ନୂଆ ବର୍ଷରେ ନିଜ ରାଶି ଅନୁସାରେ କରନ୍ତୁ ଏହି ପରି ଉପାୟ, ନିଶ୍ଚିତ ରୂପେ ହୋଇବ ଧନ ବର୍ଷା

ଆଉ ଅଳ୍ପ ଦିନ ଭିତରେ ୨୦୧୯ ବର୍ଷ ଆମ ନିକଟରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛି ଓ ୨୦୨୦ ଆଗମନ ହେବାକୁ ଯାଉଛି । ଆସୁଥିବା ଏହି ନୂଆ ବର୍ଷରେ ଆପଣ କିଛି ଖାସ ଉପାୟ ଅବଲମ୍ବନ କରି ନିଜ ମନସ୍କାମନାକୁ ନିଶ୍ଚିତ ରୂପେ ପୂରଣ କରିପାରିବେ । ନିଜ ନିଜ ରାଶି ଅନୁଯାୟୀ ଯଦି ଏହି ଉପାୟ ମାନ ଅବଲମ୍ବନ କରିବେ ତେବେ ନିଶ୍ଚିତ ରୂପେ ଆପଣ ଧନ ପ୍ରାପ୍ତ ହୋଇ ପାରିବେ ।

ମେଷ: ଏହି ରାଶିର ଲୋକ ମାନେ ନିୟମିତ ଭାବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ସହ ନିଜ ମଥା ଓ କଣ୍ଠରେ ଲାଲ ଚନ୍ଦନ ପ୍ରତିଦିନ ଲଗାନ୍ତୁ ।

ବୃଷ: ଏହି ବର୍ଷ ଏହି ରାଶିର ଲୋକ ମାନେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ସହ ଏକ ରୂପା ଟଙ୍କା ନିଜ ପାଖରେ ରଖନ୍ତୁ ।

ମିଥୁନ: ଏହି ବର୍ଷ ହନୁମାନଙ୍କ ଆରାଧନା କରନ୍ତୁ । ପ୍ରତି ମଙ୍ଗଳବାର ହନୁମାନଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ ।

zodiac sign

କର୍କଟ: ଏହି ରାଶିର ବ୍ୟକ୍ତି ମାନେ ନୂଆ ବର୍ଷରେ ମା’ ଲକ୍ଷ୍ମୀଙ୍କର ଉପାସନା କରନ୍ତୁ । ପ୍ରତିଦିନ ଶ୍ରୀ ସୁକ୍ତମଙ୍କର ପାଠ କରନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତି ମାନେ ଗଣେଶଙ୍କର ଉପାସନା କରନ୍ତୁ ।

କନ୍ୟା; ଏହି ରାଶିର ଲୋକେ ମା’ ଦୁର୍ଗାଙ୍କର ଉପାସନା କରନ୍ତୁ । ନିୟମିତ ଭବେ ମା’ଙ୍କୁ ଲବଙ୍ଗ ଅର୍ପଣ କରନ୍ତୁ ।

ତୁଳା: ତୁଳା ରାଶିର ବ୍ୟକ୍ତି ମାନେ ଏହି ବର୍ଷ ଶନିଦେବଙ୍କ ଉପାସନା କରିବା ତାଙ୍କ ପାଇଁ ଫାଇଦାଦାୟକ ହୋଇଥାଏ ।

ବୃଷ: ଆପଣ ଏହି ବର୍ଷ ଭଗବାନ ବିଷ୍ଣୁଙ୍କର ଆରାଧନା କରନ୍ତୁ । ସବୁବେଳେ ଏକ ସୁନା ବା ପିତଳ ଚଲା ଧାରଣ କରନ୍ତୁ ।

ଧନୁ: ଏହି ରାଶିର ଲୋକେ ସୂର୍ଯ୍ୟଦେବଙ୍କ ଆରାଧନା କରନ୍ତୁ । ଏକ ତମ୍ବା ସିକ୍କା ବା ଟଙ୍କା ସର୍ବଦା ନିଜ ପାଖରେ ରଖନ୍ତୁ ।

ମକର: ଏହି ରାଶିର ବ୍ୟକ୍ତି ମାନେ ଶନି ଦେବଙ୍କୁ ଦୀପଦାନ କରନ୍ତୁ ।

କୁମ୍ଭ: ଏମାନେ ଭଗବାନ ଶିବଙ୍କ ଆରାଧନା କରିବା ତାଙ୍କ ପାଇଁ ବିଶେଷ ଲାଭଦାୟୀ ହେବ ।

ମୀନ: ନିୟମିତ ଭାବେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଓ ଏହା ସହ ଏକ ରୁଦ୍ରାକ୍ଷ ଧାରଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.