋଷର ଭାବ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.