ଦେବଗୁରୁଙ୍କ ଚଳନରେ ଏବେ ବଦଳିଯିବ ଏହିସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିବ ସ୍ଥିତି
ଦେବଗ୍ରହମାନଙ୍କ ଦେବଗୁରୁ ବୃହସ୍ପତି । ନୂଆ ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ସନ୍ଧ୍ୟା ୫ଟା ୧୩ ମିନିଟ୍ରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ରୁ ବାହାରି ମେଷ ରାଶିକୁ ଚଲନ କରିଛନ୍ତି । ଗୁରୁ ବୃହସ୍ପତି ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଶୁଭ ଦୃଷ୍ଟି ଜାତକର ଯେଉଁ ଘର ଉପରେ ରୁହେ…